New Version Ll ଅଜା ନାତୁଣୀ ଙ୍କ ପଣିକିଆ ଜ୍ଞାନ Part :1 Ll Sricharan & Pragnyashree
ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ | ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ | ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ | ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ |
ତାହାଲେ ଠିକ ସେହିପରି ଆପଣଙ୍କ ମନକୁ ଛୁଇଁଲା ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ଜାଣିବା ସେହି ଭାଇରାଲ ଭିଡ଼ିଓ ବିଷୟରେ ଜାଣିବା ।
ଏବେ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେଉ ଥିବା ସେହି ଭିଡ଼ିଓ ଯହ ଦେଖିଲେ ସତରେ ଆଜ୍ଞା ଆପଣ ପ୍ରଶଂସା ନ କରି ରହି ପାରିବେ ନାହିଁ | ତେବେ ସେହି ଭିଡ଼ିଓ ଟି ଦେଖା ଯାଇଛି ଜଣେ କୁନି ପିଲା ର। ତେବେ ଛୋଟ ପିଲା ମାନଙ୍କ ର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହି ଥାଏ। ଆମେ ସେମାନ ଙ୍କ କୁନି ପାଟିରେ ସେମାନ ଙ୍କ କଥା କୁ ଶୁଣି, ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ।
ସେହି ପରି ଏକ କୁନି ଝିଅ ଙ୍କ କଣ୍ଠରେ ଏକ ପଣିକିଆ ଗାଉ ଥିବାର ସଙ୍ଗୀତ ଏବେ ରେକର୍ଡ କରା ଯାଇଛି। ତାଙ୍କ ସହିତ ଗାଉଛନ୍ତି ଆପଣ ଙ୍କ ପ୍ରିୟ ଗାୟକ ଶ୍ରୀ ଚରଣ। ଅଜା ନାତୁଣୀ ଙ୍କ ଏହି ପଣିକିଆ ସଙ୍ଗୀତ ଶୁଣିଲେ ଆପଣ ବି ଖୁସି ହୋଇ ଯିବେ କାରଣ ଏପରି ସଙ୍ଗୀତ ହୁଏତ ଆପଣ ଆଗରୁ କେବେ ଶୁଣିବାକୁ ପାଇ ନ ଥିବେ।
ସେମାନେ ଦୁଇ କେ ଦୁଇ ପାଖ ରୁ ଆରମ୍ଭ କରି ସବୁ ପଣିକିଆ କୁ ସୁନ୍ଦର୍ ଗୀତ ରେ ସଜାଇ ଗାଇ ଚାଲିଛନ୍ତି। ନାତୁଣୀ ଡାକୁଚି ପଣିକିଆ ଆଉ ଅଜା ତାକୁ ନେଇ ଏକ ପଦ ତିଆରି କରି ଗୀତ ବୋଲୁଛନ୍ତି।
ଉଭୟ ଙ୍କ ର ସୁମଧୁର ସ୍ଵର ରେ କିପରି ଭାବରେ ଏହି ଗୀତ କୁ ସେମାନେ ଗାଉଛନ୍ତି ତାହା ଥରେ ଶୁଣନ୍ତୁ। ତେବେ ଏହି କୁନି ଝିଅ ଟି ହେଉଛି ପ୍ରଜ୍ଞାଶ୍ରି ଏବଂ ଅଜା ଭୂମିକା ରେ ଗାଉଥିବା ଏହି ଗାୟକ ହେଉଛନ୍ତି ଆପଣ ଙ୍କ ସମସ୍ତଙ୍କ ପ୍ରିୟ ଶ୍ରୀ ଚରଣ। ସେମାନେ ଯେଉଁ ଭଳି ଭାବରେ ଏ ପଣିକିଆ ଗୀତ କୁ ଗାଉଛନ୍ତି ତାହା ସମସ୍ତ ଙ୍କ ହୃଦୟ କୁ ଛୁଇଁଛି।ଏହାର ଲିରିକ୍ସ ଦେଇଛନ୍ତି ଦେବଦତ୍ତ ଏବଂ ପ୍ରିୟଦର୍ଶିନୀ।