ଲିଙ୍ଗର ଦୁର୍ବଳତା ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର ୧୦୦% ଗ୍ୟାରେଣ୍ଟି
ଆସନ୍ତୁ ଆଜିର ଏହି ଲେଖା ମାଧ୍ୟମରେ ଆମେ ପୁରୁଷ ମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ସହ ଜଡ଼ିତ କିଛି କଥା ବିଷୟରେ ଆଲୋଚନା କରିବା। ଯାହା ଅଧିକାଂଶ ପୁରୁଷ ମାନଙ୍କ କ୍ଷେତ୍ରରେ ଏକ ବଡ଼ ସମସ୍ୟା ଭାବରେ ଉଭା ହୋଇଥାଏ। ତେବେ ଆପଣ ଜାଣିଛନ୍ତି ଅନେକ ଏମିତି ପୁରୁଷ ରହିଛନ୍ତି ଯେଉଁ ମାନେ ସେମାନଙ୍କ ର ଗୁପ୍ତ ଯୌନ ସମସ୍ୟା ପାଇଁ ଚିନ୍ତାରେ ରହିଥାନ୍ତି। ଏଥିପାଇଁ ସେମାନେ ଏକଥା କାହାକୁ କହି ନପାରି ମାନସିକ ଅବସାଦ ଭିତରେ ରହିଥାନ୍ତି।
ତାଙ୍କର ମନୋବଳ ଅଧିକ ଦୁର୍ବଳ ହୋଇଯାଏ। ସେମାନେ ଏହି କାରଣରୁ ସେମାନଙ୍କ ବୈବାହିକ ଜୀବନକୁ ମଧ୍ୟ ସଠିକ୍ ଭାବରେ ଚଳାଇ ପାରନ୍ତି ନାହିଁ।
ତେବେ ଏହିଭଳି ଯୌନ ସମସ୍ୟା ମଧ୍ୟରେ ପୁରୁଷ ମାନଙ୍କର ଲିଙ୍ଗ ଦୁର୍ବଳ ହେବା ଏକ ମହାନ୍ ସମସ୍ୟା ଅଟେ। ଯାହା ଅତ୍ୟଧିକ ଶୁକ୍ର କ୍ଷୟ କାରଣରୁ ହୋଇଥିବା ବେଳେ ଅନ୍ୟ କାରଣ ପାଇଁ ମଧ୍ୟ ହୋଇଥାଏ।ଏଥିପାଇଁ ଆପଣଙ୍କୁ କଣ କରିବାକୁ ହେବ ଆମେ ଆଜି ଏଠାରେ ଆଲୋଚନା କରିବା। ଯାହା ଦ୍ଵାରା ଆପଣ ଏହିଭଳି ରୋଗରୁ ମୁକ୍ତି ପାଇ ପାରିବେ।ତେବେ ଆସନ୍ତୁ ଜାଣିବା ଶୁକ୍ରକ୍ଷୟ ଜନିତ ଲିଙ୍ଗର ଦୁର୍ବଳତା କୁ ଦୂର କରିବାର ଉପାୟ ବିଷୟରେ।
୧- ଏଥିପାଇଁ ଆପଣଙ୍କୁ ମହୁ ସହିତ, ଘିଅରେ ଭଜା ଯାଇଥିବା ହିଙ୍ଗୁ କୁ ଘୋରି ଲିଂଗରେ ଲଗାଇ ପଟି ବାନ୍ଧିବାକୁ ପଡ଼ିବ।
୨- ଦ୍ଵିତୀୟରେ ଆପଣଙ୍କୁ ରସୁଣ ଏବଂ ରାଶି ତେଲର ସମାନ ପରିମାଣକୁ ନେଇ, ଏହାକୁ ଫୁଟାଇ, ଏହାର ଅବଶେଷ କୁ ଛାଣି ବାହାର କରି ଏହି ତେଲକୁ ଲିଙ୍ଗର ଅଗ୍ରଭାଗ କୁ ଛାଡି ବାକି ଲିଂଗରେ ଭଲ ଭାବରେ ଲଗାଇ ପାନପତ୍ର ବାନ୍ଧିବାକୁ ପଡ଼ିବ।
୩- ସେହିଭଳି ଗଣ୍ଠିଯୁକ୍ତ ନାଲିବଚ ଅଧତୋଳାକୁ ୫୦୦ ଗ୍ରାମ କ୍ଷୀର ଏବଂ ୫୦୦ ପାଣି ମିଶାଇ ଫୁଟାଇ ଏହାର ଅବଶେଷ ୫୦୦ ଗ୍ରାମକୁ ଛାଣି ଏଥିରେ ଚିନି ମିଶାଇ ପାନ କରନ୍ତୁ। ଏହାଦ୍ଵାରା କିଛି ଦିନ ପରେ ନପୁଂସକ ରୋଗୀର କାମୋତ୍ତେଜନା ମଧ୍ୟ ଆସିଥାଏ।
୪- ଏହାଛଡା ଆପଣ ଡାଲଚିନି ଚୂର୍ଣ୍ଣକୁ ପାଣିରେ ବାଟି,ଏହା ମଲମପରି ହେବାପରେ ଏହାକୁ ଲିଙ୍ଗର ଅଗ୍ରଭାଗ ଛାଡ଼ି ଲିଙ୍ଗ ସମୂହରେ ଲେପ ଦେଇ ଗବପତ୍ର ବାନ୍ଧନ୍ତୁ।
୫- ମୂଳା ମଞ୍ଜିକୁ ବାଟି ମଧ୍ୟ ଲିଂଗରେ ଲଗାଇ ପାରିବେ ଏବଂ ଇନ୍ଦ୍ରଯବର ଚୂର୍ଣ୍ଣ ଏକଅଣା ପ୍ରତିଦିନ ଖାଇଲେ ମଧ୍ୟ ଏହି ସମସ୍ୟା ଦୂର ହେବ।
୬- ଏକ ଲୁହା କରେଇରେ ଆପଣଙ୍କୁ ଅରଖ କ୍ଷୀର ୧ ଭାଗ, ଗାଈ ଘିଅ ୨ ଭାଗକୁ ଏକତ୍ର କରି ୧୨ ଘଣ୍ଟା ମର୍ଦ୍ଦନ କରିବାକୁ ପଡ଼ିବ, ଯେପରି ଏହା ମଲମ ପରି ହୋଇଯିବ।ତାପରେ ଲିଙ୍ଗରେ ଏହି ମଲମରୁ ଅଳ୍ପ ଟିକିଏ ନେଇ ମାଲିସ କରନ୍ତୁ। କିଛି ଦିନ ପରେ ଆପଣଙ୍କ ନପୁଂସକତା ଦୂର ହୋଇ ଲିଙ୍ଗ ମଧ୍ୟ ଟାଣ ହୋଇଯିବ।
୭- ଆପଣ ଯୁଆଣୀ, କଳାଦୁଦୁରା ମଞ୍ଜି, ଅଫିମ, ଜାଇଫଳ, ଗଞ୍ଜେଇ ଆଦି ମଞ୍ଜିକୁ ସମଭାଗରେ ଗାଈ ଦୁଧରେ ବାଟି ଲିଙ୍ଗରେ ଲଗାଇଲେ ମଧ୍ୟ ଲିଙ୍ଗ ଅଳ୍ପଦିନ ମଧ୍ୟରେ ବୃଦ୍ଧି ହୋଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।