ମହିଳାମାନେ ଏହି ଦିନ ଧୁଅନ୍ତୁନାହିଁ ନିଜର ( ବାଳ ) ଘରକୁ ଆସିବ ଦରିଦ୍ରତା ! ଆପଣ ଏହି ଭୁଲ କରୁଛନ୍ତି କି ? ତେବେ ପୋଷ୍ଟଟି ନିଶ୍ଚିତ ପଢନ୍ତୁ….

ମହିଳାମାନଙ୍କୁ ଏହି ଦିନ ନିଜର ବାଳ ନ ଧୁଇବା ଉଚିତ୍ । ଭାରତରେ ଏମିତି କିଛି ପ୍ରାଚୀନ ଧାରଣା ପ୍ରଚଳିତ ଅଛି ଯାହାର ସମ୍ବନ୍ଧ ପ୍ରାଚୀନ ହିନ୍ଦୁ ଗ୍ରନ୍ଥ ସହିତ ଅଛି ।ଏହି ପରମ୍ପରା ଅନୁସାରେ ଏମିତି କିଛି କାର୍ଯ୍ୟ ଅଛି , ଯାହାକୁ କରିବାକୁ ବର୍ଜିତ କରାଯାଇଛି ।କାହିଁକି ନା ଆମ ଧର୍ମରେ ପ୍ରତ୍ୟେକ ଦିନର ଅଲଗା ହିଁ ମହତ୍ତ୍ୱ ରହିଥାଏ ।ଏହି ଦିନ ମାନଙ୍କର ମହତ୍ତ୍ୱ ଗ୍ରହମାନଙ୍କ ସହିତ ଯୋଡାହୋଇଥାଏ ।

ଏହି ପ୍ରକାରରେ ଦେବତା ମାନଙ୍କର ଆୟୁ ଲମ୍ବା ହୋଇଥାଏ ଏବଂ ମଣିଷମାନଙ୍କର ଆୟୁ କମ୍ ହେଇଥାଏ ।ଏହି ପ୍ରକାରେ ସୃଷ୍ଟିର ସଞ୍ଚାଳନ ଚାଲିଥାଏ ।ତାହା ସହିତ ଆମ ଶାସ୍ତ୍ରରେ କେଉଁ ଦିନ କେଉଁ କାର୍ଯ୍ୟ କରିବା ଉଚିତ୍,ଏହା ବିଷୟରେ ମହତ୍ତ୍ୱପୂର୍ଣ୍ଣ କଥା କୁହାଯାଇଥାଏ ।

ଏଥି ପାଇଁ ଆଜି ଆମେ କହିବାକୁ ଯାଉଛୁ ଯେ ମହିଳା ମାନେ କେଉଁଦିନ ନିଜର ବାଳ ଧୋଇବା ଉଚିତ୍ କି ଉଚିତ୍ ନୁହେଁ ।କେଉଁ ବ୍ରତ କରିବା ସମୟରେ ବି ଧ୍ୟାନ ରଖିବା ଉଚିତ୍ ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବାଳ କାଟିବା,ସେଭିଙ୍ଗ୍ ହେବା, ନଖ କାଟିବା ଆଦି ଅଶୁଭ ମାନା ଯାଇଥାଏ ।ଏହା ଦ୍ୱାରା ପୁତ୍ର ଉପରେ ସଙ୍କଟ ଆସିଥାଏ ।

ଆମ ହିନ୍ଦୁ ପଞ୍ଚାଙ୍କ ଅନୁସାରେ ଅମାବସ୍ୟା,ଏକାଦଶୀ, ପୂର୍ଣ୍ଣୀମା ତିଥିରେ ଚନ୍ଦ୍ରମା ଉଚ୍ଚସ୍ଥିତିରେ ରହିଥାଏ , ନୀଚ ସ୍ଥିତିରେ ରହିଥାଏ, ଏହି ପରିସ୍ଥିତିରେ ଯଦି ସୁହାଗିନୀ ମହିଳା ନିଜର ବାଳ ଧୋଇଥାଏ ତ ନିଜକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ଏବଂ ଏହାର ପରିଣାମ ନିଜକୁ ସ୍ୱୟଂ ଭୋଗୀବାକୁ ପଡିଥାଏ ।ତାଙ୍କର ଘରପରିବାରରେ ଅଶୀନ୍ତି ସୃଷ୍ଟି ହୁଏ ।ସୋମବାର ଦିନ ସୁହାଗିନୀ ସ୍ତ୍ରୀମାନେ ନିଜର ବାଳକୁ ଧୋଇପାରିବେ ।

ଯଦି ସୁହାଗିନୀ ସୋମବାର ଦିନ ବ୍ରତ ରଖିଥାଏ ତ ବାଳ ନ ଧୋଇବା ଉଚିତ୍ । ସୁହାଗିନୀ ସ୍ତ୍ରୀର ଛୁଆର ଜନ୍ମ ବାର ଯଦି ସୋମବାର ହୋଇଥାଏ ତେବେ ସେଦିନ ବାଳ ନ ଧୋଇବା ଉଚିତ୍ । କାହିଁକି ନା ଏମିତି କରିବା ଦ୍ୱାରା ତାଙ୍କ ପିଲାର ଅମଙ୍ଗଳ ହେଇପାରେ ।ଏଥିପାଇଁ ଯଦି ଆପଣଙ୍କ ପିଲାର ଜନ୍ମ ସୋମବାର ଦିନ ହୋଇଥାଏ ତେବେ ସେଦିନ ମୁଣ୍ଡ ନ ଧୋଇବା ଉଚିତ୍ ।ସୁହାଗିନୀ ସ୍ତ୍ରୀ ମାନେ ମଙ୍ଗଳବାର ଦିନ ମୁଣ୍ଡ ଧୋଇବା ଅନୁିଚିତ୍ ।

ଏହି ଦିନ ବାଳ ଧୋଇବା ଦ୍ୱାରା ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।ତାହା ସହିତ ବୈବାହିକ ଜୀବନରେ ସମସ୍ୟା ଉତ୍ପନ୍ନ ହେଇପାରେ ।ଯଦି ମଙ୍ଗଳବାର ଦିନ ମୁଣ୍ଡ ଧୋଇବାକୁ ପଡିଥାଏ, ତେବେ ଏହାର ଦୋଶରୁ ବଞ୍ଚିବା ପାଇଁ ଅଁଳାର ପେଷ୍ଟକୁ ମୁଣ୍ଡରେ ଲଗେଇ ଧୋଇପାରିବେ ।

ବୁଧବାର ଦିନ ସୁହାଗିନୀ ମହିଳାମାନେ ବାଳ ଧୋଇପାରିବେ ।ଯଦି ସ୍ତ୍ରୀର ଛୋଟ ଭାଇ ଅଛି ତେବେ ତାଙ୍କୁ ବୁଧବାର ଦିନ ବାଳ ନ ଧୋଇବା ଉଚିତ୍ । କାହିଁକି ନା ଏହି ଦିନ ବାଳ ଧୋଇବାର ଦୋଷ ଛୋଟ ଭାଇଙ୍କୁ ଲାଗିଥାଏ ।ଏଥିରୁ ବଞ୍ଚିବା ପାଇଁ ଆପଣ ବୁଧବାରର ସ୍ୱାମୀ ଶ୍ରୀ ଗଣେଷ ଙ୍କୁ ଆରାଧୋନା କରିବା ଉଚିତ୍ ।ଗୁରୁବାର ଦିନ ସୁହାଗିନୀ ନୀରୀ ଏବଂ ପୁରୁଷଙ୍କୁ ମଧ୍ୟ ବାଳ ନ ଧୋଇବା ଉଚିତ୍ ।ଏହି ଦିନ ବି ଘରେ ପୋଛା ନ ଲଗାଇବା ଉଚିତ୍ ।

ଏମିତି ମାନାଯାଇଥଏ କି ଶନିବାର, ମଙ୍ଗଳବାର ଓ ଘୁରୁବାର ଦିନ ଗ୍ରହ ନକ୍ଷତ୍ରମାନଙ୍କ ଦିଶା ତଥା ଅନନ୍ତ ବ୍ରହ୍ମାଣ୍ଡରୁ ଆସୁଥିବା ସୁକ୍ଷ୍ମ କ୍ଷତିକାରକ କିରଣ ମନୁଷ୍ୟ ମସ୍ତିଷ୍କ ଉପରେ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରଭାବ ପକାଇଥାଏ ।ଏହା ସ୍ପଷ୍ଟ ଯେ ମଣିଷର ଆଙ୍ଗୁଳିର ଅଗ୍ରଭାଗ ଅଧିକ ସମ୍ବେଦନ ଶୀଳ ହୋଇଥାଏ । ନଖ ଓ ଭାଳ ଦ୍ୱାରା ଏହାର ସୁରକ୍ଷା ହୋଇଥାଏ ।ଏଥିପାଇଁ ଏହିସବୁ ସମୟରେ କାଟିବା ଅନୁଚିତ୍ ହୋଇଥାଏ ।ତେଣୁ ସୋମବାର,ବୁଧବାର ଓ ଗୁରୁବାର କୁ ବାଳ ନ ଧୋଇବା ଅନୁଚିତ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।