ମାଳିକାର ବଡ ଭବିଷ୍ୟବାଣୀ – ହେ ପ୍ରଭୁ ! କରୋନା ମହାମାରୀ ପରେ ଭୁବନେଶ୍ୱରକୁ ମାଡି ଆସୁଛି ଆଉ ଏକ ବଡ ବିପତ୍ତି, ବିଶ୍ବାସ ନହେଲେ ବି ସତ…..ଜାଣନ୍ତୁ କେବେ ହେବ

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ କହିବୁ , ଯାହାକୁ ମାଳିକାରେ ବର୍ଣ୍ଣିତ ହୋଇ ରହିଛି । ଆମେ ମାନେ ଅନେକ ସମୟରେ ମାଳିକାର କିଛି କଥାକୁ ମାନି ନଥାଉ ମାତ୍ର ଅନେକ ସମୟରେ ଦେଖାଯାଏ କି ମାଳିକାରେ କେତେକ କଥା କୁହାଯାଇଛି ଯାହାକି ଆମ ଜୀବନରେ ନିଶ୍ଚିତ ରୂପରେ ଘଟିଥାଏ , ଯାହା ପରେ ଆମେ ମାନେ ତାହାକୁ ମାନିଥାଉ ।

ଆଜି ଆମେ ଆପଣ ମାନଙ୍କୁ ଦିବାକର ଦାସଙ୍କର ବର୍ଣିତ ମାଳିକାର କିଛି କଥା କହିବୁ , ଯାହାକୁ 600 ବର୍ଷ ତଳେ ଲେଖାଯାଇଛି । ତେବେ ମାଳିକାର ଏହି କିଛି କଥାକୁ ଆମ ମାନଙ୍କୁ ବିଶ୍ୱାସ କରିବାକୁ ପଡିବ ଯାହା ଦ୍ୱାରା ଆମେ ଆମ ଜୀବନର କିଛି ମହତ୍ତ୍ୱପୂର୍ଣ୍ଣ କଥା ସଂପର୍କରେ ସତର୍କ ହୋଇପାରିବା ।

ଆଜି ଆେ ଆପଣ ମାନଙ୍କୁ ମହାପୁରୁଷ ବଳରାମ ଦାସଙ୍କର ବର୍ଣ୍ଣିତ ମାଳିକା ସଂପର୍କରେ କହିବୁ , ଯାହାକୁ ଜାଣିଲେ ଆପଣ ମାନେ ନିଜ ଜୀବନରେ କିଛି କଥା ବିଷୟରେ ସତର୍କ ହୋଇପାରିବେ । ତେବେ ବଳାରାମ ଦାସ ମାଳିକାରେ ବିଶ୍ୱଯୁଦ୍ଧକୁ ନେଇ କରି କିଛି କଥା କହିଛନ୍ତି । ଏହା ବ୍ୟତୀତ କହିଛନ୍ତି କି ମାଘ ମାସ ସପ୍ତମୀ ତିଥି ରାତି ନୁହେଁ ଦିନ ହୋଇଥିବ ଏବଂ ସେ ସମୟରେ ଭୂମିକମ୍ପହେବା ସହିତ ମଧ୍ୟମ ଧରଣର ବର୍ଷା ହେବ ।

ରାଜଧାନୀ ଭୁବନେଶ୍ୱରକୁ ନେଇ ମାଳିକାରେ ବର୍ଣ୍ଣନା କରିଛନ୍ତି କି ସ ରାଜଧାନୀରେ ମହାବିପତ୍ତ ଆସିବ ଏବଂ ଯେଉଁଠାରେ ଭୈରବୀ ଡାକ ଦେବ ଯାହା ଯାଜପୁର ଯାଏ ଶୁଭାଯିବ ଏବଂ ଭଦ୍ରକରେ ଯୁଦ୍ଧ ହେବାର ସମ୍ଭାବନା ଦେଖାଦେବ । ମହାପୁରୁଷଙ୍କର କହିବା ଅନୁସାରେ ଭୁବନେଶ୍ୱରରେ ବିଭିନ୍ନ ପ୍ରକାର ବିପତ୍ତିର ଆଶଙ୍କା ରହିଛି ।

 

ସେହିପରି ସେ ଭଦ୍ରକରେ ମଧ୍ୟ ଅନେକ ବିପତ୍ତି ଦେଖାଦେବ ବୋଲି କହିଛନ୍ତି । ଏହି ସମସ୍ତ ବିପତ୍ତି ସେତେବେଳେ ଦେଖାଦେବ ଯେଉଁ ସମୟରେ ଯାଜପୁର ଏବଂ ଭଦ୍ରକରେ ଯୁଦ୍ଧ ହେବାର ସମ୍ଭାବନା ରହିଥିବ । ତେବେ ଏଥିରୁ ଜଣାପଡୁଛି କି ଯାଜପୁର ଏବଂ ଭଦ୍ରକରେ କିଛି ଯୁଦ୍ଧହେବ ଯାହା ପ୍ରଭାବ ଭୁବନେସ୍ୱର ଉପରେ ପଡିବ ଏବଂ ଯେଉଁଠାରେ ମହାବିପତ୍ତି ଦେଖାଦେବ । ତେବେ ଏହିପରି କିଛି ଭବିଷ୍ୟତ ବାଣୀ ସେ ତାଙ୍କର ମାଳିକାରେ ବର୍ଣ୍ଣନା କରିଛନ୍ତି ।

ତେବେ ଆପଣ ମାନେ ଏହି କଥା ଶୁଣି ଡରିବା ଉଚିତ ନୁହେଁ ମାତ୍ର ଏହା ଶୁଣି ଆପଣ ମାନେ ନିଜର ଆଗାମୀ ଭବିଷ୍ୟତ ପ୍ରତି ସତର୍କ ହେବା ନିତାନ୍ତ ଆବଶ୍ୟକ । କି ଏହିପରି କିଛି ଘଟଣା ଆଗକୁ ଘଟିପାରେ ଯାହା ଦ୍ୱାରା ଆପଣ ମାନେ ଟିକେ ସତର୍କ ହୋଇପାରିବେ । ତେଣୁ ଆପଣ ମାନେ ସର୍ବଦା ସାବଧାନ ରୁହନ୍ତୁ ଏବଂ ଭଗବାନଙ୍କର ପ୍ରର୍ଥନା କରନ୍ତୁ ।