Life of US Boat Fighting Gigantic Waves… ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ… 96 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ଆଜିକାଲି ଦୁନିଆରେ ବୈଜ୍ଞାନିକ ମାନେ ଯେତେ ଜ୍ଞାନ କୌଶଳ ହୋଇଥିଲେ ସୁଦ୍ଧା ସମସ୍ତେ କିନ୍ତୁ ପ୍ରକୃତି ଆଗରେ ହାର ମାନି ଥାଆନ୍ତି। ପ୍ରାକୃତିକ ଦୁର୍ବିପାକ କେତେବେଳେ କଣ ଘଟିବ ତାହା କେହି ମଧ୍ୟ କହି ପାରିବେ ନାହିଁ। ତେବେ ଏସବୁର ଭୟାବହତା ଅନେକ ମାତ୍ରାରେ ଦେଖି ବାକୁ ମିଳିଥାଏ। ଆଜିକାଲି ବିଭିନ୍ନ ପ୍ରକାର ହାଇଟେକ ଟେକନ୍ନଲୋଜି ଦ୍ୱାରା ପୂର୍ବ ସୂଚନା ମିଳି ଥିଲେ ସୁଦ୍ଧା ପ୍ରକୃତିକୁ କେହି ହେଲେ ବି ରୋକି ପାରିବେ ନାହିଁ।

ବହୁତ ସମୟରେ ଆମେ ସୋସିଆଲ ମେଡିଆରେ ଅନେକ ପ୍ରକାରର ଭିଡ଼ିଓ ଦେଖିଥାଉ ।ତେବେ କିଛି ଭିଡ଼ିଓରେ ଏମିତି କିଛି ନଜର ଆସିଥାଏ ଯାହା ଦେଖିଲେ ଆମ ସମସ୍ତଙ୍କ ର ହୋସ ଉଡିଯାଏ ।ତେବେ ସେହିପରି ଆମ ବାସ୍ତବ ଜୀବନରେ ବି ଅନେକ ଘଟଣା ଯାହା ହଠାତ ଘଟିଥାଏ, କିନ୍ତୁ ସେହି ଘଟଣା ଏମିତି ଝଟକା ଦିଏ ଯାହା ସହଜରେ ଭୁଲି ହୁଏ ନାହିଁ ।


ତେବେ ଏହି ଘଟଣା ଟି ଦେଖିବା କୁ ମିଳିଛି ସୁଦୁର ବିଦେଶ ଆମେରିକା ରେ , ଯେଉଁ ଠାରେ ଗୋଟିଏ ଯାତ୍ରୀ ବାହୀ ବର୍ଟ ଟି ସବୁ ଦିନ ପରି ସେଦିନ ମଧ୍ୟ ସମୁଦ୍ର ରାସ୍ତା ଦେଇ ଲୋକ ଙ୍କୁ ନେଇ ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ଯାଉଥିଲା। କିନ୍ତୁ ସବୁ ଦିନ ପରି ସେ ଦିନ ପାଣିପାଗ ସ୍ୱାଭାବିକ ନଥିଲା ।ଯେତେବେଳେ ବର୍ଟ ଟି ମଝି ସମୁଦ୍ର ରେ ଥିଲା ସେହି ସମୟ ରେ ହଠାତ ସମୁଦ୍ର ଅଶାନ୍ତ ହୋଇ ପଡ଼ିଲା ଆଉ ଚାରିଆଡେ ସମୁଦ୍ର ର ଢେଉ ମଧ୍ୟ ଅଶାନ୍ତ ହୋଇଗଲା। ତେବେ କିନ୍ତୁ ସମସ୍ତ ଲୋକ ଙ୍କ ଜୀବନ ସେହି ବର୍ଟ ଚଳାଉ ଥିବା ଲୋକ ର ହାତ ରେ ଥିଲା।

 

ଏହି ଝଡ଼ ବତାସ କୁ ଦେଖିବା ପରେ ମଧ୍ୟ ସେ ବର୍ଟ ଟିକେ ଭଲରେ ଭଲରେ ଚଳେଇ ନେବା କୁ ଚେଷ୍ଟା କରିଥିଲେ। କିନ୍ତୁ ମଝିରେ ମଝିରେ ଯେଉଁ ଭଳି ଭୟଙ୍କର ଢେଉ ଆସି ବର୍ଟ କୁ ମାରୁଥିଲା ଏହିପରି ଲାଗୁଥିଲା ଯେପରୀ ଏବେ ହିଁ ବର୍ଟ ଟି ବୁଡି ଯିବ। ତେବେ କିନ୍ତୁ କିଛି ସମୟ ମଧ୍ୟରେ ସେଠାରେ ପହଁଚି ଥିଲା ସୁରକ୍ଷା କର୍ମୀ ମାନେ ଆଉ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ।