ହେ ଭଗବାନ ! ଲକଡାଉନ କାରଣରୁ ହୋଇ ପାରିଲା ନାହିଁ ପିତାର ଚିକିତ୍ସା, ମୃତ୍ୟୁ ପରେ ଦୁଇ ଝିଅ ପିତାର ଶବକୁ ଦେଲେ କାନ୍ଧ ! ଏହି ଦୁଇ ଝିଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ….
ବର୍ତ୍ତମାନ ପରିସ୍ଥିତି ବହୁତ ଶୋଚନୀୟ କେବଳ ଆମେ ନୁହେଁ ସାରା ବିଶ୍ୱବାସୀ ଏହି ପରିସ୍ଥିତିରେ ଗତି କରୁଛି। ୨୦୨୦ ବର୍ଷରେ ଅଜଣା ଜୀବାଣୁ ଆସିଲା ଯାହା ବିଶ୍ୱବାସୀ ଭୋଗୁଛନ୍ତି। ଏହି ବର୍ଷ ଆରମ୍ଭରୁ କରୋନା ସାରା ଦେଶରେ ବ୍ୟାପିଗଲା କିନ୍ତୁ ତାପୂର୍ବରୁ ଚୀନ୍ ଭଳି କେତେକ ବଡ ବଡ ଦେଶରେ କରୋନା ତାର କାୟାବିସ୍ତାର କରିଥିଲା।
ଏହି ଅଜଣା ରୋଗରେ ସାରା ବିଶ୍ବରେ ବହୁତ ଲୋକ ମଧ୍ୟ ମୃତ୍ୟୁ ବରଣ କଲେ ଏବଂ ଅନେକ ମଣିଷ ଆକ୍ରାନ୍ତ ହୋଇଥିଲେ। କରୋନା ବହୁମାତ୍ରାରେ ଲୋକମାନଙ୍କ ଉପରେ ଚାପ ପକେଇଛି ଯାହା ଏବେ ବି ତାର ପ୍ରଭାବ ଦେଖା ଯାଉଛି।
ଏହି ମହାମାରୀରେ ହଜାର ହଜାର ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେଣି ଏବଂ ଅନେକ ଏହାର କବଳରେ ଅଛନ୍ତି। ଏହା କେବଳରୁ ମୁକ୍ତି ପାଇଁ ସାରା ଦେଶ ପ୍ରଚେଷ୍ଟା ଜାରି ରଖିଛି। ଏହି ଅଜଣା ରୋଗର କିଛି ଲକ୍ଷଣ ସଠିକ ଭାବରେ ଜାଣି ହଉନାହିଁ ତେଣୁ କେତେବେଳେ କାହାକୁ ଆକ୍ରାନ୍ତ କରେ ଜାଣିହୁଏନାହିଁ। ଆଜିଯାଏ ବଡ ବଡ ବୈଜ୍ଞାନିକ ମାନେ ତାଙ୍କର ବିଭିନ୍ନ ପ୍ରକାର ଗବେଷଣା କରୁଛନ୍ତି, କେବଳ ଏହାର କବଳରୁ ବିଶ୍ଵବାସୀଙ୍କୁ ରକ୍ଷା କରିବା ପାଇଁ।
କରୋନା ଦାଉରୁ ମୁକ୍ତି ପାଇଁ ଲାକଡାଉନ ଭଳି ବ୍ୟବସ୍ଥା ସାରା ବିଶ୍ୱରେ ହୋଇଥିଲା ଏବଂ ଯାହାକୁ ସମସ୍ତେ ସହମତ ଦେଇଥିଲେ। ଏହି ସମୟରେ ଅନେକ ଲୋକ ବହୁତ ଦୁଃଖ କଷ୍ଟରେ ରହୁଛନ୍ତି,ଆଉ ଅନେକ ଲୋକ ଖାଇବାକୁ ପାଉ ନାହାଁନ୍ତି ଏବଂ ଅନେକ ଚାକିର ମଧ୍ୟ ହରେଇ ଯାଇଛନ୍ତି। ତେବେ ଏହି ସମୟରେ ଗୋଟିଏ ଘଟଣା ଦେଖିବାକୁ ମିଳିଛି ଯାହା ଅତି ଦୁଖଃଦ, ଆସନ୍ତୁ ଘଟଣା ସମ୍ପର୍କରେ ଜାଣିବା ।
ଏହି ଘଟଣାଟି ଅଲୀଗଢରେ ଥାନା ବନ୍ନାଦେବୀର ନୁମାଇଶ ମୈଦାନରେ ଦେଖିବାକୁ ମିଳିଛି ନିବାସୀ ସଞ୍ଜୟ କୁମାର। ତାଙ୍କର ବୟସ ୪୫ ବର୍ଷ, ସେ ଚା ବିକ୍ରି କରି ସୁଖଦୁଃଖେ ନିଜ ପରିବାରର ଭରଣ ପୋଷଣ କରନ୍ତି ଏବଂ ତାଙ୍କର ୫ ଟି ଝିଅ ଅଛନ୍ତି। ତେବେ ଗୋଟିଏ ଝିଅକୁ ବିବାହ କରିଦେଇଥିଲେ ଏବେ ତାଙ୍କର ୪ ଟି ଝିଅ।
ଏହି ସମୟରେ ସେ ଟିଭି ରୋଗରେ ପୀଡିତ ଥିଲେ, ବହୁତ ସଂଘର୍ଷ କରିବାପରେ ଅର୍ଥ ଅଭାବ ହେବାରୁ ଚିକିତ୍ସା ହୋଇପାରିଲେ ନାହିଁ ଯାହାଫଳରେ ସେ ମୃତ୍ୟୁବରଣ କଲେ। ସେ କେବଳ ତାଙ୍କ ପରିବାରରେ ରୋଜଗାର କରୁଥିଲେ ଆଉ ଘର ସବୁ ଦାୟିତ୍ୱ ନେଇଥିଲେ ,ଏବେ ତାଙ୍କ ଘର କିଏ ଚଳାଇବା।
ତାଙ୍କ ଘରେ ଏବେ ଦୁଃଖର ଛାୟା ଖେଳି ଯାଇଛି , ସମସ୍ତେ ବହୁତ କାନ୍ଦୁଛନ୍ତି। ତାଙ୍କ ଜିଲା ଅଧ୍ୟକ୍ଷଙ୍କ କଥା ଅନୁସାରେ ସେ ଘଟଣାଟି ସୋସିଆଲ ମିଡିଆରେ ଜାଣିବାକୁ ପାଇଥିଲେ ଏବଂ ସେ ଗୋଟିଏ ଡାକ୍ତରୀ ଟିମ ଗଠନ କରି ସଂଜୟଙ୍କ ଘରକୁ ପରୀକ୍ଷା ପାଇଁ ପଠେଇଲେ କିନ୍ତୁ ପରୀକ୍ଷାରେ ଟିଭି ହୋଇଛି ଜଣାପଡି ନ ଥିଲା। ତାଙ୍କ ସ୍ତ୍ରୀ ସଂଜୁ ଏବେ ମାନସିକ ଚିନ୍ତାରେ, ଯେ କେମିତି ୪ ଟି ଝିଅକୁ ବିବାହ କରିବେ ଏବଂ ତାଙ୍କ ପାଖରେ ଆଉ କିଛି ନାହିଁ। ଏହି ସମୟରେ ପ୍ରଶାସନ କିଛି ସାହାର୍ଯ୍ୟ ବି କରିନାହାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।