ସରକାର ଆଣିଲେ ଅଜବ ନିଷ୍ପତି ! ଏଣିକି 2 ମାସ ମାଛ ଖାଇବା ମନା ,ସରକାର ଏପରି ଏକ ପ୍ରତିବନ୍ଧକ ଲଗାଇଥନ୍ତି ! ଆପଣ ଙ୍କ ମତରେ ଏହି ନିୟମ କଣ ଠିକ୍ କି ? କମେଣ୍ଟ କରି ଜଣାନ୍ତୁ..

ମାଛ କିଣିବା ଏବଂ ଖାଇବା ଉପରେ ଲାଗିଲା ପ୍ରତିବନ୍ଧକ , 2 ମାସର ପ୍ରତିବନ୍ଧକ ଲଗାଇଲେ କେରଳ ସରକାର । ସମୁଦ୍ରରୁ ମାଛ ନଧରିବା ପାଇଁ କରାଗଲା ନିବେଦନ । ମାଛ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର ଏପିରିକ 2 ସପ୍ତାହ ପର୍ଯ୍ୟନ୍ତ ମାଛ କିଣିବା ଏବଂ ଖାଇବା ଉପରେ ସରକାର ଲଗାଇଲେ ପ୍ରତିବନ୍ଧକ । ସମୁଦ୍ର ମଧ୍ୟକୁ ଏକ କମ୍ପାନୀର ଫର୍ସିନସ ତୈଳ ମାଡିଯାଇଥିବାରୁ ମାଛ ଖାଇବା ହାନିକାରକ ସାବ୍ୟସ୍ତ ହୋଇପାରେ । ତେଣୁ ଲୋକମାନଙ୍କର ସୁରକ୍ଷାକୁ ଆଖି ଆଗରେ ରଖି କେରଳ ସରକାର ଏପରି ଏକ ପ୍ରତିବନ୍ଧକ ଲଗାଇଥନ୍ତି ।

ଆମେ ଆପଣ ମାନଙ୍କୁ କହିଦେଉଛୁ କି ଏହା କେବଳ କେରଳ ସରକାର ଲାଗୁ କରିଛନ୍ତି ଅନ୍ୟ କୌଣସି ରାଜ୍ୟ ପାଇଁ ଏହି ନିୟମ ଲାଗୁ କରାଯାଇନାହିଁ । ସମୁଦ୍ର ମଧ୍ୟକୁ ଫରନେସ ତୈଳ ମାଡି ଯାଇଥିବାରୁ କେରଳ ସରକାର ଏହି ନିୟମ ଲାଗୁ କରିଛନ୍ତି । ଥିରୁଅନନ୍ତପୁରମ ଏବଂ କୋଲା ବାସୀଙ୍କୁ ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ମାଛ ନକିଣିବାକୁ ଚେତାଇ ଦେଇଛି ପ୍ରଶାସନ ।

ମିଳିଥିବା ସୂଚନା ମୁତାବକ ଟିଟାନିଆସରେ ଫରନେସ ପାଇପ ଫାଟିଯିବାରୁ ଏହା ସମୁଦ୍ରର 2 ରୁ 3 କିମି ପର୍ଯ୍ୟନ୍ତ ମାଡି ଯାଇଥିବାର ସୂଚନା ମିଳିଛି । 5000 ଲିଟର ତୈଳ ସମୁଦ୍ର ମଧ୍ୟକୁ ଚାଲିଯାଇଥିବାରୁ ଅନେକ ମାଛ ମରି ପଡିଥିବା ବେଳେ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ମାଛ ଧରା ବନ୍ଦ ରହିବ ବୋଲି ସ୍ଥାନୀୟ ପ୍ରଶାସନର ଜମେ ବରିଷ୍ଟ ଅଧିକାରୀ କହିଛନ୍ତି ।


ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହା ଏହା କି କେରଳରୁ ଅନ୍ୟ ରାଜ୍ୟକୁ ମଧ୍ୟ ମାଛ ରପ୍ତାନୀ ହୁଏ ତେଣୁ ପ୍ରାଶାସନ ତାହା ଉପରେ ମଧ୍ୟ କଟକଣା ଲାଗୁ କରିଛି । କାରଣ ଏହି ବିଷାକ୍ତ ତେଲ ଦ୍ୱାରା ଅନେକ ମାଛ ପାଣିରେ ପଡି ଭାସୁଥିବାର ଦେଖିବାକୁ ମିଳିଛି । ଯଦି ଏହି ମାଛକୁ କୌଣସି ବ୍ୟକ୍ତି ଖାଆନ୍ତି ତେବେ ତାହାର ସ୍ୱାସ୍ଥ୍ୟରେ ଅନେକ ସମସ୍ୟା ଦେଖାଦେବ । ତେଣୁ ଲୋକମାନଙ୍କର ହିତ ପାଇଁ ସରକାର ଏପରି ଏକ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହା ସହ ଘଟମା ଉପରେ କଡା ନଜର ରଖିବାକୁ ପ୍ରଶାସନ ପୋଲିସ ଅଧିକାରୀକୁ କଡା ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଯେମିତି ମାଛକୁ ଚୋରା ଚାଲାଣ କରାନଯାଏ ସେପାଇଁ ମଧ୍ୟ ରଖାଯାଇଛି । ଏହା ସହ ମାଛ ଧରା ବନ୍ଦ ରହିଥିବା ବେଳେ ମତ୍ସଜୀବି ମାନଙ୍କୁ କ୍ଷତି ପୂରଣ ଦେବେ ବୋଲି ମଧ୍ୟ କହିଛନ୍ତି ।

ମାଛ ବ୍ୟବସାୟୀ ମାନେ କହିଛନ୍ତି କି ଅନେକ ତେଲ ସମୁଦ୍ର ମଧ୍ୟରେ ପଶିଯାଇଛି , ତେଣୁ ମାଛ ଧରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେରଳ ସରକାର । ମାତ୍ର ଦୁଇ ମାସ ଏହା ବନ୍ଦ ରହିଗଲେ ଆମର ପରିବାର ଚଳିବା କଷ୍ଟକର ହୋଇପଡିବ . ତେବେ ସହାୟତା ଦେବେ ବୋଲି ସରକାର ଘୋଷମା କରିଛନ୍ତି ତେବେ ଏହାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।