ମନ ମୋହିଲେ ସପନ , ତାଙ୍କ କଣ୍ଠରୁ ଶୁଣନ୍ତୁ ଏହି ସୁନ୍ଦର ଭଜନ “ଝୁଲରେ ନୀତି ଝୁଲ”
ବର୍ତ୍ତମାନ ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ସାଜିଛି ଯାହା ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଦେଖିବା ଭଳି ଏଵଂ ଭିନ୍ନ ଧରଣର ହୋଇଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି।
ଏଠାରେ ଜଣେ ଯୁବକ ଗୀତ ଗାଉଥିବାର ଷ୍ଟାଇଲ ଦେଖିବାକୁ ମିଳିଛି। ଯାହାକୁ ଦେଖି ଲୋକେ ବହୁତ୍ ଖୁସି ହେବା ସହ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି। ତେବେ ଏହି ଭିଡିଓ ରେ ଯେଉଁ ଗୀତ ଗାଉଥିବାର ଆପଣ ଦେଖିବାକୁ ପାଉଛନ୍ତି ସେହି ଗୀତ ଟି ବାସ୍ତବରେ ଏକ ଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଅଟେ।
ଯାହାକୁ ଦେଖିଲେ ହୃଦୟରୁ ଏକ ଭିନ୍ନ ଖୁସି ଆସୁଛି। ତେବେ ଆପଣ ତ କୁନି ପିଲା ହେଉ କି ସେ ଯୁବକ ଯୁବତୀ ମାନଙ୍କର ଗୀତ ଗାଉଥିବାର ଅନେକ ଭିଡିଓ ଅନେକ ସମୟରେ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ସେମାନଙ୍କର ଗୀତ ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ।
ସେମାନଙ୍କ ଗୀତ ଭିଡିଓ ରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ।ଆମେ ସେମାନଙ୍କ କାର୍ଯ୍ୟ କଲାପ ଦେଖି ବହୁତ୍ ଖୁସି ହୋଇଥାଉ।ତେବେ ଅନେକ ସମୟରେ ବହୁତ କଥା ଆମକୁ ବେଶ୍ ତାଯୁବ ମଧ୍ୟ କରିଥାଏ। ଯାହାବି ହେଉ ଡ୍ୟାନ୍ସ ଭଳି ସଙ୍ଗୀତ ମଧ୍ୟ ବହୁତ୍ କୌତୁହଳ ପୂର୍ଣ୍ଣ ହୋଇଥାଏ। କାରଣ ଡ୍ୟାନ୍ସ ଏବଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଜଡ଼ିତ ହୋଇ ରହିଥାଏ।
ତେବେ ବର୍ତ୍ତମାନ ଏମିତି ଗୀତର ଭିଡିଓ ସାମ୍ନାକୁ ଆସିଛି ସତରେ ଆପଣ ଥରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ମାନଙ୍କର ମନେଥିବ କିଛି ଦିନ ପୂର୍ବରୁ ଗୋଟିଏ ନୂଆ ଭଜନ ସାମ୍ନାକୁ ଆସିଥିଲା, ଆଉ ତାହା ହେଉଛି ଝୁଲରେ ନିତାଇ ଝୁଲ ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ।
ପ୍ରକୃତରେ ସେ ଗୀତଟି କିଏ ଗାଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କିନ୍ତୁ ସେହି ଗୀତକୁ ଅନେକ ଗାୟକ ଗାୟିକା ଅନେକ ଢଙ୍ଗରେ ଗାଇଛନ୍ତି। ଆଉ ବର୍ତ୍ତମାନ ଜଣେ ସପନ ନାମକ ଯୁବକ ସେହି ଗୀତଟିକୁ ଏମିତି ଶୈଳୀରେ ଗାଇଛନ୍ତି ଯିଏ ବି ଶୁଣିବ ସିଏ ତାଜୁବ ହୋଇଯିବ। ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି।