ହେ ଭଗବାନ ! କୁତ୍ସିତ ମାନସିକତା : କୁକୁରକୁ ବାନ୍ଧି ଦୁଷ୍କର୍ମ କଲେ ଯୁବକ, ଛିଃ ଛିଃ ଏହି ଲଜ୍ୟାଜନକ ଘଟଣା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…..

ପୁଣି ହୀନ ମନ୍ୟତାର ପରିଚୟ ଦେଲା ମଣିଷ। କେତେ ତଳକୁ ମଣିଷ ଖସି ଯାଇପାରେ ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୁମ୍ବାଇ ରେ। ଆପଣ ମାନେ ଜାଣିଛନ୍ତି ଦିନକୁ ଦିନ କିପରି ମହିଳା ମାନଙ୍କ ଉପରେ ଅତ୍ୟାଚାର ସହିତ ଦୁଷ୍କର୍ମ ଆଦି ବଢ଼ିବାରେ ଲାଗିଛି। ନିଜର ହକ ଏବଂ ନ୍ୟାୟ ପାଇବା ପାଇଁ ଏମାନେ ଲଢେଇ କରୁଛନ୍ତି ପ୍ରତିଦିନ।ତେବେ ଏକଥା ଛାଡନ୍ତୁ ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ  ।

ସେକଥା ଶୁଣିଲେ ମଧ୍ୟ ଆପଣଙ୍କ ମୁଣ୍ଡ ଲାଜରେ ତଳକୁ ନଇଁ ଯିବ ଏବଂ ଘୃଣା ବୋଧ ହେବ ଏହିଭଳି ମଣିଷ ଉପରେ।ତେବେ ମୁମ୍ବାଇରେ ଘଟିଛି ଏହିଭଳି ଏକ ଲଜ୍ୟାକର ଘଟଣା।

ଏଠାରେ ଜଣେ ୩୦ ବର୍ଷର ବ୍ୟକ୍ତି ଗୋଟିଏ କୁକୁରକୁ ବାନ୍ଧି ତାକୁ ଦୁଷ୍କର୍ମ କରିଛନ୍ତି।ତେବେ ଜଣା ପଡ଼ିଥିବା ଖବର ଅନୁଯାୟୀ, ଏହି ଘଟଣାଟି ହେଉଛି ପଶ୍ଚିମ ମୁମ୍ବାଇରେ ଏକ ଅଞ୍ଚଳର। ଘଟଣା ଅନୁସାରେ ଏଥିରେ ଅଭିଯୁକ୍ତ ଶୋଭନାଥ ସରୋଜ ଗୁରୁବାର ଦିନ ସଂଧ୍ୟା ସମୟରେ ଏକ କାର୍‌ରେ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ତେବେ ଏହି ବ୍ୟକ୍ତି ଜଣଙ୍କ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲା ।

ଗୁରୁବାର ଦିନ ସେ କୁକୁରକୁ ନିକଟରେ ଥିବା ଏକ ଘରରେ ବାନ୍ଧି ଦେଇଥିଲା ଏବଂ ପରେ ତାକୁ ଦୁଷ୍କର୍ମ କରିଥିଲା ।ଏହି ସମୟରେ କୁକୁରଟି ଭୁକିଥିଲା ଏବଂ କୁକୁର ଭୁକୁଥିବାର ଶବ୍ଧ ଶୁଣି ନିକଟରେ ଥିବା ସିକ୍ୟୁରିଟି ଗାର୍ଡ ସେଠାକୁ ଦୌଡି ଆସିଥିଲେ ।ଏହାପରେ ସେମାନେ ସେଠାରେ କୁକୁରକୁ ଅଚେତ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ ।

ସେମାନେ ଦେଖିଲେ କି କୁକୁରର ଗୁପ୍ତାଙ୍ଗରୁ ରକ୍ତ ବାହାରୁ ଥିଲା ଏବଂ ଅଭିଯୁକ୍ତ ଜଣଙ୍କୁ ଖୋଜା ହେବା ପରେ ଜଣା ପଡିଲା କି ସେଠାରୁ ଫେରାର ହୋଇ ଯାଇଥିଲା ସେ।ତେବେ ଜଣେ ସ୍ୱଚ୍ଛାସେବୀଙ୍କ ଅନୁସାର, ଗୁରୁବାର ଦିନ ସଂଧ୍ୟାରେ ଜଣେ କୁକୁରଙ୍କ ସହିତ ଏପରି ଲଜ୍ୟାଜର ଏବଂ ଅପମାନିତ ଘଟଣାର ରିପୋର୍ଟ ମିଳିବା ପରେ ଏହା ଏବେ ଏକ ଆଲୋଡ଼ନ ସୃଷ୍ଟି କରୁଛି।

ଏହି ଘଟଣା ପରେ ସ୍ବେଚ୍ଛାସେବୀ ଜଣଙ୍କ ଏହା ପରେ ତୁରନ୍ତ ୧୦୦କୁ ଫୋନ୍‌ କରି ଘଟଣା ସଂପର୍କରେ ଅବଗତ କରାଇଥିଲେ ଏବଂ ସବୁ ଜଣାଇଥିଲେ। ତେବେ ଏହାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତକୁ ଗିରଫ କରିଛି ବୋଲି ଜଣାପଡିଛି। ଏହାକୁ ନେଇ ପୋଲିସ ପ୍ରଥମେ ତଦନ୍ତ ଆରମ୍ଭ କରିଥିଲା ଏବଂ ଗିରଫ ପରେ କୁକୁରକୁ ଉଦ୍ଧାର କରା ଯାଇଥିଲା ।

ଏହାପରେ ଅସୁସ୍ଥ କୁକୁରକୁ ପଶୁ ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ସେଠାରେ ଚିକିତ୍ସା ଜାରି ରହିଛି । ଆପଣଙ୍କୁ କହି ରଖୁଛୁ ଯେ ପୂର୍ବରୁ ମୁମ୍ବାଇରେ ଏପରି ଆଉ ଏକ ଘଟଣା ମଧ୍ୟ ଘଟିଥିଲା । ଗୋଟିଏ କୁକୁରକୁ ଦୁଷ୍କର୍ମ କରିଥିବାର ଘଟଣା ସାମ୍ନାକୁ ଆସିଥିଲା ଏବଂ ସେହି ଘଟଣାରେ ମଧ୍ୟ ଜଣେ ଅଟୋ ଚାଳକଙ୍କୁ ଗିରଫ କରା ଯାଇଥିଲା ଯିଏକି ୪୨ ବର୍ଷୀୟ ରହିଥିଲେ। ଏବେ ପୁଣି ସେହି ସମ୍ମାନ ଲଜ୍ୟାର ପୁନରାବୃତ୍ତି ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।