ମହାଦେବୀ ସିରିଏଲରେ କାମ କରୁଥିବା ପ୍ରତ୍ୟେକ କଲାକାର ସୁଟିଂ ସେଟରେ କାଟିଲେ କେକ , ! ଭି଼ଡିଓ ହେଉଛି ସୋସିଆଲ ମିଡିଆରେ ଭାଇରାଲ…..
ଆଜି ଆମେ ଆପଣ ମାନଙ୍କୁ ଆପଣଙ୍କର ଏକ ପ୍ରିୟ ଧାରାବାହିକ ବିଷୟରେ କହିବୁ ଯେଉଁଥିରେ କାମ କରୁଥିବା ସମସ୍ତ ବ୍ୟକ୍ତି ଖୁସିରେ ସେଲିବ୍ରେଟ କରୁଛନ୍ତି ଏପରିକି ସେମାନେ କେକ ମଧ୍ୟ କାଟୁଛନ୍ତି । ତେବେ ଘଟଣାଟି ଏପରି ହୋଇଛି କି ସେ ଧାରାବାହିକକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ଶେଷରେ ତାର 100 ଏପିସୋଡ ପୂରଣ ହୋଇପାରିଛି । ଯେଉଁଥିରେ କି ସେହି ଧାରାବାହିକର ପ୍ରତ୍ୟେକ ବ୍ୟକ୍ତି ମାନେ ବହୁତ ଆନନ୍ଦ ସହିତ ନିଜର ଉନ୍ନତି ପାଇଁ ଖୁସି ଅଛନ୍ତି ଯେଉଁଥିପାଇଁ କି କେକ କାଟୁଛନ୍ତି ।
ଆପଣ ମାନେ ତ ନିଶ୍ଚିତ ରୂପରେ ଜି ସାର୍ଥକରେ ପ୍ରସାରିତ ହୋଉଥିବା ମହାଦେବୀ ଧାରାବାହିକ ନିସ୍ଚିତ ରୂପରେ ଦେଖୁଥିବେ । ସେହି ଧାରାବାହିକଟି ଏକ ଦେବୀଙ୍କର ଉପରେ ପର୍ଯ୍ୟବେସିତ ହୋଇଅଛି ଏବଂ ତାର ନାମ ସେଥିପାଇଁ ମହାଦେବୀ ବୋଲି ରଖାଯାଇଛି ।
ତେଣୁ ଯେଉଁମାନେ ଟିକେ ଆଧ୍ୟାତ୍ମିକ ପ୍ରକୃତିର ବ୍ୟକ୍ତି ହୋଇଥିଲେ ସେମାନେ ସେହି ସିରିଏଲକୁ ତ ନିଶ୍ଚିତ ରୂପରେ ଦେଖୁଥିବେ କାରଣ ସେଥିରେ ସେମାନ ଦେବୀଙ୍କର ଦର୍ଶନ କରିବାକୁ ପାଉଥିବେ । ତେବେ ସିରିଏଲଟି ତେ ଲୋକପ୍ରିୟ ହୋଇଯାଇଛି କି ଯାହା ଆଜି 100 ଏପିସୋଡ ଅତିକ୍ରମ କରିଛି ।
ଆପଣ ମାନେ ଜାଣିଛନ୍ତି କି ଆପଣ ଯଦି କୌଣସି କାମ କରନ୍ତି ତେବେ ସେହି କାମର ଫଳ ଯଦି ଆପଣଙ୍କୁ ବହୁତ ସୁନ୍ଦର ମିଲିଲା ତେବେ ଆପଣ ମାନେ ବହୁତ ଖୁସି ହୋଇଯାଆନ୍ତି । କାରଣ ଏତେ କଷ୍ଟର ଫଳ ଆପଣଙ୍କୁ ବହୁତ ଭଲ ଭାବରେ ମିଳିଥିବାରୁ ତାହାର ଖୁସିରେ ଆପଣ ମାନେ ପାଗଳ ହୋଇଯାଉଥିବେ ।
ତେବେ ସେହିପରି ଏଦି ଧାରାବାହିକରେ କାମ କରୁଥିବା ଲୋକମାନେ ମଧ୍ୟ ବା ଅଭିନେତା ଏବଂ ଅଭିନେତ୍ରୀ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି । କାରଣ ଦିନ ରାତିକୁ ଏକ କରି ସେମାନେ ଯେଉଁ ଅଭିନୟ କରନ୍ତି ତାଙ୍କର ସେହି ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି ଏବଂ ସେମାନଙ୍କୁ ମଧ୍ୟ ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି ।
ଏହା ସହିତ ମଧ୍ୟ ସେହି ଧାରାବାହିକକୁ ପରିଚାଳନା କରୁଥିବା ଟିମ , ଡାଇରେକଟର , ରାଇଟର , ସମସ୍ତ ବ୍ୟକ୍ତି ମାନେ କିପରି ତାଙ୍କର ଏହି ଧାରାବହିକ ପ୍ରସାରିତ ହେବ ଏବଂ ଲୋକମାନଙ୍କର ମନକୁ ଛୁଇଁବ ସେ ନେଇ ବହୁତ ଚେଷ୍ଟା କରିଥାନ୍ତି ଏବଂ ବହୁତ କଷ୍ଟ ମଧ୍ୟ କରିଥାନ୍ତି ।
ତେବେ ସେହି କଷ୍ଟର ପଳ ସ୍ୱରୂପ ଆଜି ସେହି ଧାରାବାହିକ 100 ଏପିସୋଡ ପାର କରିପାରିଛି ତାହା ସେମାନଙ୍କ ପାଇଁ ବହୁତ ଖୁସିର ଦିନ ଅଟେ । ଯେଉଁଥିପାଇଁ କି ସେହି ସିରିଏଲର ସମସ୍ତ କଲାକାର ବା ଅନ୍ୟାନ୍ୟ ଲୋକମାନେ ସେହି ଦିନକୁ ସେଲିବ୍ରେଟ କରୁଛନ୍ତି ଏପରିକି କେକ ମଧ୍ୟ କାଟୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