ଦେଖନ୍ତୁ ଭିଡ଼ିଓ – କୁନି ତାରିଣୀ ଙ୍କ ମଜାଳିଆ Tik Tok ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ….

ବର୍ତ୍ତମାନ ର ଦୁନିଆ ହେଉଛି ଇଣ୍ଟରନେଟ ର ଦୁନିଆ।ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।ତେଣୁ ଏବେ କୌଣସି ଏକ ଘଟଣା ଘଟିଲେ ତାହା ସୋସିଆଲ ମିଡ଼ିଆ ରେ ଖୁବ ଶୀଘ୍ର ଭାଇରାଲ ହୋଇ ଯାଏ।ମାତ୍ର ଏହି ଘଟଣା ଯଦି କୌଣସି ସେଲିବ୍ରେଟି ଙ୍କ ହୋଇ ଥାଏ ତାହେଲେ ତାହା ନିଆଁ ପରି ଭାଇରାଲ ହୋଇ ଥାଏ।ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।

ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି। କିନ୍ତୁ ଯଦି ଆମେ ଏହି ଅଭିନେତା ଅଭିନେତ୍ରୀ ଙ୍କ ବିଷୟ ରେ କହିବା ତେବେ ଏମାନେ ସଫଳତା ପାଇବା ପାଇଁ ଖୁବ୍ ପରିଶ୍ରମ କରି ଥାଆନ୍ତି। କିନ୍ତୁ ଏମିତି ଅନେକ ଜଣ ଅଛନ୍ତି ଯେଉଁ ମାନେ ଖୁବ୍ କମ୍ ଦିନ ରେ ସଫଳତା ହାସଲ କରିଛନ୍ତି।

ତେବେ ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବା ସେ କମ୍ ଦିନ ରେ ନୁହଁ ବରଂ ଖୁବ୍ କମ୍ ବୟସ ରେ ଖୁବ୍ ମାତ୍ରା ରେ ସଫଳତା ହାସଲ କରିଛନ୍ତି। ସେ ଆଉ କେହି ନୁହନ୍ତି ତାରା ତାରିଣୀ ଧାରାବାହିକ ରେ ଅଭିନୟ କରୁଥିବା କୁନି ତାରିଣୀ। ସେ ନିଜର ଅଭିନୟ ପାଇଁ ଖୁବ୍ ପରିଚିତ ହୋଇ ପାରିଛନ୍ତି। ତେବେ ଆପଣ ମାନେ ଏହି କୁନି ତାରିଣୀ କୁ ଭଲ ଭାବରେ ଜାଣି ଥିବେ ।

ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରିଣୀ ଧାରାବାହିକ ରେ ଆପଣ ମାନେ ତାରିଣୀ ଙ୍କ ଜବରଦସ୍ତ ଅଭିନୟ ବେଶ୍ ଭଲ ଭାବରେ ଦେଖି ଥିବେ । ତାରା ତାରିଣୀ ଧାରାବାହିକ ରେ ତାରା ଓ ତାରିଣୀ ଙ୍କ ଜବରଦସ୍ତ ଅଭିନୟ ପାଇଁ ତାରା ତାରିଣୀ ଧାରାବାହିକ ଆଜି ତରଙ୍ଗ ଟିଭି ର ନମ୍ୱର୍ ୱାନ ଧାରାବାହିକ ଭାବରେ ପରିଚିତ ହୋଇ ପାରିଛି। ନିଜର ପରିଶ୍ରମ ବଳରେ ତାରିଣୀ ବର୍ତ୍ତମାନ ଘରେ ଘରେ ପରିଚିତ ହୋଇ ପାରିଛନ୍ତି।

ତାଙ୍କର ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି। ତେବେ ସେ ଖୁବ୍ କମ୍ ଦିନରେ ଓ ଖୁବ୍ କମ୍ ଇଣ୍ଡଷ୍ଟ୍ରି ପାଦ ଦେଇ ବହୁତ୍ ସଫଳତା ହାସଲ କରିଛନ୍ତି । ସେ ଦେଖିବାକୁ ଯେତିକି ସୁନ୍ଦର୍ ତାଙ୍କ ଅଭିନୟ ମଧ୍ୟ ସେତିକି ସୁନ୍ଦର୍ ଅଟେ ।ତେବେ ତାଙ୍କୁ ଟିକ ଟକ କରିବା ଖୁବ୍ ପସନ୍ଦ ଅଟେ। ସୁଟିଂ ସେଟ୍ ରୁ ଟିକେ ମାତ୍ର ଫୁରସତ ପାଇଲେ ସେ ନିଜ କୋ ଷ୍ଟାର୍ ମାନଙ୍କ ସହିତ ଟିକଟକ କରିବା ଆରମ୍ଭ କରି ଦିଅନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।