ଲାଲ କିତାବ ହେଉଛି ଏକ ରହସ୍ୟମୟୀ ବହି l ଏହି ବହିର ଉପାୟ ଦେବା ସହିତ ଏହି ବହିଟିର ସାବଧାନତା ମଧ୍ୟ ରହି ବାକୁ କୁହା ଯାଇଛି l ଲାଲ କିତାବରେ ଏହି ଦଶଟି ଉପାୟକୁ ଆପଣ କରନ୍ତୁ l ଏହି ଉପାୟ ଦ୍ୱାରା ସବୁ ବାଧା ଦୂରେଇ ଯିବ ଏବଂ ଉନ୍ନତି ମଧ୍ୟ ପାଇ ପାରିବେ l ତେବେ ଆସନ୍ତୁ ଜାଣିବା ଏହି ଦଶଟି ଉପାୟ ବିଷୟରେ l
1-ଗୋଟିଏ ନଡ଼ିଆକୁ ଆଣି ଆପଣ ପରିବାରର ସମସ୍ତ ସଦସ୍ୟ ମାନଙ୍କ ଉପରେ ଓ ନିଜର ମୁଣ୍ଡ ଚାରି ପାଖରେ 21 ଥର ବୁଲାଇ ସେହି ନଡ଼ିଆରେ ନିଆଁ ଲଗାଇ ଦିଅନ୍ତୁ l ସେହି ନଡ଼ିଆକୁ ଆପଣ ନଦୀରେ ଭସାଇ ଦିଅନ୍ତୁ l ଏହାକୁ କେବଳ ଆପଣ ଗୁତୁବାର ଦିନ ହିଁ କରିବାର ଅଛି l ଏହା କଲେ ଆମର ସବୁ ଖରାପ ଦୃଷ୍ଟିରୁ ରକ୍ଷା କରି ଥାଏ ଏବଂ ସବୁ କଷ୍ଟ ବା ନଜର ଆଦିରୁ ଦୂରେଇ ରଖି ଥାଏ l
2- ଆପଣ ରାତିରେ ଶୋଇଲା ସମୟରେ ଗୋଟିଏ ତମ୍ବା ପାତ୍ରରେ ପାଣି ଭର୍ତି କରି ନିଜ ମୁଣ୍ଡ ଉପରେ ରଖୁ ଦିଅନ୍ତୁ l ସେହି ପାଣିକୁ ସକାଳୁ ଗଛ ମୂଳରେ ଢାଳି ଦିଅନ୍ତୁ l ଏହାକୁ କଲେ ଶାରୀରିକ ଏବଂ ମାନସିକ ରୋଗ ଦୂର ହୂଏଲ
3- ଧଳା ଓ କଳା ମିଶ୍ରିତ ରଙ୍ଗର କମ୍ବଳ ଆଣି ମୁଣ୍ଡ ଉପରେ ରଖି ଦିଅନ୍ତୁ l ଏକଇସି ଥର ମୁଣ୍ଡର ବୁଆଇ ଦିଅନ୍ତୁ l ଶନିବାର ଦିନ କଲେ ବହୁତ ଶୁଭ ହୋଇ ଥାଏ l
4- ମଙ୍ଗଳ ବାର ଦିନ ରାବିଡି,ଖଜା, ମହୁ ବା ସିନ୍ଦୁର ଭସାଇ ଦିଅନ୍ତୁ l ଏଥିରେ ମଙ୍ଗଳ ଦୋଶ ଦୂର ହେବ l
5- ଆମ ଆଖିରେ ମଧ୍ୟ ବେଳେବେଳେ କଜଳ ଲଗାଇବା l ଏହାକୁ ଆମେ ଏଗାର ଦିନ ଲଗାଇଲେ ମଧ୍ୟ ଆମର ମଙ୍ଗଳ ଦୋଶ କଟିଯାଇଥାଏ l
6- ବର୍ଷରେ ଗୋଟିଏ ଥର ଆପଣ ଅପଙ୍ଗ,ଅନ୍ଧ, ସନ୍ନ୍ୟାସୀ,ବା କନ୍ୟାକୁ ଖାଇବାକୁ ଦିଅନ୍ତୁ l ଏଥିରେ ଶନି ଦଶା ମଧ୍ୟ ଦୂର ହୋଇ ଯାଇଥାଏ l
7- ଭଗବାନ ଶ୍ରୀ ହନୁମାନଙ୍କୁ ଓଢଣୀ ସହ ଓଢଣୀ ମଧ୍ୟ ଚଢାନ୍ତୁ l ବର୍ଷରେ ଦୁଇ ଥର କରନ୍ତୁ l ମଙ୍ଗଳବାର ଓ ଶନିବାର ଦିନ କରନ୍ତୁ l
8- ବର୍ଷରେ ଦୁଇଥର ନିମ୍ବ,ଓସ୍ତ, ବର,ଓ ସମୀ ଗଛ ଆଦି ଲଗାଇବା l ଯେଉଁ ବ୍ୟକ୍ତି ଗୋଟିଏ ନିମ୍ବ ଓ ଓସ୍ତ, ଦଶଟି ତେନ୍ତୁଳି ଗଛ ଏବଂ ତିନୋଟି ବେଲ, କଇଥ,ଅଁଳା ଗଛ ଲଗାନ୍ତୁ l ଆପଣ କେବେବି ନରକାର ଦର୍ଶନ ପାଇବେନାହିଁ l
9- ବର୍ଷରେ ଥରେ ତୀର୍ଥ ସ୍ଥାନବୁଲିବା ଉଚିତ l
10- ବର୍ଷରେ ଦୁଇ ଥର ପଶୁପକ୍ଷୀମାନଙ୍କୁ ପେଟ ଭରି ଖାଇବାକୁ ଦିଅନ୍ତୁ l ପରିବାରଠାରୁ ସମାନ ପରିମାଣରେ ଟଙ୍କା ନେଇ ଦଶଟି ଗାଈକୁ ଘାସ ଓ କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ l ସବୁ ସଂକଟରୁ ମୁକ୍ତି ପାଇପାରିବେ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।