ମାଳିକା ଦେଲା ଭବିଷ୍ୟତବାଣୀ ! କଟକ ବାସୀ ଙ୍କୁ ମାଳିକାର ଭୟଙ୍କର ଚେତାବନୀ ଏଥର ଯୁଦ୍ଧ ଫାଇନାଲ ! ଦୟାକରି ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ …

ପ୍ରତ୍ୟେକ ଥରି ମହାପୁରୁଷଙ୍କର ମାଳିକା ଶାସ୍ତ୍ରକୁ ଆମେ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିଥାଉ । ଛଅ ଶହ ବର୍ଷ ତଳେ ମହାପୁରୁଷ ଯାହା ଆମ ପାଇଁ ରଚନା କରି ଯାଇଥିଲେ ହେ କଳିହତ ମଣିଷ ସତର୍କ ହୋଇଯାଅ କାହିଁକି ନାଁ ଏହି ସବୁ ଜିନିଷ ତମ ପାଇଁ ଅଛି, ଯାହା ଘଟିବ ଆଗକୁ ବୋଲି କହିଥିଲେ ମହାପୁରୁଷ । ଅନ୍ୟାୟ ପଥରେ ଯେମିତି ଯିବ ସେମିତି ଫଳ ଭୋଗିବାକୁ ପଡିବ ସେଥିପାଇଁ ମହାପୁରୁଷ ମାଳିକା ଶାସ୍ତ୍ର ଦ୍ବାରା କରିଛନ୍ତି ଆମ ମାନଙ୍କୁ ସତର୍କ । ମାଳିକା କାହାକୁ ଭୟଭୀତ କରିବା ପାଇଂ ନୁହେଁ କିମ୍ବା କାହାକୁ ଆଘାତ କରିବା ପାଇଁ ବରଂ ଏହା ଆମ ମାନଙ୍କର ଭଗବାନଙ୍କ ପ୍ରତି ଭକ୍ତି ଭାବ ଉତ୍ପନ୍ନ କରିବା ସହିତ ଅନ୍ୟାୟ ପଥରୁ ଓହରି ଯିବା ପାଇଁ ।

ତେବେ ଆଜି ଆମେ ମାଳିକାର ଏମିତି ଏକ ପଦକୁ ନେଇଛୁ ଯେଉଁ ପଦ ଆପଣ ମାନେ ଶୁଣିଥିବେ ଓଡିଶା ଭିତରେ ଅନେକ ସ୍ଥାନ ଅଛି ଯେଉଁଠି ଯୁଦ୍ଧ୍ୟହେବା କଥା ମହାପୁରୁଷ ଲେଖିଥିଲେ ।

ତେବେ ସେହି ସ୍ଥାନ କେଉଁଠି ,କେଉଁ ଜାଗାରେ ଯୁଦ୍ଧ ହେବ ଅର୍ଥାତ ଯେଉଁ ମହାଭାରତରୁ ଓଳିଏ ଯୁଦ୍ଧ କେଉଂଠାରେ ସଂମ୍ପର୍ଣ୍ଣ ହେବ ଚାଲନ୍ତୁ ଜାଣିବା । କହିଲେ – ଓଡିଶାରେ ଯୁଦ୍ଧ ସ୍ଥାନ କଟକ ରୁ ଚୌଦ୍ବାରଟି ଜାଣ ଲୋ ଯାଇଫୁଲ,ଆଲୋ ଯାଇଫୁଲ ।ତହିଁ ବୋହିବ ରକତ ପୁଣ ଆଲୋ ଯାଇଫୁଲ ।

ଅର୍ଥାତ ମହାପୁରୁଷ କହୁଛନ୍ତି ଓଡିଶାର ଯେଉଁ ଯୁଦ୍ଧ ସ୍ଥାନ ହେଉଛି କଟକ ଠାରୁ ଚୌଦ୍ବାରା ପର୍ଯ୍ୟନ୍ତ ,ତେବେ ସେହି ଠାରୁ ହିଁ ଯୁଦ୍ଧ ଉତ୍ପତି ସ୍ଥଳ ହେବ । ଆଉ ସେଠାରୁ ରକ୍ତ ବୋହିବ ଏମିତି ମହାଭାରତର ଓଳିଏ ଯୁଦ୍ଧ ଯେଉଁ ପୂରଣ ହେବ ତାହା ରକ୍ତର ସୂଅ ଭସାଇ ଦେବ ।

ଯୋବରା ଠାରୁ ଜଟଣି ଏହା ମଧ୍ୟ ଗୋଳ ହୋଇବ ପୁଣି ଲୋ ଯାଇଫୁଲ,ଆଲୋ ଯାଇଫୁଲ । ସେହି ଦୈତ୍ୟ ଭାଙ୍ଗିବେ ଧରଣୀ ଯାଇଫୁଲ । ଅର୍ଥାତ କହୁଛନ୍ତି ଦୁଷ୍ଟମାନେ ଏମିତି ମାତିବେ ସଂମ୍ପୂର୍ଣ୍ଣ ପୃଥିବୀକୁ ଦ୍ବିଖଣ୍ଡ କରିଲା ଭଳି ଯୁଦ୍ଧ ଚାଲିବ । ଆଉ ଯୋବରା ଠାରୁ ଜଟଣି ପର୍ଯ୍ୟନ୍ତ ଯୁଦ୍ଧର ସ୍ଥଳି ହେବ ,ଗୋଳ ହୋଇବ ନାନଧି ପ୍ରକାର ଲୋକଙ୍କ ମୃତ୍ୟୁ ହେବ ।ବେଳେବେଳେ ଆପଣ ମାନେ ଦେଖୁଥିବେ ମଣିଷ ଯାହା ପାଇଁ ଯୁଦ୍ଧ କରେ ସେ ଲୋକ କେବେ ପିଠିରେ ପଡେନି ବରଂ ଆମ ପିଲାଛୁଆ ତଥା ଘର ଭାସିଯାଏ ।

ସେ ରାଜନୈତିକ ଶତୃତା ହେଉ କିମ୍ବା ଯେ କୌଣସି ଶତୃତା ହେଉ ଆପଣ ମାନଙ୍କୁ କହି ରଖିବା ପାଇଂ ଚାହିଁବୁ ଆପଣ ଯାହାକୁ ଲିଡର ଭାବୁଛନ୍ତି ଭାବନ୍ତୁ ଏଥିରେ ଦୁଃଖ ନାହିଁ କିନ୍ତୁ ଆପଣ ତାଙ୍କ ପାଇଁ କିଛି କରିଲା ବେଳକୁ ବା ଆଗକୁ ବାହାରିବେ କିନ୍ତୁ ଯେତେବେଳେ ଆପଣଙ୍କ ହାତଗୋଡ କଟିଯିବ ସେତେବେଳେ କେବଳ ଆପଣଙ୍କ ପରିବାର ଏବଂ ନିଜେ ଆପଣ ଦୁଃଖ ଭୋଗିବେ କିନ୍ତୁ ସେ ଲୋକ ନୁହେଁ ଯାହା ପାଇଁ ଆପଣଙ୍କର ଏପରି ପରସ୍ଥିତି ହୋଇଥିବ ।

ତେଣୁ ସତର୍କ ରହିବେ କାହିଁକି ନାଁ ଏହା ହେଉଛି କଳି ଯୁଗ ଏଠି କେହି କାହାର ନୁହଁନ୍ତି ସମସ୍ତେ ସମସ୍ତଙ୍କର ସ୍ବାର୍ଥରେ ରହିଥାନ୍ତି ,ସ୍ବାର୍ଥ ସରିଗଲେ କେହି କାହାର ନୁହଁନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।