ଦେଖନ୍ତୁ EXCLUSIVE :ଭିଡିଓ – ବାପାଙ୍କୁ ଫେରାଇ ଆଣିବା ପାଇଁ ଗୀତ ଗାଉଛନ୍ତି ହ୍ୟୁମାନ ସାଗର ଙ୍କ କୁନି ଝିଅ…..ମୋ ବାପା ବହୁତ ଭଲ ସେ ଉପକାରୀ ମଣିଷ..ମାତ୍ର 4 ଘଣ୍ଟାରେ 996K ରୁ ଅଧିକ ଲୋକ ଦେଖି ସାରିଲେଣି…
ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।
ତେବେ କେବଳ ସେଲିବ୍ରେଟି ନୁହଁନ୍ତି ବରଂ ତାଙ୍କର ପିଲା ମାନେ ମଧ୍ୟ ଖୁବ ଚର୍ଚ୍ଚା ରେ ରହିଥାନ୍ତି ନିଜ ର ଛୋଟ ଛୋଟ କାମ କୁ ନେଇ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଶା ର ପ୍ରସିଦ୍ଧ ଗାୟକ ତଥା ଓଲିଉଡ ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଙ୍କ ଝିଅ ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଙ୍କୁ ମଧ୍ୟ ବହୁତ ଖୁସି ଲାଗିବ। ତେବେ ଏହି ଭିଡ଼ିଓ ଟି ରେ ଦେଖା ଯାଇଛି କି ହ୍ୟୁମାନ ଙ୍କ ଝିଅ ତାଙ୍କର ବାପା ଙ୍କୁ ମନେ ପକାଇ ଗୀତ ଗାଉଛନ୍ତି।
ତେବେ ଏହି ଭାଇରାଲ ଭିଡ଼ିଓ ଟିରେ ଦେଖା ଯାଇଛି ଯେ, ହ୍ୟୁମାନ ସାଗର ଙ୍କ ଝିଅ ହ୍ୟୁମାନ ଙ୍କ ର ଗୀତ ” ତ ଧଡ଼କନ ର ଧୂନ ମୋ ଛାତି ରେ ଗୀତ ଟି ଗାଉଛନ୍ତି”। ଆଉ ଆଇ ମିସ ୟୁ ବୋଲି କହୁଛନ୍ତି। ତେବେ ଅନ୍ୟ ଏକ ଭିଡ଼ିଓ ରେ ମଧ୍ୟ ହ୍ୟୁମାନ ଙ୍କ ଝିଅ ତାଙ୍କର ଏକ ଗୀତ ରେ ଡ୍ୟାନ୍ସ କରୁ ଥିବାର ଦେଖିବା କୁ ମିଳିଛି। ତେବେ ଛୋଟ ପିଲାଙ୍କ କଥା ତ ଆପଣ ଜାଣିଛନ୍ତି ତାଙ୍କର ଛୋଟ ଛୋଟ କାମ ସବୁ ଆମ କୁ ବହୁତ ଭଲ ଲାଗେ। ଆଉ ବର୍ତ୍ତମାନ ହ୍ୟୁମାନ ଙ୍କ ଝିଅ ର ଏହି ଭିଡ଼ିଓ ଟି ଭାଇରାଲ ହେବା ପରେ , ଏହା ବେଶ ଲୋକପ୍ରିୟ ହୋଇଛି।
ତେବେ କିନ୍ତୁ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ହ୍ୟୁମାନ ସାଗର ଓ ତାଙ୍କର ପତ୍ନୀ ଶ୍ରୀୟା ଙ୍କ ମଧ୍ୟରେ ବିବାଦ ଚାଲିଛି ବୋଲି। ଆଉ ଶ୍ରୀୟା ଥାନା ରେ ଅଭିଯୋଗ କରିବା ପରେ ଅନେକ କଥା ସାମ୍ନା କୁ ମଧ୍ୟ ଆସୁ ଅଛି। ତେବେ ଆମେ ଆଶା କରୁଛନ୍ତି କି ଏହି ସବୁ ସମସ୍ୟା ର ସମାଧାନ ହୋଇଯାଉ ଏବଂ ଦୁହେଁ ପୁଣି ଏକାଠି ହୋଇ ଯାଆନ୍ତୁ ବୋଲି। ତେବେ କିନ୍ତୁ ବର୍ତ୍ତମାନ ହ୍ୟୁମାନ ସାଗର ଙ୍କ ଝିଅ ର ଭିଡ଼ିଓ ଟି ସମସ୍ତ ଙ୍କୁ ବେଶ ଆନନ୍ଦିତ କରି ଦେଇଛି। ତାଙ୍କ କୁନି ଝିଅ ର ଏହି ଭିଡ଼ିଓ ଟିକୁ ଆପଣ ନିଶ୍ଚିତ ଦେଖନ୍ତୁ।