ମ୍ୟାଡମ୍ କହିଲେ ‘ତୋ ରଙ୍ଗ ଛଡେଇ ଦେବି ‘ ୧୦୦ ଟଙ୍କା ଦେଇ କହିଲେ ୨୦୦ ଦେଇଛି…ଆଉ ତା ପରେ ଯାହା କହିଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ…ଭଲ କରି ଭିଡିଓ ଦେଖନ୍ତୁ

ରୋଡ଼ ଉପରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ | ଏକ ଯୁବତୀ ଓ ଅଟୋ ଡ୍ରାଇଭର ଙ୍କ ଭିତରେ ଲାଗି ରହିଛି ଯୁକ୍ତି ତର୍କ ଯାହାକି ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି | ଯୁବତୀ ଓ ଅଟୋ ଡ୍ରାଇଭର କେହି କାହାକୁ ମଧ୍ୟ କମ ନୁହନ୍ତି, ଆଉ ଦୁଇ ଜଣଙ୍କର କାହାଣୀ ମଧ୍ୟ ଅଲଗା ପ୍ରକାରର |

ତେବେ ସେହି ଭିଡ଼ିଓ ଟିରେ ଦେଖିବାକୁ ମିଳି ଥିଲା ଯେ ବିଚ ରାସ୍ତା ଉପରେ ମହିଳା ଜଣଙ୍କ ଅଟୋ ଡ୍ରାଇଭର କୁ କହିଲେ ଯେ ତୋ ରଙ୍ଗ ଛଡେଇ ଦେବି, ଆଉ ଏହାକୁ ଶୁଣି ଅଟୋ ଡ୍ରାଇଭର ଜଣଙ୍କ ରାଗ ରେ ତମ ତମ ହୋଇ କହିଲେ ଯେ ମୁଁ ତତେ ରେପ କରି ଦେବି |

ତେବେ ଏହି ଦୃଶ୍ୟ ରାଜଧାନୀ ର ରାଜ ରାସ୍ତା ରେ ଦେଖିବା ପାଇଁ ମିଳି ଥିଲା | ତେବେ ଦୁଇ ଜଣଙ୍କ ମଧ୍ୟରେ ଏତେ ମାତ୍ରା ରେ ଝଗଡା ହୋଇ ଯାଇ ଥିଲା ଯେ ସେଠାରେ ଅନେକ ଲୋକ ଗହଳି ମଧ୍ୟ କରି ଥିଲେ ଏବଂ ଶେଷରେ ଟ୍ରାଫିକ ପୋଲିସ ସେଠାକୁ ଆସି ଘଟଣା ସମ୍ପର୍କ ରେ ପଚାରି ଥିଲେ | ତେବେ ଏହା ପରେ ଟ୍ରାଫିକ ପୋଲିସ ଦୁଇ ଜଣଙ୍କୁ ଥାନା କୁ ନେଇ ଯାଇ ଥିଲେ ଏବଂ ଉଭୟ ଶେଷରେ ନିଜ ଭୁଲ କୁ ବୁଝି ପାରି ଥିଲେ କିନ୍ତୁ ସେତେବେଳ କୁ ଘଟଣା ବହୁତ ଆଗକୁ ବଢ଼ି ସାରି ଥିଲା |


ସୂଚନା ଅନୁଯାଇ ଦିନ 11 ଟା ସମୟ ରେ ମାଷ୍ଟର କ୍ୟାଣ୍ଟିନ ରେ ଜଣେ ଯୁବତୀ ଅଟୋ ଡ୍ରାଇଭର ଙ୍କୁ ମାଡ଼ ମାରୁ ଥିବାର ଭିଡ଼ିଓ ମୋବାଇଲ ରେ କଏଦ ହୋଇ ଥିଲା | ଆଉ ଯୁବତୀ ଙ୍କ କହିବା କଥା ଥିଲା ଯେ ଅଟୋ ଡ୍ରାଇଭର ଜଣଙ୍କ ତାଙ୍କୁ ଦୁର୍ବ୍ୟବହାର କରି ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିଛନ୍ତି | ଏହା ସହିତ ତାଙ୍କୁ ରେପ କରି ଦେବେ ବୋଲି ମଧ୍ୟ ଧମକ ଦେଇ ଥିଲେ ଏବଂ ଏହାକୁ ଡ୍ରାଇଭର ଜଣଙ୍କ ମାନିଛନ୍ତି ମଧ୍ୟ |

ତେବେ ଅଟୋ ଡ୍ରାଇଭର ଜଣଙ୍କ କହିବା ଅନୁଯାଇ ଯୁବତୀ ଜଣଙ୍କ ତାଙ୍କୁ ଅଟୋ ରେ ବସି ଦୁର୍ବ୍ୟବହାର କରି ଥିଲେ ଏବଂ 100 ଟଙ୍କା ଦେଇ 200 ଟଙ୍କା ଦେଇଛନ୍ତି ବୋଲି ମିଛ କହୁଛନ୍ତି |

ପୁଣି ଏହା ସହିତ ମାରି ଦେବେ ବୋଲି ମଧ୍ୟ କହିଛନ୍ତି ଯାହା ଫଳରେ ଡ୍ରାଇଭର ଜଣଙ୍କ ଉତକ୍ଷିପ୍ତ ହୋଇ ଏଭଳି ଭାବରେ କହି ଥିଲେ ବୋଲି ମାନି ଥିଲେ | ତେବେ ଥାନା ରେ ଦୁଇ ଜଣଙ୍କ ନାଁ ରେ ଏକ ଏତଲା ଦିଆ ଯାଇ ଥିଲା, ଏହା ସହିତ ପୋଲିସ ଉଭୟ ଙ୍କୁ ପଚରା ଉଚରା କରି ତଦନ୍ତ ଆରମ୍ଭ କରି ଥିଲା | ତେବେ ଉଭୟ ଙ୍କର ଭୁଲ ରହିଛି ବୋଲି ଯାହା ଭିଡ଼ିଓ ମାଧ୍ୟମ ରୁ ହିଁ ଜଣା ପଡୁଛି |