କୁତୁକୁତିଆ ଟ୍ୟୁସନ ଦିଦି ,ପାଠ ବଦଳରେ ପଢାଇଲେ ପ୍ରେମପାଠ ଆଉ ଛାତ୍ରକୁ ଧରି ଚମ୍ପଟ ମାରିଲେ

ତେବେ ଏହି ଘଟଣା ରେ ଜଣେ ଦିଦି କି ଶିକ୍ଷା ଦେଉ ଥିଲେ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ | ପୁଅ ଯାଉ ଥିଲା ପାଠ ପଢିବାକୁ ଟ୍ୟୁସନ ହେବାକୁ ଦିଦି ଙ୍କ ପାଖକୁ ଯାଉ ଥିଲା ଆଉ ଦିଦି କି ପାଠ ପଢାଉ ଥିଲେ କେଜାଣି ଏବେ ଛାତ୍ର ଙ୍କୁ ଧରି କୁଆଡେ ଫେରାର ହୋଇ ଯାଇଛନ୍ତି | ଯାହା ତ ଟ୍ୟୁସନ ଦିଦି ପାଠ ବାହାନା ରେ କିଭଳି ପାଠ ପଢ଼ାଉ ଥିଲେ ତାହା ତ ଆପଣ ମାନେ ଅନୁମାନ କରି ପାରୁ ଥିବେ |

କାରଣ ଛାତ୍ର ଙ୍କୁ ଯେଉଁଭଳି ଭାବରେ ଟ୍ୟୁସନ ଦିଦି ଧରିକି ଫେରାର ହୋଇ ଯାଇଛନ୍ତି ସେଥିରୁ ସ୍ପଷ୍ଟ ଜଣା ପଡୁଛି ପାଠ କମ ପଢାଉ ଥିଲେ କିନ୍ତୁ ଦିଦି ରୋମାନ୍ସ ଅଧିକ କରୁ ଥିଲେ | ପୁଅ କୁ 18 ବର୍ଷ ବେଳକୁ ଦିଦି କୁ ହେଉଛି 30 ବର୍ଷ ଆଉ ଦିଦି ସମ୍ଭାଳି ପାରୁ ନଥିଲେ, ପାଠ ପଢା ନାଁ ରେ ଟ୍ୟୁସନ ନାଁ ରେ ଦିଦି ରୋମାନ୍ସ କରୁ ଥିଲେ |

ଆଉ ଶେଷରେ ଏବେ ଛାତ୍ର ଙ୍କୁ ଧରି ଫେରାର ହୋଇ ଯାଇଛନ୍ତି ତେବେ ଛାତ୍ର ର ଘର ଲୋକ ଙ୍କ ଅବସ୍ଥା ଯେ କଣ ହେଉ ଥିବ ତାହା ଆପଣ ଭାବି ପାରୁ ଥିବେ | ଯେଉଁ ଆଶା ଆଉ ଭରଷା ରେ ପୁଅ ର ଭବିଷ୍ୟତ କୁ ଦେଖି ଦିଦି ଙ୍କ ପାଖକୁ ପାଠ ପଢିବା ପାଇଁ ଛାଡୁ ଥିଲେ ଆଉ ଆଶା ବାନ୍ଧି ଥିଲେ କି ଏହି ଦିଦି ପୁଅକୁ ଏମିତି ପାଠ ପଢ଼େଇବେ ଯେ ସେ ଭବିଷ୍ୟତ ରେ ଯାଇଁ କିଛି ନା କିଛି କରି ଦେଖେଇବ ପରିବାର ର ମାନ ସମ୍ମାନ ବଢ଼ାଇ ଦେବ |

କିନ୍ତୁ ଦିଦି ଆଜି ଯାହା ପାଠ ପଢ଼ାଇଲେ ଏଥିରେ ପରିବାର ର ମାନ ସମ୍ମାନ ତ ଯାହା ଯାଉଛି ପାଖରେ ପୁଅଟିଏ ବି ନାହିଁ | ପ୍ଲସ2 ପଢୁ ଥିବା ପୁଅକୁ ଧରି ଦିଦି ଫେରାର ମାରିଛନ୍ତି |


ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲ ଥାନା ଅନ୍ତର୍ଗତ ନାହାକପଡ଼ା ଗ୍ରାମ ରେ | ସାରଥ ନାହାକଙ୍କ ପୁଅ ହେଉଛନ୍ତି ରାଜୁ ନାହାକ ଆଉ ଗୋଟିଏ ବୋଲି ହିଁ ତାଙ୍କର ପୁଅ ଆଉ ସେ ଟ୍ୟୁସନ କରିବା ପାଇଁ ଦଶପଲ୍ଲା ସ୍ଥିତ ନରସିଂହପୁର ଗ୍ରାମର ଶିକ୍ଷୟତ୍ରୀ ନମିତା ନାୟକ ଙ୍କ ପାଖକୁ ଯାଉ ଥିଲେ | ଆଉ ଦିଦି ନିଜ ପ୍ରେମ ଜାଲରେ ଛାତ୍ର କୁ ଫସାଇ ଥିଲେ |

ତେବେ ପରେ ପରେ ବାପା ଜାଣି ପାରି ସେହି ଶିକ୍ଷୟତ୍ରୀ ଙ୍କ ପାଖରୁ ନିଜ ପୁଅକୁ ଦୂରେଇ ରଖିଲେ ଆଉ ହଷ୍ଟେଲ ରେ ପଢ଼ାଇଲେ | କିନ୍ତୁ ଟ୍ୟୁସନ ଦିଦି ଛାତ୍ର କୁ ଦେଖା କରିବା ପାଇଁ ସେହି ହଷ୍ଟେଲ କୁ ବାରମ୍ବାର ଗଲେ ଆଉ ସେଇଠୁ ରାଜୁ କୁ ଧରି ନମିତା ଫେରାର ମାରିଛନ୍ତି |