ମଦରେ ଧୋଇଲା ବହୁ ଲକ୍ଷ୍ମୀ ପୁରାଣ Best Scene… ମାତ୍ର ଗୋଟିଏ ଦିନରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଗୁଡିକ ବିଷୟରେ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଭାଇରାଲ ହେଉଛି ଯାତ୍ରା ଜଗତ ର ଏକ ଦମଦାର ଅଭିନୟ ର ଯାଦୁ | ଆଉ ଯାହା ସମସ୍ତଙ୍କ ବେଶ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି | ଆଉ ଯାହା ଜଣା ପଡିଛି କି ଯାତ୍ରା ଜଗତରେ ଚଞ୍ଚଲ୍ୟ ରଚି ଛନ୍ତି ଯାତ୍ରା କଳାକାର ଟିକିନା |

ଆଉ ତାଙ୍କର ଅଭିନୟ ରେ ସମସ୍ତଙ୍କ ମୁଗ୍ଧ କରାଇଛନ୍ତି | ଆଉ ଯେଉଁଠି କୁହାଯାଉଛି କି ଆଜିର ସମାଜର ଓଡ଼ିଆ ବୋହୂ ମାନଙ୍କର ଯେଉଁ ଭଳି ଭାବରେ ଚାଲି ଚଳନ ଆଚାର ଓ ବ୍ୟବହାର ର ପରିବର୍ତନ ଆସୁଛି ଦିନକୁ ଦିନକୁ ସେ ବିଷୟରେ କୁହାଯାଇଛି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ଯାତ୍ରା ର ସେହି ସିନ ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଦେଖିବାକୁ ମିଳିଛି କି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ହେଉଛି ଇଷ୍ଟର୍ଣ୍ଣ ଅପେରା ର ଏକ ପାର୍ଟ ଅଟେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଆଜିର ବୋହୂ ମାନଙ୍କର ପ୍ରକୃତି ବିଷୟରେ |

ଆଉ କେମିତି ଆଜି କାଲି ର ବୋହୂ ମାନେ ଓଡିଶା ର ସଂସ୍କୃତି ଓ ପରମ୍ପରା କୁ ମାନୁଛନ୍ତି ତାହା ବିଷୟରେ ଅଭିନୟ ମାଧ୍ୟମରେ କୁହାଯାଇଛି | ତେବେ ଆଗରୁ ଲୋକ ମାନେ ମାଣବସା ଗୁରୁବାରରେ ଲକ୍ଷ୍ମୀ ଙ୍କର ପୂଜା ଅର୍ଚନା କରୁଥିଲେ ଭକ୍ତି ର ସହିତ | ତେବେ ଆଜିର ଆଧୁନିକ ଯୁଗ ରେ ସେ ସବୁର ପରିବର୍ତ୍ତନ ଦିନକୁ ଦିନ ଘଟିବାକୁ ଲାଗିଛି |


ଆଉ ଏଠାରେ ଦେଖିବାକୁ ମିଳିଛି ଇଷ୍ଟର୍ଣ୍ଣ ଅପେରା ର ଅଭିନୟ ମାଧ୍ୟମରେ କି ବୋହୂ ଜଣଙ୍କ ମାଣବସା ଗୁରୁବାର ରେ ଲକ୍ଷ୍ମୀ ପୁରାଣ ଆଉ ପଡ଼ୁନି କି ଲକ୍ଷ୍ମୀ ଙ୍କର ପୂଜା ମଧ୍ୟ କରୁନାହିଁ | ତାହା ସହିତ ଦେଖା ଯାଇଛି କି ବୋହୂ ଜଣଙ୍କ ମଦ ରେ ଲକ୍ଷ୍ମୀ ପୁରାଣ କୁ ଧୋଇବାକୁ ଲାଗିଛନ୍ତି |. ଆଉ ଯାହା ଫଳରେ ଜାଣି ହେଉଛି କି କେଉଁ ଭଳି ଭାବରେ ଆମର ଆଜିର ସମାଜ ଦିନକୁ ଦିନ ତଳକୁ ଯିବାକୁ ଲାଗିଛି | ଆଉ ଓଡିଶା ରେ ଥିବା ସଂସ୍କୃତି ଆଉ ପରମ୍ପରା କୁ ଭୁଲି ବାକୁ ଲାଗିଛନ୍ତି |

ଆଉ ଏହି ଇଷ୍ଟର୍ଣ୍ଣ ଅପେରା ମଞ୍ଚରେ ଆଜିର ନାରୀ ମାନଙ୍କର ପ୍ରକୃତି ରେ କଣ ସବୁ ପରିବର୍ତ୍ତନ ଘଟି ବାକୁ ଯାଉଛି ଦିନ କୁ ଦିନ ସେ ବିଷୟରେ ଅଭିନୟ ମାଧ୍ୟମରେ ବୁଝାଇବାକୁ ଲାଗିଛନ୍ତି ଯାତ୍ରା କଳାକାର ଜଣଙ୍କ | ଆଉ ଟିକିନା ଯିଏ କି ତାଙ୍କୁ ଏହି ସବୁ କାମ କରିବା ପାଇଁ ମନା କରିଛନ୍ତି ଆଉ ଓଡ଼ିଆ ମାନଙ୍କର ସଂସ୍କୃତି ଅନୁସାରେ ମାଣ ବସା କରିବା ପାଇଁ କହୁଛନ୍ତି | ଆଉ ତାଙ୍କର ଏହିଭଳି ଅଭିନୟ ଦର୍ଶକ ମାନଙ୍କର ମନକୁ ମଧ୍ୟ ଛୁଇଁଛି ଯାହା ଏବେ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |