ଲିଭର ଜନିତ ସମସ୍ୟା, ଏସିଡିଟି, ମୋଟାପଣ, ବ୍ଲଡ଼ ପ୍ରେସର୍ର, ରକ୍ତ ହୀନତା ର ଗୋଟିଏ ଘରୋଇ ଉପଚାର 100% ଗ୍ୟାରେଣ୍ଟି

ଆଜି ଆମେ ଜାଣିବା କିସମିସ ଖାଇବାର ଲାଭ ବିଷୟ ରେ। କିସମିସ ର ମାତ୍ର ଦୁଇଟି ଦାନା ଏତେ ଉପକାରୀ ଯେ ଏହା ମୋଟା ପଣ , ହାର୍ଟ ବ୍ଲକେଜ୍ , କୋଲେଷ୍ଟ୍ରାଲ୍ ପରି ସମସ୍ୟା କୁ ଦୁର କରିଥାଏ । ଆଉ ଏହା ସହିତ ଆମେ ଜାଣିବା କିସମିସ କୁ କେମିତି ଓ କେତେବେଳେ ଖାଇବା ଦ୍ବାରା ଏହା ଆମ ପାଇଁ ଉପକାରୀ ହୋଇ ଥାଏ । ତେବେ ଆସନ୍ତୁ ଜାଣିବା ।

କିସମିସ ରେ ବିଭିନ୍ନ ପ୍ରକାର ର ଉପକାରୀ ଖଣିଜ ପଦାର୍ଥ ମିଳିଥାଏ ଯେମିତି କି ଆଇରନ , କ୍ୟାଲସିୟମ , ମଗ୍ନେଶୀୟମ, ଓ ପ୍ରଚୁର ପରିମାଣ ର ଫାଇବର ମିଳିଥାଏ ଯାହା ଆପଣ ଙ୍କ ଶରୀର ର ଅନେକ ସମସ୍ୟା ଦୂର କରିଥାଏ।

ତେବେ କିସମିସ କୁ ସାଧାରଣ ଲୋକ ମାନେ ଖାଲି ଖାଇ ଥାଆନ୍ତି କିନ୍ତୁ ଖାଲି ଚୋବେଇ ଖାଇବା ଦ୍ବାରା ଯେତିକି ଉପକାରୀ ହୋଇ ଥାଏ ଏହାକୁ ପାଣି ରେ ଭିଯାଇ ଖାଇବା ଦ୍ବାରା ଏହାର ଆହୁରି ଦୁଇ ଗୁଣ ବଢିଯାଏ । ଆଉ ଏହି କିସମିସ କୁ ଭିଜେଇ ଖାଇବା ଦ୍ବାରା ଅନେକ ରୋଗ ରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହା କେଉଁ ସବୁ ରୋଗ କୁ ଭଲ କରିଥାଏ ।

ଲିଭର ଜନିତ ସମସ୍ୟା ଦୂର କରିଥାଏ , ପ୍ରତିଦିନ ରାତି ରେ ୧୦-୧୫ ଟି କିସମିସ କୁ ଏକ ଗ୍ଲାସ ରେ ଭିଜେଇ ଦିଅନ୍ତୁ । ପରଦିନ ସକାଳୁ ସେହି ପାଣି କୁ ହାଲୁକା ଗରମ୍ କରି ଦିଅନ୍ତୁ। ଏହା ପରେ କିସମିସ କୁ ଚୋବେଇ ଚୋବେଇ ଖାଇବା ସହିତ ସେହି ପାଣି କୁ ପିଇ ଦିଅନ୍ତୁ । ପ୍ରତିଦିନ ଏହା କରିବା ଦ୍ଵାରା ଲିଭର ଜନିତ ସମସ୍ୟା ଦୂର ହୋଇ ଥାଏ ।

କବଜ ବା ଏସିଡିଟି ରୁ ମୁକ୍ତି ଦେଇଥାଏ , ଯଦି କବଜ ବା ଏସିଡିଟି ପରି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆପଣ ୧୦-୧୫ ଟି କିସମିସ କୁ ପ୍ରତିଦିନ ପାଣି ରେ ଭିଜେଇ ସେବନ କରନ୍ତୁ । ଏମିତି ଲଗାତାର ୧୫ ଦିନ କରନ୍ତୁ ଏହାଦ୍ବାରା ଆପଣ ଙ୍କ କବଜ ବା ଏସିଡିଟି ସମସ୍ୟା ଦୂର ହୋଇ ଥାଏ ।

ମୋଟାପଣ କୁ ଦୁର କରିଥାଏ , କିସମିସ ଆପଣ ଙ୍କ ହଜମ ଶକ୍ତି ବା ମେଟାବୋଲିଯିମ୍ କୁ ବଢାଇ ଥାଏ । ଏହା ସହିତ ଏହା ଆପଣ ଙ୍କ ଖାଦ୍ୟ କୁ ଫ୍ୟାଟ ରେ ପରିଣତ ହେବାକୁ ଦିଏ ନାହିଁ । ଯାହାଦ୍ବାରା ଆପଣଙ୍କ ମୋଟାପଣ ଦୁର ହୋଇଥାଏ ।

ବ୍ଲଡ଼ ପ୍ରେସର୍ କୁ ନର୍ମାଲ କରିଥାଏ , ତେବେ ଆଜି କାଲି ଦିନ ରେ ବ୍ଲଡ଼ ପ୍ରେସର୍ ସମସ୍ୟା ସମସ୍ତଙ୍କ ର ହୋଇଥାଏ । ଅନୀମୀୟତା ଖାଦ୍ୟପେୟ ଯୋଗୁଁ ଆଜି କାଲି ଏହି ବ୍ଲଡ଼ ପ୍ରେସର୍ ଜନିତ ସମସ୍ୟା ସମସ୍ତଙ୍କ ର ଦେଖା ଯାଏ। ତେବେ ଯଦି ଆପଣ ଙ୍କ ଏହି ସମସ୍ୟା ଥାଏ ତେବେ ଆପଣ ପ୍ରତିଦିନ ସକାଳେ ଉଠି ଭିଜେଇ ଥିବା କିସମିସ ସେବନ କରନ୍ତୁ । ଏହା ଦ୍ଵାରା ବ୍ଲଡ଼ ଗ୍ଲୁକୋଜ ଲେବୁଲ ନର୍ମାଲ ଥାଏ ଓ ବ୍ଲଡ଼ ପ୍ରେସର୍ ସମସ୍ୟା ଦୂର ହୋଇ ଥାଏ ।

ଦୁର୍ବଳତା ଠାରୁ ମୁକ୍ତି ପାଆନ୍ତୁ , ତେବେ ଯଦି ଆପଣ ପତଳା ଅଛନ୍ତି ତେବେ ଆପଣ ପ୍ରତିଦିନ କିସମିସ ର ସେବନ କରନ୍ତୁ ଯାହା ଦ୍ଵାରା ଆପଣ ଙ୍କ ମଶଲ ଷ୍ଟ୍ରଙ୍ଗ ହେବା ସହିତ ଷ୍ଟାମିନା ମିଳିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।