ଦେଖନ୍ତୁ EXCLUSIVE :ଭିଡିଓ ସିନେମା ଜଗତରେ ପାଦ ରଖିଲେ ଲିପ୍ସାଙ୍କ ସ୍ବାମୀ ଆକାଶ …ଦେଖନ୍ତୁ ଏହାକୁ ନେଇ କଣ କହିଲେ ଲିପ୍ସା….

ତେବେ ଆପଣ ମାନେ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ତ ବେସ ଭଲ ଭାବରେ ଜାଣି ଥିବେ ଯାହାକି ଏହି କିଛି ଦିନ ତଳେ ଲିପ୍ସା ମିଶ୍ର ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି | ତାଙ୍କର ବାହାଘର ବହୁତ ଧୂମଧାମ ରେ ହୋଇ ଥିଲା ଯେଉଁଥିରେ ଓଲିଓଡ଼ ଜଗତ ର ଅନେକ ବଡ଼ ବଡ଼ ଷ୍ଟାର ସେଥିରେ ଯୋଗ ଦେଇ ଥିଲେ | ତେବେ ଲିପ୍ସା ମିଶ୍ର ରିଲ ରେ ଆପଣ ଅନେକ ଥର ଦେଖି ଥିବେ କି ସେ ବିବାହ କରିଛନ୍ତି କି କିନ୍ତୁ ବର୍ତ୍ତମାନ ସମୟ ରେ ସେ ତାଙ୍କର ରିୟଲ ଲାଇଫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି |

ବାହାଘର ବେଳକୁ ଲିପ୍ସା ଙ୍କୁ ପ୍ରାୟ 35 ବର୍ଷ ବୟସ ହୋଇ ଥିଲା | ତେବେ ଲିପ୍ସା ମିଶ୍ର 2013 ମସିହା ରେ ପ୍ରଥମ ଥର ପାଇଁ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କରି ଥିଲେ ଆଉ ସେ ଓଡ଼ିଆ ଫିଲ୍ମ ମାଧ୍ୟମ ରେ ଓଲିଓଡ଼ ଜଗତ କୁ ପାଦ ଦେଇ ଥିଲେ |

ଆଉ ଏହାପରେ ସେ କେବେ ବି ହେଲେ ପଛକୁ ଫେରି ଚାହିଁ ନାହାଁନ୍ତି, ଓଡ଼ିଆ ସିନେମା ସହିତ ସେ ଓଡ଼ିଆ ସିରିଏଲ ରେ ମଧ୍ୟ ଅଭିନୟ କରିଛନ୍ତି | ତାଙ୍କ ନିଜ ସୁନ୍ଦର ଓ ଚୁଲବୁଲି ଅଭିନୟ କାରଣ ରୁ ଅନେକ ଜାଗାରୁ ତାଙ୍କୁ ବେସ ଭଲ ପାଇବା ମିଳି ଆସିଛି |

 ଖାଲି ଓଡ଼ିଆ ସିରିଏଲ ନୁହେଁ ଓଡ଼ିଆ ଯାତ୍ରା, ଓଡ଼ିଆ ଆଲବମ ଓ ଓଡ଼ିଆ ୱେବ ସିରିଜ ରେ ମଧ୍ୟ ଲିପ୍ସା ମିଶ୍ର ବେସ ସୁନ୍ଦର ଭାବରେ ଅଭିନୟ କରିଛନ୍ତି | ସୁନ୍ଦର ଅଭିନୟ କରି ସେ ବହୁତ ସାରା ଆୱାର୍ଡ ମଧ୍ୟ ଜିତି ପାରିଛନ୍ତି, ଏହା ସହିତ ଲିପ୍ସା ମିଶ୍ର ଗତ ଦିନ ମାନଙ୍କରେ ମଡେଲିଙ୍ଗ କରୁ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି | ତେବେ ବିବାହ ପରେ ଏକ ସିନେମା ଆୱାର୍ଡ ରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ଏକାଠି ଦେଖିବା ପାଇଁ ମିଳିଛି |

ଯେଉଁଥିରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ଅନେକ ସୁପରଷ୍ଟାର ସେଥିରେ ଯୋଗ ଦେଇ ଥିଲେ | ଆଉ ଲିପ୍ସା ଓ ଆକାଶ ଙ୍କୁ ଦେଖି ଅନ୍ୟ ସେଲିବ୍ରେଟି ମାନେ ବେସ ଖୁସି ଅନୁଭବ କରି ଥିଲେ ଏବଂ ଆକାଶ ଓ ଲିପ୍ସା ଙ୍କ ସହ ଫଟୋ ମଧ୍ୟ ନେଇ ଥିଲେ |

ତେବେ କୁହାଯାଏ କି ଏକ ଆଡ଼ଭାଟାଇଜ ସୁଟିଂ କରୁ ଥିବା ସମୟରେ ସେ ତାଙ୍କ ସ୍ୱାମୀ ଆକାଶ ଙ୍କ ସହିତ ଦେଖା ହୋଇ ଥିଲେ ଆଉ ପ୍ରଥମ ଦେଖା ରୁ ହିଁ ଦୁହେଁ ପରସ୍ପର ଙ୍କୁ ଭଲ ପାଇ ବସି ଥିଲେ | ଆଉ ଭଲ ପାଇ ଏବେ ବିବାହ ବନ୍ଧନ ରେ ଆକାଶ ଓ ଲିପ୍ସା ମିଶ୍ର ବାନ୍ଧି ହୋଇ ସାରିଛନ୍ତି | ତେବେ ଆମେ କାମନା କରିବା ଯେ ଉଭୟ ଲିପ୍ସା ଓ ଆକାଶ ଙ୍କ ବିବାହିତା ଜୀଵନ ହସଖୁସିରେ ଭରି ଯାଉ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।