ମାଳିକାରୁ ମିଳିଳା ପ୍ରମାଣ ! କେଉଁଠି ଜନ୍ମ ନେବେ ମହାଭାରତର ଯୋଦ୍ଧା , ମନରେ ଭକ୍ତିଥିଲେ ନିଶ୍ଚିତ ସେୟାର କରନ୍ତୁ ଏବଂ ଖବରଟି ପଢନ୍ତୁ….

ପ୍ରତ୍ୟେକ ଥର ପରି ଆଜି ଆମେ ମହାପୁରୁଷଙ୍କ ମାଳ ମାଳ ହୋଇ ରଚିତ ହୋଇଥିବା ମାଳିକା ଶାସ୍ତ୍ରକୁ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିଥାଉ । ପ୍ରତ୍ୟେକ ଥର ପରି ଛଅଶହ ବର୍ଷ ତଳେ ଲେଖା ହୋିଥିବା ଆମ ପାଇଁ ଆମ ଭବିଷ୍ୟତ ପାଇଁ ଆଗକୁ ଘଟିବାକୁ ଯାଉଥିବା ନାନାଧିପ୍ରକାର ଘଟଣାକୁ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ମହାପୁରୁଷ ଆଉ ଆପଣ ମାନେ ଏହାକୁ ପଢି ସତର୍କ ହୋଇଚନ୍ତି ।

ତେବେ ମହାପୁରୁ ବିଭିନ୍ନ ଭାବରେ ମାଳିକାକୁ ପ୍ରକାଶ କରିଛନ୍ତି ତେଣୁ ଆଜି ଆମେ ସେହି ମହାଭାରତର ମହାନାୟକ ମାନଙ୍କ କଥା କେଉଁ କେଉଂ ଜାଗାରେ ଜନ୍ମ ନେଇଛନ୍ତି ମହାନାୟକ ମାନେ ସେହି ବିୟରେ ଜାଣିବା ।

ଭୁରିସ୍ରବା ଚୀନ ଦେଶେ ଜନ୍ମ ଲଭିବ କପଟେ ବେଶେ୍ ଲୋ ଯାଇଫୁଲ, ଆଲୋ ଯାଇଫୁଲ । ବୀର ପାଗ ବାନ୍ଧିବ ବରଷେ ଆଲୋ ଯାଇଫୁଲ । ଅର୍ଥାତ ମହାପୁରୁଷ କହୁଛନ୍ତି ଯେ ଭୁରି ସଭା ଚୀନ ଦେଶରେ ଜନ୍ମ ନେବେ ଏବଂ ସେମାନେ କପଟ ବେଶରେ ରହିଥିବେ ଆଉ ଯେତେବେଳେ ଭାରତ ସହିତ କିଏ ଯୁଦ୍ଧ କରିବ ସେତେବେଳେ ଚୀନ ଦେଶରୁ ସେ ଆସି ପହଞ୍ଚିବ ଅର୍ଥାତ ଚୀନରେ ଅଛି କିନ୍ତୁ ଯଦି ଚୀନର ବିପକ୍ଷରେ କିଏ ଯୁଦ୍ଧ କରିବ ସେତେବେଳେ ଚୀର ଭୁରିସଭା ଭାରତ ପକ୍ଷରେ ରହିବ ଅର୍ଥାତ ଚୀନରୁ ଆସି ଭାରତ ପକ୍ଷରେ ରହବି ।

ଅଶ୍ବତ୍ଥମା ଜର୍ମାନୀରେ ଜନ୍ମ ଲଭିଛି ଅତି ଗୁପତରେ ଯାଇଫୁଲ ,ଆଲୋ ଯାଇଫୁଲ , ବୀର ସମର କେତାକୁ ପାରେ ଲୋ ଯାଇଫୁଲ । ଅର୍ଥାତ ଅଶ୍ବତ୍ଥମା ଜର୍ମାନୀରେ ଜନ୍ମ ହୋଇଛନ୍ତି । ତେବେ ସମସ୍ତ ଜ୍ଞାନ କୌଶଳ ଯେଉଁଠି ରହିଛି ଜର୍ମାନୀରେ ସେହି ଜର୍ମାନୀରେ ହିଁ ଅଶ୍ବତ୍ଥମା ବୀର ସମର କରିବା ପାଇଁ ସେହି ଜାଗାରେ ଜନ୍ମ ନେଇଛନ୍ତି ।

ତତ୍ସହିତ ଆମେରିକା ଓ ଲଣ୍ଡନେ ଜନ୍ମିଛନ୍ତି ଭକ୍ତେ ଜନେ ଲୋ ଯାଇଫୁଲ ,ଆଲୋ ଯାଇଫୁଲ । ବେଳେ ଆସିବ ସେ ସେମାନେ ଯାଇଫୁଲ । ଅର୍ଥାତ ଆମେରିକା ଆଉ ଲଣ୍ଡନ ରେ ଅନେକ ଭକ୍ତ ମାନେ ଜନ୍ମ ଲାଭ କରିଛନ୍ତି ଆଉ ତତ୍ସହିତ ବେଳ ଆସିବ ଅର୍ଥାତ କଳି ଶେଷ ସମୟରେ ସେମାନେ ବା ଭାରତ ସହିତ ଯୁଦ୍ଧ କରିବା ସମୟରେ ସେମାନେ ଗୁପ୍ତ ଭାବରେ ଆସିବେ । ପୁଣି କଲମ କରିଛନ୍ତି ଆଭିମନ୍ୟୁ ବାଳବିଲ୍ୟ ବେଲାଳବାଳକୁ ଧରି ସଙ୍ଗରେ ଲୋ ଯାଇଫୁଲ , ଦିନେ କରିବେ ସେ ମହାସମର ଯାଇଫୁଲ ।

ଅର୍ଥାତ ଅଭିମନ୍ୟୁ ଯିଏକି ସପ୍ତରଥୀ ଦ୍ବାରା ବଦ୍ଧ ଅଭିମନ୍ୟୁ ସେ ଜନ୍ମ ନେଇଛନ୍ତି ଲଣ୍ଡନରେ । କହିଲେ ଓଳିଏ ଭାରତ ଯୁଦ୍ଧ ଓଡିଶା ଦେଶରେ ପୁଣି ହୋଇବ ଲୋ ଯାଇଫୁଲ ଯବନ ବାହୀ ଆସିବ ଯାଇଫୁଲ । ଅର୍ଥାତ ଯବାନ ମାନେ ଆସି ସେହି ସମୟରେ ବିଦ୍ରୋହ କରିବେ ଭାରତ ପାଇଁ ଆଉ ତାଙ୍କ ଭିତରେ ଅଭିମନ୍ୟୁ ପୁଣି ଥରେ ଜନ୍ମ ନେଇ ସେମାନଙ୍କ ଭିତରେ ଆସୀି ପ୍ରକଟ ହେବେ ଏବଂ ଭାରତକୁ ରକ୍ଷା କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।