୧୫ ବର୍ଷ ହେଲାଣି ଏହି ମନ୍ଦିରରେ ପୁଜା କରୁଛି ଗୋଟିଏ ନାଗ ସାପ ଜାଣନ୍ତୁ ଏହି ମନ୍ଦିରର ରହସ୍ୟ ! ମନରେ ଭକ୍ତିଭାବ ଥିଲେ ଏବେ ହଁ କୁହନ୍ତୁ ଓଁ ନମଃ ଶିବାୟଃ …….

ମଣିଷଟେ ଦୁଃଖ ,ଅଶାନ୍ତ ରେ ଥିଲେ , ମନକୁ ହାଲୁକା କରିବା ପାଇଁ ଏବଂ ମନକୁ ଶାନ୍ତ କରିବା ପାଇଁ ମନ୍ଦିର କୁ ଯାଏ ।ସେଠାରେ ତାର ସମସ୍ତ ଦୁଃଖକୁ ପ୍ରକାଶ କରେ ।ଭକ୍ତି ଯାହା ହୃଦୟର ସହିତ ଭକ୍ତଟିଏ ଭଗବାନ ଆଗରେ ପ୍ରକାଶ କରିଥାଏ । ଆମେ ପ୍ରାୟତଃ ମଣିଷ ପାଖରେ ଭକ୍ତ ଭାବ ଦେଖିଥାଉ ।ଭକ୍ତର ଭକ୍ତିରେ ଏତେ ଶକ୍ତି ଥାଏ ଯେ ଭଗବାନ କୁ ଭକ୍ତର ଇଚ୍ଛା କରିବାକୁ ପଡିଥାଏ ।ଏଠାରେ କିନ୍ତୁ ପଶୁଟିଏ ଭକ୍ତି ଭାବ ଭଗବାନଙ୍କ ଆଗରେ ରଖି ଅନନ୍ୟ ଉଦାହରଣ ସାଜିଛି ମାନବ ଓ ପଶୁ ଜାତି ପାଇଁ ।ବେଳେ ବେଲେ ଏମିତି କେତେକ ଉଦାହରଣ ରେ ଦେଖିବାକୁ ମିଳିଛି କି ଯାହା ପ୍ରମାଣ କରିଥାଏ ।ପଶୁମାନେ ମଣିଷ ପରି କରିଥାନ୍ତି ସେ ଭକ୍ତି କିମ୍ବା ବ୍ୟବହାର ।

ଯେମିତି ମଣିଷ ମାନେ ସ୍ନେହ ଆଦର ରେ ବାନ୍ଧିହୋଇ ରୁହନ୍ତି ଠିକ୍ ସେହିପରି ପଶୁମାନେ ମଧ୍ୟ ଆଦର ଯତ୍ନ ପାଇଲେ ମଣିଶ ଭଳି ବ୍ୟବହାର କରିଥାନ୍ତି ।ଯେମିତି ପାଳିତ ପଶୁ ସ୍ନେହ ଆଦର ଯତ୍ନପାଇ ମଣିଷର ବୋଲ ମାନିଥାଏ ।

କେତେ ଥର ଦେଖାଯାଇଛି ଯେ ପାଳିତ ପଶୁମାନେ ମଧ୍ୟ କିଛି କିଛି ଦିନ ଖାଇଥାନ୍ତି ।ଯେମିତି ମମିଷ ବ୍ରତ ଟେ ପାଇଁ କରିଥାଏ ।ପଶୁମାନେ ମଧ୍ୟ ଉପବାସ ରହିଥାନ୍ତି ।କେବଳ ମଣିଷ ଯେ ଭକ୍ତି ଭାବ ଦେଖେଇ ପାରିବେ ତାହା ନୁହଁ ସାପ ଟି ଏହାର ଉଦାହରଣ ସାଜିଛି ।ଆଜି ଆପଣଙ୍କୁ ଏଭଳି ଏକ ଘଟଣା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଚକିତ କରାଇବ ।

