Life Style – ଏହି ମାସ ଜନ୍ମ ହୋଇଥିବା ଝିଅ ସାକ୍ଷାତ ଲକ୍ଷ୍ମୀ ଅଟନ୍ତି… ଥରୁଟିଏ ନିଶ୍ଚୟ ଦେଖନ୍ତୁ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ଜାଣିଛୁ କି ଆମ ହିନ୍ଦୁ ଶାସ୍ତ୍ର ରେ ଅନେକ କଥା ରହିଛି | ଆଉ ଲୋକ ମାନେ ମଧ୍ୟ ସେହି ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରିକି ଅନେକ କାର୍ଯ୍ୟ ମାନ କରିଥାନ୍ତି | ତେବେ ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ବ୍ୟକ୍ତି ର ଜନ୍ମ ମାସ, ଦିନ, ସମୟ ଓ ବର୍ଷ କୁ ଆଧାର କରିକି ବ୍ୟକ୍ତି ର ଭାଗ୍ୟଫଳ ମଧ୍ୟ ନିର୍ଦ୍ଧାରିତ ହୋଇଥାଏ ବୋଲି କୁହାଯାଉଛି |
ଆଉ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ କମ ପରିଶ୍ରମ କରିକି ଅଧିକ ସଫଳତା ପାଉଥିବା ବେଳେ କେତେକ ଲୋକ ଅଧିକ ପରିଶ୍ରମ କରିକି କମ ସଫଳତା ପାଇଥାନ୍ତି ଏହା ଆମର ଭାଗ୍ୟଫଳ ଉପରେ ନିର୍ଭର କରିଥାଏ |
ଆଜି ଆମେ ଜାଣିବା କେଉଁ ମାସରେ ଜନ୍ମିତ ଝିଅ ମାନେ ସ୍ୱୟଂ ଲକ୍ଷ୍ମୀ ଙ୍କ ର ରୂପ ହୋଇଥାନ୍ତି। ତା ସହିତ ଭାଗ୍ୟବାନ ମଧ୍ୟ ହୋଇଥାନ୍ତି। ଶାସ୍ତ୍ର ରେ ନାରୀ ମାନଙ୍କ ଠାରେ ସ୍ୱୟଂ ମାତା ଲକ୍ଷ୍ମୀ ଙ୍କ ର ବାସ ଥାଏ ବୋଲି କୁହା ଯାଇଛି। ଏଥି ପାଇଁ ଯେତେ ବେଳେ ଘରେ ଝିଅ ଜନ୍ମ ହୋଇଥାଏ ଲୋକ ମାନେ କୁହନ୍ତି ଯେ ଲକ୍ଷ୍ମୀ ଆସିଗଲେ ବା ଲକ୍ଷମ ଙ୍କ ର ଆଗମନ ହେଲା। ବହୁତ ଲୋକ ଙ୍କ ର କହିବା ଅନୁସାରେ ଝିଅ ମାନେ ଘରକୁ ସୁଖ ସମୃଦ୍ଧି ଆଣି ଥାନ୍ତି।
ଜ୍ୟୋତିଷ ଆଚାର୍ଯ୍ୟ ଙ୍କ ଅନୁସାରେ ଝିଅ ମାନଙ୍କ ର ଜନ୍ମ ସହିତ ତାଙ୍କ ର ଜନ୍ମ ମାସ ମଧ୍ୟ ବହୁତ ଭାଗ୍ୟବାନ ହୋଇଥାଏ। ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ନା କେବଳ ଭାଗ୍ୟବାନ ହୋଇଥାନ୍ତୁ ବରଂ ଏମାନଙ୍କୁ ଭଲ ଶଶୁର ଘରେ ମଧ୍ୟ ମିଳିଥାଏ। ସାକ୍ଷାତ ଲକ୍ଷ୍ମୀ ଙ୍କ ର ରୁପ ହୋଇଥାନ୍ତି ଏହି ମାସରେ ଜନ୍ମିତ ଝିଅ ମାନେ।
