ପ୍ରତିଦିନ କେବଳ ଏହି ପାଣି ପିଅନ୍ତୁ, ଖରାପ ରୁ ଖରାପ ଲିଭର ( Liver ) ବିନା ଔଷଧରେ ଠିକ ହେବ ଗ୍ୟାରେଣ୍ଟି
ଆପଣ ଜାଣିଥିବେ ନିଶ୍ଚିତ ଯେ ଆମ ଶରୀର ଅନେକ ଅଙ୍ଗ ମାନଙ୍କ ମଧ୍ୟରୁ ଲିଭର ହେଉଛି ଏକ ମୁଖ୍ୟ ଅଙ୍ଗ, ଯଦି ଆପଣଙ୍କ ଶରୀରରେ ଲିଭର କୌଣସି ପ୍ରବ୍ଲେମ ରହିଛି ତେବେ ଆପଣ କୌଣସି ସମୟରେ ଭଲ ଲାଗିନଥାଏ |ଯଦି ଆପଣଙ୍କ ଶରୀରରେ ଲିଭର ଜନିତ କୌଣସି ସମସ୍ୟା ରହିଥାଏ ତେବେ ଆପଣ ଖାଉଥିବେ ଖାଦ୍ୟ ଭଲରେ ହଜମ ହୋଇନଥାଏ,ସ୍ୱାସ୍ଥ୍ୟ କମିଯିବା ସହିତ ଅଧିକ ବାନ୍ତି ଲାଗିବା ପରି ସମସ୍ୟା ଦେଖାଯାଏ |
ଆପଣକୁ ଯଦି ଅଧିକ ସମୟ ଭୋକ ନଲାଗୁ ଥାଏ ତେବେ ମଧ୍ୟ ଆପଣଙ୍କ ଲିଭର ଜନିତ ସମସ୍ୟା ରହିଛି ତେଣୁ ଆପଣ ସର୍ବଦା ଏଥିପ୍ରତି ସାବଧାନ ରହିବା ଉଚିତ ଏହା ସହିତ ଆପଣଙ୍କ ଲିଭର ଜନିତ ସମସ୍ୟା ନରହିବା ପାଇଁ ଆମେ ଆଜି ଆପଣକୁ ଏକ ଘରୋଇ ଉପଚାର ବିଷୟରେ କହିବି |ଯଦି ଆପଣ ଏହାକୁ କିଛି ଦିନ ବ୍ୟବହାର କରନ୍ତି ତେବେ ଆପଣଙ୍କ ଲିଭର ଜନିତ ସମସ୍ୟା ଦେଖାଯିବ ନାହିଁ |ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାରର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |
ଆବଶ୍ୟକ ସାମଗ୍ରୀ:-ଧନିଆ ପତ୍ର,ପାଣି
ପ୍ରସ୍ତୁତି ପ୍ରଣାଳୀ:-
ଆପଣଂକୁ ଏହି ରିମେଡି ତିଆରି କରିବା ପାଇଁ 15 ରୁ 20 ଗ୍ରାମ ର ଧନିଆ ପତ୍ର ନେବାକୁ ପଡିବ ।ତେବେ ଆପଣ ଏହି ଧନିଆ ପତ୍ର କୁ ଭଲ ଭାବରେ ଧୋଇ ଦିଅନ୍ତୁ, ଏବେ କଡେଇ ରେ ଦୁଇ ଗ୍ଲାସ ପାଣି ନିଅନ୍ତୁ ।ତାପରେ ସେହି ପାଣିରେ ଧନିଆ ପତ୍ର କୁ ପକାଇ ଫୁଟାନ୍ତୁ, ତେବେ ପାଣି ଯେତେବେଳେ ଫୁଟି ଗୋଟିଏ ଗ୍ଲାସ ହେଇଯିବ ସେତେବେଳେ ଗ୍ୟାସ ବନ୍ଦ କରିଦିସନ୍ତୁ ।
-ଏବେ ସେହି ପାଣି କୁ ଛାଣି ନିଅନ୍ତୁ,ଆଉ ଏହି ପାଣିକୁ ଆପଣ ପ୍ରତ୍ୟେକ ଦିନ ଖାଲି ପେଟରେ ପିଅନ୍ତୁ ଓ ଏହି ପାଣି ପିଇବାର ଏକ ଘଂଟା ଯାଏ ଖାଦ୍ୟ ଖାଇବେ ନାହିଁ ।ତେବେ ପାଣି କୁ ସିପ ସିପ କରି 10 ରୁ 15 ମିନିଟ ଯାଏ ପିଇବେ । ଏହାକୁ ଆପଣ କିଛି ଦିନ ଲଗାତାର ଭାବରେ ପିଇବା ଦ୍ଵାରା ଆପଣ ଲିଭରେ ଜମି ରହିଥିବା ଅପରିଷ୍କାର ଗୁଡିକ ଧୀରେ ଧୀରେ ସଫା ହୋଇଯିବ |
ଏହା ସହିତ ଆପଣ ପ୍ରତ୍ୟେକ ଦିନ ସକାଳ କିଛି ଖିସମିସ ଖାଇବା ପାଇଁ ମଧ୍ୟ ଚେଷ୍ଟା କରନ୍ତୁ |ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଆପଣ ସବୁବେଳେ ଫାଷ୍ଟ ଫୁଡ ଓ ଜଙ୍କ ଫୁଡ ଠାରୁ ଦୁରେଇ ରୁହନ୍ତୁ ଏହା ସହିତ ଆପଣ ସବୁବେଳେ ଅଧିକ ଫଳ ମୂଳ ଓ ପନିପରିବା ଖାଇବା ପାଇଁ ଚେଷ୍ଟା କରନ୍ତୁ |ହେଭି ଫୁଡ ଖାଇବା ବଦଳରେ ଆପଣ ଯଦି ଫଳ ଖାଇ ସପ୍ତାହର ଗୋଟିଏ ଦିନ ରହିବେ ତେବେ ଏହା ଆପଣଙ୍କ ଲିଭର ଉପରେ ବହୁତ ଭଲ କାମ କରିଥାଏ |