ମାତା ଚଣ୍ଡୀଙ୍କ ମନ୍ଦିରରେ ଏକ ଏପରି ଜାଗା ଅଛି ଯେଉଁଠାରେ ଭାଲୁଟିଏ ତାର ପୁରାପରିବାର ସହ ମନ୍ଦିର କୁ ଆସିଥାଏ ।ଶିବ ମନ୍ଦିରରେ ସାପ ରହିବା କଥା ଆପଣମାନେ ଆଗରୁ ଶୁଣିଥିବେ ।ତେବେ ଆଜି ଆମେ ଆପଣଙ୍କୁ ଏକ ମନ୍ଦିର ବିଷୟରେ କହିବୁ ଯେଉଁ ଠାରେ ବ୍ରାହ୍ମଣ ବଦଳରେ ସାପ ଟି ଶିବଙ୍କୁ ପୂଜା କରିଥାଏ ।ଅନେକ ମନ୍ଦିରରେ ଅଦ୍ଭୁତ କାହାଣୀ ଶୁଣାଯାଇଥାଏ ଓ ଅଦ୍ଭୁତ ଘଟଣା ମଧ୍ୟ ଘଟିଥାଏ ।

ସେ ମନ୍ଦିରଗୁଡିକର ରହସ୍ୟ ଏପରି ହେଇଥାଏ ।ଭାରତରେ ଏମିତି ରହସ୍ୟମୟ ମନ୍ଦିର ଅଛି ଯାହା ନିଜକୁ ରହସ୍ୟ ।ତେଣୁ ଆଜି ଆମେ ଏକ ମନ୍ଦିର ବିଷୟରେ କହିବୁ ଯେଉଁଠି ପୂଜାରୀ ବଦଳରେ ଗୋଟିଏ ନାଗ ସାପ ପୂଜା କରୁଛନ୍ତି ।

ଏହାକୁ ଦେଖିବାକୁ ଦୂରରୁ ବହୁତ ଲୋକ ଆସିଥାନ୍ତି ।ଉତ୍ତରପ୍ରଦେଶର ଆଗ୍ରା ପାଖରେ ରହି ଥିବା ସଲେମାବାଦ୍ ର ପ୍ରାଚୀନ ସିବ ମନ୍ଦିର ରେ 15 ବର୍ଷ ଧରି ପର୍ତ୍ୟେକ ଦିନ ଶିବଙ୍କ ପୂଜାକରିବା ପାଇଁ ଗୋଟିଏ ନାଗ ସାପ ଆସିଥାଏ ।ଏହି ସାପଟି ମନ୍ଦିର ଭିତରେ 5 ଘଣ୍ଟା ରହିଥାଏ ଓ ଭଗବାନଙ୍କ ପୂଜା କରିଥାଏ ।ସ୍ଥାନୀୟଲୋକଙ୍କ କହିବା ଅନୁଯାୟୀ ଏହି ସାପଟି ପ୍ରତିଦିନ 10 ଟା ରେ ଆସେ ।

ଦୁଇ ପହର 3 ଟା ପର୍ଯ୍ୟନ୍ତ ରହି ଫେରି ଯାଏ ।ଭକ୍ତମାନଙ୍କୁ ଏହି ସାପର କୌଣସି ଭୟ ନ ଥାଏ ।ଏହି ସାପ ଶ୍ରଦ୍ଧାଳୁମାନଙ୍କ କୌଣସି କ୍ଷତି କରି ନ ଥାଏ ।କଥା ଅଛି ଏହି ମନ୍ଦିରରେ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୁଏ ।

ଏହି ମନ୍ଦିରରେନାଗସାପ ପ୍ରବେଶ କରି ସାରିଲା ପରେ କବ୍ଟ ବନ୍ଦ ହେଇଯାଇଥାଏ ।ତଥାପି ନାଗର ଦର୍ଶନ କରିବାପାଇଁ ଲୋକମାନେ ବାହାରେ ଠିଆ ହେଇଥାନ୍ତି ।କଲି ଯୁଗରେ ଏସବୁ ଘଟମା ଘଟୁ ଥିବାରୁ ଆଶ୍ଚର୍ଯ୍ୟ ପ୍ରତି ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।