ଦେଖନ୍ତୁ viral ଭିଡିଓ ! ବିବାହ ପରେ ନିଜ ଶାଶୂଙ୍କୁ ପ୍ରଥମ ରୋଷେଇ କରି ଖାଇବାକୁ ଦେଲେ ହିରୋଇନ୍ ଲିପ୍ସା ମିଶ୍ର…

ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣଙ୍କୁ ଆପଣଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ବିଷୟରେ କହିବି ।ଆପଣ ଜାଣିଥିବେ ନିଶ୍ଚିତ ଯେ ଲିପ୍ସା ମିଶ୍ର ଜଣେ ଓଡ଼ିଆ ଚଳଚିତ୍ର ଜଗତର ଜଣେ ସୁନାମ ଧନ୍ୟ ଅଭିନେତ୍ରୀ ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ସାରା ଭାରତରେ ମଧ୍ୟ ବହୁତ ପରିଚିତ ।

ଲିପ୍ସା ମିଶ୍ର ତାଙ୍କ ବାହାଘର ତାଙ୍କ ଶାଶୁ ଘରେ ପ୍ରଥମ କରି ରୋଷେଇ କରି ତାଙ୍କ ଶାଶୁ ଙ୍କୁ ଖାଇବାକୁ ଦେଇଛନ୍ତି ଯାହା ପାଇଁ ସେ ବହୁତ ଖୁସି ଅଛନ୍ତି ।ମୁଁ ଆଜି ଆପଣକୁ ଲିପ୍ସା ଙ୍କ ପ୍ରଥମ ରୋଷେଇ ବିଷୟରେ ସମ୍ପୂର୍ଣ କଥା ଆପଣକୁ ଜଣେଇବି, ତେବେ ଜାଣିବା ଏହାର ସମ୍ପୂର୍ଣ ଖବର ବିଷୟରେ ।

ଆପଣ ଜାଣିଥିବେ ଯେ ଲିପ୍ସା ଏଇ କିଛି ଦିନ ହେବ ଆକାଶଙ୍କୁ ବିବାହ କରିଥିଲେ, ସେ ଆକାଶଙ୍କୁ ବାହା ହୋଇ ବହୁତ ଖୁସି ଥିବାର ମଧ୍ୟ ଦେଖା ଯାଉଛି ।ଲିପ୍ସା ମିଶ୍ର ଓଡିଶା ଚଳଚିତ୍ର ଜଗତର ଜଣେ ବହୁ ଚର୍ଚିତ ଅଭିନେତ୍ରୀ ଥିଲେ ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଭାରତ ବାସୀଙ୍କ ମନରେ ଘର କରିଛନ୍ତି ।ଲିପ୍ସା ପ୍ରଥମେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଧାରାବାହିକ ସିରିଏଲରେ କାମ କରୁଥିଲେ ପରେ ତାଙ୍କର ସୁନ୍ଦର ଅଭିନୟ ପାଇଁ ତାଙ୍କୁ ଫିଲ୍ମ କରିବାର ମଧ୍ୟ ସଯୋଗ ମିଳିଥିଲା ।

ଲିପ୍ସା ମିଶ୍ର ସୁନ୍ଦର ଅଭିନୟ କରି ଅନେକ ଓଡ଼ିଆ ଫିଲ୍ମ କରି ବହୁତ ସୁନାମ ଅର୍ଜନ କରିଥିଲେ, ଲିପ୍ସା ମିଶ୍ର ଓଡ଼ିଆ ସିନେମା ଜଗତର ମଧ୍ୟ ସୁନ୍ଦର ଫିଲ୍ମ କରି ବହୁତ ସୁନାମ ଅର୍ଜନ କରିଥିଲେ ।ବହୁଦିନ ଧରି ଲିପ୍ସା ଓଡ଼ିଆ ଇଣ୍ଡଷ୍ଟ୍ରିରେ ବହୁତ ଦିନ କାମ କରି ବର୍ତମାନ ଏଇ କିଛି ଦିନ ହେବ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।ଲିପ୍ସା ମିଶ୍ରଙ୍କ ବାହା ଘର ବହୁତ ଧୁମ ଧୂମାରେ ହେବାର ଅନେକ ଭିଡିଓ ଆପଣ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିବେ ।ତାପରେ ଯେଉଁଥିରେ ଦେଖିବାକୁ ପାଇବେ ଲିପ୍ସା ମିଶ୍ର ଶାଶୁଙ୍କୁ ଖାଇବାକୁ ଦେଉଥିବା ଫଟୋ ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ।

ବହୁତ ଦିନ ପ୍ରେମ ସମ୍ପର୍କ ରେ ରହିଲା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଲିପ୍ସା ମିଶ୍ର ଏବଂ ତାଙ୍କ ବୟଫ୍ରେଣ୍ଡ୍ ଆକାଶ ଆଚାର୍ଯ୍ୟଙ୍କୁ ବିବାହ କରିଥିଲେ। ଆକାଶ ଆଚାର୍ଯ୍ୟ ଜଣେ ବିଜନେସ୍ ମ୍ୟାନ୍ ହେବା ସହିତ ଜଣେ ବାଇକ୍ ରାଇଡର।

ବିବାହ ପରେ ଦୁଇ ଜଣଙ୍କୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହୋଇଥିଲା କି ଲିପ୍ସା ମିଶ୍ର ବୁଢ଼ା ବରକୁ ବାହା ହୋଇଛନ୍ତି ଏବଂ ତାଙ୍କ ଲୁକ୍ ଲିପ୍ସା ଲୁକ୍ ଠାରୁ ଭିନ୍ନ ଅଟେ। କିନ୍ତୁ ଏପର୍ଯ୍ୟନ୍ତ ଲିପ୍ସା ମିଶ୍ର କିଛି ପ୍ରତିକ୍ରିୟା ଦେଇ ନାହାନ୍ତି। ଆଉ ସେ ଶାଶୁ ଘରେ ବହୁତ ଖୁସିରେ ଅଛନ୍ତି ବୋଲି ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।