ଲକଡାଉନ ପରେ ପ୍ରଥମ ଥର ପାଇଁ କଲେଜ ଗଲେ ଭୂମିକା ! କଲେଜ ରେ ପହଞ୍ଚିବା ପରେ ତାଙ୍କ ସହ ଏମିତି କିଛି ହେଲା ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ….

ସରକାରଙ୍କର ନିୟମ ଅନୁୟାୟୀ ଲକଡାଇନର କିଛି ଦିନ ପରେ କଲେଜ ଖୋଲିଛି ଏବଂ କଲେଜରେ ଦେଖା ଦେଇଛନ୍ତି ଭୂମିକା । ତେବେ ଆପଣ ମାନେ କଣ ଜାଣିଛନ୍ତି କି ଭୂମିକାଙ୍କର କେଉଁ କଲେଜ ଏବଂ ଭୂମିକା କେମିତି ଯାଆନ୍ତି କଲେଜ । ତେବେ ଧଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।ଭୂମିକା ପ୍ରଥମ ଥର ପାଇଁ କଲେଜ କ୍ୟାମ୍ପସରେ ନଜର ଆସିଛନ୍ତି ଏବଂ ଭୂମିକାଙ୍କୁ ଦେଖିବା ପାଇଁ ମଧ୍ୟ କଲେଜରେ ବହୁତ ଭିଡ ଜମିଛି । ଲକଡାଉନର ବହୁ ଦିନର ଅବଧି ପରେ କଲେଜ କ୍ୟାମ୍ପରେ ଭୂମିକାଙ୍କୁ ଦେଖିବାକୁ ମିଳିଛି ।

ସୁଟିଂ ହେଉଛି ଆସୁଥିବା ନୂଆ ଚଳଚ୍ଚିତ୍ର, ଏହି ଚଳଚ୍ଚିତ୍ରରେ ଆପଣ ମାନେ ଭୂମିକାଙ୍କୁ ଆର୍ଯ୍ୟନଙ୍କର ଅପଡିଟ ଭୂମିକାରେ ଦେଖିବାକୁ ପାଇବେ । ଏହି ଚଳଚ୍ଚିତ୍ରର ସୁଟିଂ ସେଟରେ ହିଁ ଭୂମିକାଙ୍କୁ ଯିବା ପାଇଁ ପଡିଛି କଲେଜ ।

ତେବେ ସେହି କଲେଜ ଯିବା ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଆର୍ଯ୍ୟାନଙ୍କ ସହିତ ସେ କଲେଜରେ ମସ୍ତି କରୁଥିବାର ଏକ ଭିଡିଓ ମଧ୍ୟଭା ହୋଇଛି । ଆର୍ଯ୍ୟନ ଏବଂ ଭୂମିକା ଏହି ଫିଲ୍ମରେ ଲିଡ ହିରୋ ଏବଂ ହିରୋଇନ ଭାବେ କାମ କରୁଥିବା ସମୟରେ ଏହି ଚଳଚ୍ଚିତ୍ରର ନାମ ରହିଛି କହି ଦେ ଥରେ ଆଇ ଲଭ ୟୁ ।

ଏହି ଚଳଚ୍ଚିତ୍ରଟି ଖୁବ ଶୀଘ୍ର ପ୍ରକ୍ଷୋଳୟରେ ରିଲିଜ ହେବା ସହିତ ଆର୍ଯ୍ୟନଙ୍କର ଆକ୍ଟିଙ୍କର ଏବଂ ଭୂମିକାଙ୍କର ଆକ୍ଟିଙ୍ଗ ଆପଣ ମାନେ ଦେଖିବାକୁ ପାଇବେ । ଏହା ସହିତ ଏହି ଫିଲ୍ମକୁ ଲୋକମାନେ ବହୁତ ପସନ୍ଦ କରିବେ ବୋଲ ମଧ୍ୟ ପ୍ରଡକସନ ସଂସ୍ଥା ଆଶା ରଖିଛନ୍ତି ।

 ତେବେ କହିବା ଅନୁଯାୟୀ ଯେତେବେଳେ ଭୂମିକା କଲେଜ କ୍ୟାମ୍ପସରେ ପାଦ ରଖିଥିଲେ ବା କଲେଡରେ ତାଙ୍କର ସୁଟିଂ ଆରମ୍ଭ ହୋଇଥିଲା ସେହି ସମୟରେ କଲେଜ ପିଲାଙ୍କର ଭିଡ ମଧ୍ୟ ବହୁତ ଜମିଥିଲା । ଏହା ପରେ ବହୁତ ସମୟ ପରେ ହିଁ ସେ ଭିଡ ଖାଲି ହୋଇଥିଲା ଯାହା ପରେ ଭୂମିକାଙ୍କର ତାଙ୍କର ଆକ୍ଟିଙ୍ଗ କରିପାରିଥିଲେ ବା ସଟ ଦେଇପାରିଥିଲେ ।

ଏହା ହେଉଛି ଭୂମିକାଙ୍କର ପାଇଁ ଏକ ବିସ୍ମିତକର ଘଟମଣାକାରଣ ଖୁବ କମ ସମୟରେ ଭୂମିକା ଲୋକମାନଙ୍କ ଦୟରେ ନିଜ ପାଇଁ ଏତେ ବଡ ଜାଗା ତିଆରି କରିପାରିଛନ୍ତି ଏପରିକି ଲୋକମାନେ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।

ଭୂମିକା ଏବେକା ସମୟରେ ନିଜର ଆକ୍ଟିଙ୍ଗ କ୍ୟାରିୟରରେ ଆଗକୁ ଆଗକୁ ବଢି ଚାଲିଛନ୍ତି ଏବଂ ଆଗକୁ ମଧ୍ୟ ଏହିପରି ଅନେକ ପିଲ୍ମ ତାଙ୍କର ଆସିବ । ଆପଣ ମାନେ ଭୂମିକାଙ୍କର ଏହି ଫିଲ୍ମ ଦେଖିବା ପାଇଁ ନିଶ୍ଚିତ ରୂପରେ ପ୍ରେକ୍ଷାଳୟକୁ ଯିବେ ଏବଂ ଭୂମିକାଙ୍କୁ ମଧ୍ୟ ବହୁତ ଭଲପାଇବେ ଦେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।