ପ୍ରଥମ ରେ ହେଉଛି ଫେବୃଆରୀ ମାସ । ଫେବୃଆରୀ ମାସରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ବିନମ୍ର ସ୍ୱଭାବର ହୋଇଥାନ୍ତି। ଏବଂ ସେମାନେ ବହୁତ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି। ଏହି ଝିଅ ମାନଙ୍କ ର ବିବାହ ପରେ ତାଙ୍କୁ ଭଲ ଘର ଟିଏ ମିଳିଥାଏ ତା ସହ ଏମାନେ ନିଜ ଘରକୁ ସୁଖ ସମୃଦ୍ଧି ଆଣିଥାନ୍ତି । ଏମାନ ଙ୍କ ର ଗ୍ରହ ଚଳନ ଏମାନଙ୍କ ର ପରିବାର ପ୍ରତି ଲାଭ ଆଣିଥାଏ।
ଦ୍ୱିତୀୟ ରେ ହେଉଛି ଏପ୍ରିଲ ମାସ। ଏହି ମାସରେ ଜନ୍ମିତ ଝିଅ ମାନେ ସ୍ୱୟଂ ଲକ୍ଷ୍ମୀ ଙ୍କ ର ରୂପ ହୋଇଥାନ୍ତି। ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମିତ ଝିଅ ମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏହି ଝିଅ ମାନଙ୍କ ର ଗ୍ରହ ଚଳନ ବହୁତ ଦ୍ରୁତ ହୋଇଥାଏ। ଯାହା ଫଳରେ ଏମାନଙ୍କୁ ଶୀଘ୍ର ସଫଳତା ମିଳିଥାଏ। ଏହା ସହ ଏମାନଙ୍କ ର ଭାଗ୍ୟ ବହୁତ ଉଚ୍ଚ ହୋଇଥାଏ।
ତୃତୀୟ ରେ ହେଉଛି ଜୁନ ମାସ। ଜୁନ ମାସ ରେ ଜନ୍ମିତ ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। କିନ୍ତୁ ଅଙ୍କ ଶାସ୍ତ୍ର ଅନୁଯାୟୀ ଏହି ମାସରେ ଜନ୍ମିତ ସନ୍ତାନ ଶୁଭ ହୋଇ ନଥାନ୍ତି। କିନ୍ତୁ ଏହି ମାସରେ ଜନ୍ମିତ ଝିଅ ମାନେ ସ୍ୱୟଂ ଲକ୍ଷ୍ମୀ ଙ୍କ ର ରୂପ ହୋଇଥାନ୍ତି। ଏହି ଝିଅ ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି। ଏବଂ ଏହି ଝିଅ ମାନେ ନିଜର ଲକ୍ଷ କୁ ପୁରଣ କରିବା ପାଇଁ ବହୁତ ପରିଶ୍ରମ କରଥାନ୍ତି।
ଚତୁର୍ଥ ରେ ହେଉଛି ସେପ୍ଟେମ୍ବର ମାସ। ଏହି ମାସରେ ଜନ୍ମିତ ଝିଅ ମାନଙ୍କର କୁଣ୍ଡଳୀ ରେ ଚନ୍ଦ୍ର ବୁଧ ଓ ଶୁକ୍ର ଏହି ତିନୋଟି ଗ୍ରହ ର ମିଳନ ହୋଇଥାଏ। ଏହି କାରଣ ରୁ ଏହି ମାସରେ ଜନ୍ମିତ ଝିଅ ମାନେ ବହୁତ ଧନ ବାନ ହୋଉଥାନ୍ତି। ଏମାନେ ନିଜ ଭାଗ୍ୟ ବଳରେ ସବୁ କିଛି ପାଇଥାନ୍ତି ଏବଂ ଏମାନଙ୍କର ବିବାହ ଧନୀ ପୁରୁଷ ସହ ହୋଇଥାଏ।