Vivekam Kids ଦ୍ୱାରା ବହୁତ ସୁନ୍ଦର ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି।ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଭିଡିଓ ଦେଖୁଥିବେ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ପିଲା ମାନଙ୍କର ଡାନ୍ସ ଦେଖିବାକୁ ମିଳିଛି। ଯାହା ଏକ କିଡ ସ୍କୁଲରେ ପିଲାମାନଙ୍କର ଡାନ୍ସର ପ୍ରଗ୍ରାମ ହେଉଛି | ଆଉ ଯେଉଁ ପ୍ରଗ୍ରାମରେ ଛୋଟ ଛୁଆଁ ମାନେ ସେମାନଙ୍କର ଡାନ୍ସ ର ଯାଦୁ ଦେଖାଇଛନ୍ତି |

ତେବେ ଆପଣ ମାନେ ତ ଅନେକ ପ୍ରକାରର ଡାନ୍ସ ର ପ୍ରଗ୍ରାମ ଦେଖିଥିବେ | ତେବେ ଯେତେବେଳେ ଛୋଟ ଛୋଟ ପିଲା ମାନଙ୍କର ଡାନ୍ସ ର କଥା ଉଠେ ସେତେବେଳେ ସମସ୍ତେ ତାହାକୁ ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତି |

ଆଉ ସେହିଭଳି ଏକା ଡାନ୍ସ ର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖା ଯାଉଛି କୁ ବିବେକାନନ୍ଦ କିଡ ସ୍କୁଲ ରେ ପିଲା ମାନଙ୍କର ଡାନ୍ସ ର ପ୍ରଗ୍ରାମ ଚାଲିଛି | ଆଉ ଯାହା ଚାଲୁଥିବା ସମୟରେ ସୁନ୍ଦର ଭାବରେ ଗ୍ରୁପ ରେ ଡାନ୍ସ କରୁଛନ୍ତି ଛୋଟ ଛୋଟ ପିଲା ମାନେ |

ତେବେ ଛୋଟ ଛୋଟ ପିଲା ମାନଙ୍କର ଅଣ୍ଟାକୁ ହଲେଇ ଯେଉଁଭଳି ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ |ତେବେ ଆଜି କାଲି ଯୁଗର ଉନ୍ନତି ଘଟିଲାଣି |

ଲୋକମାନେ ଛୋଟ ବେଳରୁ ପିଲାମାନଙ୍କୁ ପାଠ ପଢେଇବା ସହିତ ଅନେକ କଥା ମଧ୍ୟ ଶିଖାଇଛନ୍ତି | ଆଉ ଗୀତ ନାଚ ସହିତ ପିଲା ମାନଙ୍କର ଆଉ କଣ ପ୍ରତି ବିଶେଷ ଭାବରେ ଆଗ୍ରହ ରହିଛି ତାହାକୁ ଦେଖା ଯାଉଛି ଓ ସେହି ଅନୁସାରେ ପିଲା ମାନଙ୍କୁ ଶିକ୍ଷା ଦିଆଯାଉଛି | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡ଼ିଓ ଦେଖିବାକୁ ମିଳୁଛି କୁନି କୁନି ପିଲା ମାନଙ୍କର |


ତେବେ କୁନି କୁନି ପିଲା ମାନେ ଏତେ ସୁନ୍ଦର ଭାବରେ ଡାନ୍ସ କରୁଛନ୍ତି କି ଯାହାକୁ ଦେଖିବା ପରେ ଆପଣ ମାନଙ୍କ ଓଠ ରେ ମଧ୍ୟ ହସ ଖେଳି ଉଠିବ | ଆଉ ଯାହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ଭାବିବେ ସତରେ କେତେ ସୁନ୍ଦର ଡାନ୍ସ କରୁଚନ୍ତି ମନ ଖୁସି ରେ ପିଲାମାନେ | ଆଉ ସେମାନଙ୍କର ଏହି ଖୁସି କୁ ଦେଖିବାରୁ ଦର୍ଶକ ମାନଙ୍କର ମନ ମଧ୍ୟ ପୁରି ଉଠୁଛି | ଆଉ ସମସ୍ତେ ପିଲାମାନଙ୍କ ର ପ୍ରସଂଶା ମଧ୍ୟ କରୁଛନ୍ତି |ଆଉ ଯେଉଁ ଡାନ୍ସ ର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେଉଛି |