କୁମ୍ଭ ରାଶି ୨୦୨୧ ମସିହାରେ ଭାଗ୍ୟ ଚମକିବ, ଉଭୟ ମହିଳା ଏବଂ ପୁରୁଷ ବାର୍ଷିକ ରାଶିଫଳ
ଆଜି ଆମେ କୁମ୍ଭ ରାଶି ବ୍ୟକ୍ତି ବିଶେଷ ମାନଙ୍କ ର 2021 ବର୍ଷ ଟି କିପରି କଟିବ , କଣ ସବୁ ସେମାନଙ୍କ ଜୀବନ ରେ ଘଟିବ ଏହି ବିଷୟ ରେ ଜାଣିବା। ଯଦି ଆମେ କୁମ୍ଭ ରାଶି ବ୍ୟକ୍ତି ବିଶେଷ ମାନଙ୍କ ବିଷୟ ରେ କହିବା ତେବେ ସେମାନେ ବହୁତ୍ ଖୋଲା ମିଞ୍ଜାସ ର ଲୋକ ଅଟନ୍ତି । ବହୁତ୍ ସହଜ ରେ ଏମାନେ ବହୁତ୍ ଲୋକ ମାନଙ୍କ ସହିତ ମିଶି ଯାଇଥାନ୍ତି ।
ସମସ୍ତ ଙ୍କୁ ଆପଣ ର କରିବାର କଳା ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ଥାଏ। ଆପଣ ମାନେ ପରାଉପକରି , ନ୍ୟାୟ ପ୍ରିୟ ଏହା ସହିତ ଅନ୍ୟ ମାନଙ୍କ ମନ କିଣିବାର ଗୁଣ ଆପଣ ଙ୍କ ପାଖରେ ରହିଛି ।
ଆପଣ ଅଳସୁଆ ସ୍ଵଭାବ ର ହୋଇ ଥାଆନ୍ତି । ଏହି ଅଳସୁଆ ସ୍ଵଭାବ ଯୋଗୁ ଆପଣ ଅସୁବିଧା ରେ ପଡି ଥାଆନ୍ତି । ଏହା ସହିତ ଆପଣ ବହୁତ୍ ଇମୋଷ୍ଣାଲ ସ୍ଵଭାବ ର ହୋଇ ଥାଆନ୍ତି ଯେଉଁ ଇମୋଷ୍ଣଲ ରେ ପଡି ଆପଣ ବେଳେ ବେଳେ ହଇରାଣ ହୁଅନ୍ତି। ଆପଣ ଭାବି ଚିନ୍ତି ନିଷ୍ପତି ନେଇ ଥାଆନ୍ତି । ଜ୍ଞାନୀ ସ୍ଵଭାବ ର ହୋଇ ଥାଆନ୍ତି ଆପଣ ।
ତେବେ ଯଦି ଆମେ 2021 ମସିହା କଥା କହିବା ତେବେ ଏହି ବର୍ଷ ଟି ଆପଣଙ୍କ ପାଇଁ ଯଥେଷ୍ଟ ସଫଳତା ଆଣି ଦେବ । ଏହାର କାରଣ ହେଉଛି ଆପଣଙ୍କ ରାଶି ପାଇଁ ଯିଏ ଧନାଧିପତି ବୃହସ୍ପତି ସେ ଲାଭ ସ୍ଥାନ ରେ ରହିଛନ୍ତି । ଆର୍ଥିକ ସ୍ଥିତି ମଜବୁତ୍ ରହିବ। ଯଦି ଆପଣ ଭାବୁଛନ୍ତି ଆପଣ ଙ୍କ ର ଧନ ସମସ୍ୟା ରହିବ ତେବେ ଚିନ୍ତା କରନ୍ତୁ ନାହିଁ କାରଣ ଏହା କିଛି ସମୟ ପାଇଁ ଦେଖା ଦେଇ ପାରେ କିନ୍ତୁ ଆର୍ଥିକ ସ୍ଥିତି ମୋଟାମୋଟି ଭାବେ ଭଲ ରହିବ । ନୂତନ ଯାନବାହାନ କ୍ରୟ କରିବାର ସମ୍ଭାବନା ରହିଛି। ଭୂମି ମଧ୍ୟ କ୍ରୟ କରି ପାରିବେ।
ବର୍ଷ ର ମଧ୍ୟ ଭାଗରେ ଆପଣ ଜମି, ଗୃହ ଆଦି କଲେ କୌଣସି ଅସୁବିଧା ରହିବ ନାହିଁ । ଆପଣ ଙ୍କ ପାଖରେ ଯେଉଁ ଦକ୍ଷତା ରହିଛି ତାହାକୁ ପ୍ରଦର୍ଶନ କରନ୍ତୁ । ଆପଣ ଙ୍କ ପାଖରେ ଯୋଗ୍ୟତା ରହିଛି , ଦକ୍ଷତା ରହିଛି କିନ୍ତୁ ନିଜକୁ ପ୍ରମାଣ କରିବା ପାଇଁ ପ୍ଲାଟଫର୍ମ ମିଳେ ନାହିଁ ସେହି ସୁଯୋଗ ଏହି ବର୍ଷ ପ୍ରାପ୍ତି ହେବ ।
ଯାହା ଆପଣ ଙ୍କ ପାଇଁ ବହୁତ୍ ସଫଳତା ନେଇ ଆସିବ। ତେବେ ଏହି ବର୍ଷ ଆପଣ ଅଧିକ ସଞ୍ଚୟ କରିବେ। ଶତ୍ରୁ ସଂଖ୍ୟା କମିବ । ଉନ୍ନତି ଆଡ଼କୁ ଅଗ୍ରସର କରିବେ। ଖର୍ଚ୍ଚ କମ୍ ହେବ । ଶିକ୍ଷା କ୍ଷେତ୍ର ରେ ବିଦ୍ୟାର୍ଥୀ ମାନେ କୃତକାର୍ଯ୍ୟ ହେବେ ।
ଅଧିକ ପଢିବା ପାଇଁ ବିଦେଶ ଯାତ୍ରା କରି ପାରନ୍ତି । ପ୍ରତିଯୋିତାମୂଳକ ପରୀକ୍ଷା ରେ କୃତକାର୍ଯ୍ୟ ହେବେ । ଯେଉଁ ମାନେ ସଫ୍ଟୱେର ସେକ୍ଟର ରେ ଅଛନ୍ତି ସେମାନଙ୍କୁ ନିଶ୍ଚିତ ଭଲ ସୁଯୋଗ ମିଳିବ । ସଫଳତା ପ୍ରାପ୍ତି କରିବେ । ପାରିବାରିକ ଶାନ୍ତି ରହିବ। ମହିଳା ମାନେ ବହୁତ୍ ଭଲ ରେ ସମୟ ବ୍ୟତୀତ କରିବେ । କହିବାକୁ ଗଲେ ସେମାନେ ଯେଉଁ ଦୁଃଖ କଷ୍ଟ ରେ ରେ ରହୁଥିଲେ ଏହି ବର୍ଷ ବହୁତ୍ ଖୁସି ରେ ରହିବେ ।
ଯଦି ବିଜିନେସ କରୁଛନ୍ତି ତେବେ ବିଜିନେଶ ରେ ବହୁତ୍ ଲାଭବାନ ହେବେ । ଚାକିରି କ୍ଷେତ୍ର ଟେ ଥିଲେ ଧନ ଉପାର୍ଜନ କରିବା ପାଇଁ ସୁଯୋଗ ମିଳିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।