ଦେଖନ୍ତୁ ollywood ଭିଡିଓ ! ବିବାହ ସରିବା ପରେ ପ୍ରଥମ ଦିନ ଶାଶୂଘରେ କେମିତି ଦିନ କାଟିଲେ ଅଭିନେତ୍ରୀ ଲିପ୍ସା…ଦେଖନ୍ତୁ full ଭିଡିଓ
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ଲିପ୍ସା ମିଶ୍ର ଙ୍କର ବାହାଘର କୁ ନେଇକି କିଛି କଥା । ଆଉ ଯେଉଁଠି କୁହାଯାଉଛି କି ହାତକୁ ଦି ହାତ ହେବାକୁ ଯାଉଛନ୍ତି ଲିପ୍ସା ମିଶ୍ର । ତାହା ସହିତ ବିବାହ ଫାଂକ୍ସନ ରେ ସ୍ୱାମୀ ଙ୍କ ସହିତ ଫୋଟ ଉଠାଇବା ସହିତ ସେଲିବ୍ରିଟି ମାନେ ମଧ୍ୟ ତାଙ୍କର ବିବାହ ଭୋଜି ରେ ଯୋଗ ଦେବା କଥା ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇଵା ।
ଆପଣ ମାନେ ଅନେକ ଅଲିଉଡ ଏକ୍ଟର ମାନଙ୍କ ବିଷୟରେ ଜାଣିଥିବେ ତେବେ ବର୍ତ୍ତମାନ ଆମେ ଯେଉଁ ଏକ୍ଟର ଙ୍କ ବିଷୟରେ କହିବା ପାଇଁ ଯାଉଛୁ ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ ର ଏକ୍ଟ୍ରେସ ଲିପ୍ସା ମିଶ୍ର ।
ଯିଏକି ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ଅନେକ ପ୍ରକାରର ଓଡ଼ିଆ ଫିଲ୍ମ କରିବା ସହିତ ଅନେକ ପ୍ରକାରର ସିରିଏଲ ରେ ମଧ୍ୟ କାମ କରି ସାରିଛନ୍ତି । ଆଉ ତାଙ୍କର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି । ତେବେ ଲିପ୍ସା ତାଙ୍କର ଏକ୍ଟିଂ କେରିୟର ରେ ଅନେକ ଥର ବିବାହ କରିଛନ୍ତି ।
କିନ୍ତୁ ବର୍ତ୍ତମାନ ସେ ରିଲ ରେ ନୁହଁ ରିଏଲ ବିବାହ କରୁଛନ୍ତି ତାହା ପୁଣି ଆକାଶ ଙ୍କ ସହିତ । ଆଉ ଯେଉଁଠି କୁହାଯାଉଛି କି ତାଙ୍କ ଅଭିନୟ ଦୁନିଆରେ ପାଦ ଦେବା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଲିପ୍ସା ମିଶ୍ର ଙ୍କୁ ସମସ୍ତେ ଜଣେ ଭଲ ଏକ୍ଟ୍ରେସ ସାଙ୍ଗକୁ ଜଣେ ବହୁତ ଭଲ ଝିଅ ବୋଲି ଜାଣିଛନ୍ତି ।
ଆଉ ଯେଉଁଠି କୁହାଯାଉଛି କି ଲୁପ୍ସା ଙ୍କର ହଳଦୀ, ସଂଗୀତ ଆଉ ରିସେପସନ ପରେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଲିପ୍ସା ମିଶ୍ର ଙ୍କର ବାହାଘର ର ଫୋଟ ଏବଂ ଶାଶୁଘର ତାଙ୍କର ପ୍ରଥମ ଦିନ ର ଭିଡ଼ିଓ ।
ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ସୁନ୍ଦର ଭାବରେ ନିଜର ବାହାଘର ପାର୍ଟି ରେ ଅନେକ ଅଲିଉଡ ସେଲିବ୍ରେଟି ମାନେ ଯୋଗ ଦେଇଛନ୍ତି ଆଉ ତାହା ସହିତ ଲିପ୍ସା ଓ ଆକାଶ ଙ୍କୁ ମଧ୍ୟ ଆଶୀର୍ବାଦ ଦେବା ସହିତ ଆଗାମୀ ଜୀବନ କେଉଁ ଭଳି ଭାବରେ ସେମାନଙ୍କର ସୁଖ ମୟ ଓ ଆନନ୍ଦ ମୟ ହୋଇ ପାରିବ ସେ କଥା ମଧ୍ୟ ସମସ୍ତେ ଲିପ୍ସା ଙ୍କୁ କହିଛନ୍ତି । ଆଉ ଏବେ ସେ ତାଙ୍କ ଶାଶୁ ଘରେ ପ୍ରଥମ ଦିନ କେମିତି ଥିଲା, ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି।