କୁନି ନମିତା ଏମିତି ଗାଇଲେ , ସମସ୍ତେ ଗୀତ ଶୁଣି କାନ୍ଦିଲେ !! Soumyashree … ମାତ୍ର 4 ଘଣ୍ଟାରେ 4826k ରୁ ଅଧିକ ଲୋକ ଦେଖି ସାରିଲେଣି…

ବର୍ତ୍ତମାନ ସାରା ଓଡ଼ିଶାରେ ସିଦ୍ଧାର୍ଥ ଟିଭି ଚ୍ୟାନେଲ ନମ୍ବର ୱାନରେ ରହିଛି। ସେ ଚ୍ୟାନେଲରେ ଅନେକ ରିୟାଲିଟି ଶୋ ଯଥା ସମ୍ପୂର୍ଣ୍ଣ ଲକ୍ଷ୍ମୀ, ରଜ ସୁନ୍ଦରୀ ଓ ମୁଁ ବି ନମିତା ଅଗ୍ରୱାଲ ହେବି ଭଳି ଆଦି ରିୟାଲିଟି ଶୋ ଦେଉଛି। ସେଥି ମଧ୍ୟରୁ ମୁଁ ବି ନମିତା ଅଗ୍ରୱାଲ ହେବି ଏକ ବଡ଼ ରିୟାଲିଟି ସୋ ଅଟେ। ସେହି ଶୋ ରେ ଅନେକ ପ୍ରତିଯୋଗୀ ମାନେ ଭାଗ ନେଇଛନ୍ତି।

ତେବେ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ମୁଁ ବି ନମିତା ଅଗ୍ରୱାଲ ହେବି ଶୋ ରେ, ଜଣେ ପ୍ରତିଯୋଗି ଏଭଳି ଭାବରେ ଗୀତ ଗାଇଛନ୍ତି, ଯାହାକି ନମିତା ଅଗ୍ରୱାଲ ନିଜେ କାନ୍ଦି ପକାଇଛନ୍ତି। ତେବେ ଆସନ୍ତୁ କଣ ରହିଛି ପୁରା ଖବର ଜାଣିବା;

ସୂଚନା ଅନୁଯାୟୀ, ଓଲ୍ଲୀଉଡ଼ ଇଣ୍ଡଷ୍ଟ୍ରିର ନମିତା ଅଗ୍ରୱାଲଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣି ଥିବେ, ସେ ଜଣେ ଆଗ ଧାଡ଼ିର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଭାବରେ ବେଶ ପରିଚିତ ଅଟନ୍ତି। ସେ ସବୁବେଳେ ତାଙ୍କ ସୁମଧୁର କଣ୍ଠରେ ସୁନ୍ଦର ସୁନ୍ଦର ଗୀତ ଗାଇ ଥାଆନ୍ତି।

ସେ ତାଙ୍କ ସୁ ମଧୁର କଣ୍ଠରେ ଗୀତ ଗାଇ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତାଙ୍କ ଗୀତ ସବୁକୁ ପସନ୍ଦ କରିବା ସହିତ ଲୋକ ମାନେ ତାଙ୍କୁ ମଧ୍ୟ ବହୁତ ମାତ୍ରାରେ ପସନ୍ଦ କରି ଥାଆନ୍ତି।

ବର୍ତ୍ତମାନ ସିଦ୍ଧାର୍ଥ ଟିଭି ଚ୍ୟାନେଲରେ ତାଙ୍କ ନାଁ ରେ ଏକ ରିୟାଲିଟି ଶୋ କରା ଯାଇଛି। ଯାହାର ନାମ ରହିଛି ମୁଁ ବି ନମିତା ଅଗ୍ରୱାଲ ହେବି। ଏହି ରିୟାଲିଟି ସୋ ରେ ଅନେକ ନାମୀ ଦାମୀ କଣ୍ଠଶିଳ୍ପୀ ମାନେ ଜଜ ହୋଇ ବସିଛନ୍ତି। ଓଡ଼ିଶାର କୋଣ ଅନୁକୋଣରୁ ପିଲା ମାନେ ଆସି ଏହି ରିୟାଲିଟି ସୋ ରେ ଭାଗ ନେଇଛନ୍ତି। ସୁନ୍ଦର ସୁନ୍ଦର ଗୀତ ଗାଇ ଜଜ ମାନଙ୍କର ମନ କିଣି ନେଉଛନ୍ତି।

ସେହିପରି ଜଣେ କୁନି ଝିଅଙ୍କ କଣ୍ଠରେ ଏକ ସୁନ୍ଦର୍ ଭଜନ ସଙ୍ଗୀତ ଟିଏ ଏବେ ଶୁଣିବାକୁ ମିଳିଛି।ଏହା ଗୀତକୁ ସେ ମୁଁ ବି ନମିତା ଅଗ୍ରୱାଲ ହେବି ଶୋ ରେ ଗାଇଛନ୍ତି। ଯେଉଁ ଭଜନ ଟି ହେଉଛି, ପଥର ତଳେ କାନ୍ଦୁଛି ମାଆ ଭାଗ୍ୟ ତୋ ମୋର।

ସେ ତାଙ୍କର ସୁମଧୁର ସ୍ଵରରେ କିପରି ଭାବରେ ଏହି ଭଜନ ଗାଉଛନ୍ତି ଥରେ ଶୁଣନ୍ତୁ।ଏହି ପିଲାଟିର ନାମ ହେଉଛି ସୌମ୍ୟାଶ୍ରୀ ଆଚାର୍ଯ୍ୟ। ସେ ଯେଉଁଭଳି ଭାବରେ ଏ ଗୀତକୁ ଗାଇଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି ଏବଂ ଆଖିରେ ଲୁହ ଆଣି ଦେଇଛି। ଏହାକୁ ଶୁଣି ସମସ୍ତେ ବହୁତ୍ ଖୁସି ହେବା ସହିତ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।