କୃମି କୁ ପରିଷ୍କାର କରିବା ପାଇଁ ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ ଶୀଘ୍ର ଦେଖନ୍ତୁ – Health tips

ବର୍ତମାନ ସମୟରେ ଅନେକ ଲୋକ ବା ପିଲା ମାନେ କୃମି ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି l ଶେଷରେ ମଧ୍ୟ ଅଧିକ ବଡ଼ ରୋଗ ବରଣ କରୁଛନ୍ତି l ଅନ୍ତ୍ରନଳୀ ଆମ ଶରୀରର ସନ୍ତୁଳନ ରକ୍ଷା କରିଥାଏ l ଯେମିତି କି ଆମ ଦେହରେ ସମସ୍ତ ବର୍ଜ୍ୟ ବସ୍ତୁକୁ ବାହାର କରିଥାଏ l

କିନ୍ତୁ ଆମର କିଛି ଛୋଟ ଛୋଟ କାରଣ ଯୋଗୁଁ ଆମ ଶରୀର ର ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗକୁ ନଷ୍ଟ କରିଦେଉ l ଆଜି ଚାଲନ୍ତୁ ଜାଣିବା କଣ କଲେ ଆମ ଶରୀର ରୁ କୃମି କୁ ଆମେ ପରିଷ୍କାର କରିବା କରା ଯାଏ l

ଏହା କମ ପାଣି ପିଇବା l ପାଣି କୁ ନ ଫୁଟେଇ ପିଇବା ଯୋଗୁଁ ଆମ ଶରୀର ରେ ସବୁଠୁ ଅଧିକାର ଦାଇ ହୋଇ ଥାଏ l ତେଣୁ କେବେବି କମ ପାଣି ପିଅନ୍ତୁ ନାହିଁ ଏପରି କଲେ ଆମ ଶରୀରରେ ଅଧିକ କୃମି ଦେଖାଯାଏ l ଅଧିକ ମେଡ଼ିସିନ ଖାଇଲେ ଆମ ଶରୀରେ ନର୍ଭ ଗୁଡ଼ିକ ଦୁର୍ବଳ ହୋଇ ଯାଏ, ଯାହାକୁ ଯୋଗୁଁ ରକ୍ତ ଭଲ ଭାବରେ ପ୍ରଭାବିତ ହୋଇ ନଥାଏ l ଏହା ହେଲେ ଏହାର ଅନେକ ଲକ୍ଷଣ ମଧ୍ୟ ରହି ଥାଏ l

ଯଥା :-ଶରୀର କୁଣ୍ଡେଇ ହେବ, କଷ୍ଟ କାଠିନ୍ୟ ହେବ l ଭୋକ ଲାଗିବ ନାହଁ l ଏମିତି ଅନେକ ଲକ୍ଷଣ ମଧ୍ୟ ଦେଖାଯାଏ l ତେବେ ଚାଲନ୍ତୁ କଣ କଲେ ଏହି କୃମି ରୋଗ ରୁ ଆମେ ଭଲ ହୋଇ ଯିବା l ଏହି ସରଳ ଉପାୟ ରେ ଆମେ କୃମି କୁ ବାହାର କରି ପାରିବା l

1, ପ୍ରଥମେ ଆମେ ବଡ ଲୋକ ହୋଇ ଥିଲେ 20 ଟି ତୁଳସୀ ପତ୍ର କୁ ପେଷ୍ଟ କରି ଏକ ଗ୍ଲାସ ରେ ରଖି ଗରମ କରନ୍ତୁ ଏମିତି ଏହାକୁ ଫୁଟେଇ ବେ ଯେମିତି ପାଣି ତାର ଅଧା ହୋଇ ଯିବ l ଏହା ପରେ ଆପଣ ମାନେ ଏହାକୁ ଚା ଭଳି ପିଅନ୍ତୁ l ଆସ୍ତେ ଆସ୍ତେ ଭଲ ହୋଇ ଯିବେ l
ଆମେ ପ୍ରତି ଦିନ ଗରମ ପାଣିରେ ଈଓକଲିଟିସ ଲୀକୁଇଂଡ କୁ ଦୁଇ ଟୋପା ପକେଇ ପ୍ରତି ଦିନ ବାମ୍ଫ ନିୟନ୍ତୁ l

ଈଓକଲିଟିସ ରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଇମ୍ୟୁନିଟି ଆଦି ରହି ଥାଏ l ତେଣୁ ଫୁସଫୁସ ଜନିତ ରୋଗ ଭଲ ହୋଇ ଥାଏ l ଲିଟର ପାଣି କୁ ଗ୍ୟାସ ରେ ଗରମ କରନ୍ତୁ ଏହି ଗରମ ପାଣିରେ କିଛି ଅଦା ବଟା, କିଛି ହଳଦୀ, ଗୋଟେ ପିଆଜ କୁ ପକାନ୍ତୁ l ଏଥିରେ 2 ଚାମଚ ମହୁ ଦେଇ ଫୁଟାନ୍ତୁ 1 ଗ୍ଲାସ ହୋଇ ଗଲେ ଏହାକୁ ପିଅନ୍ତୁ l ଏହି ପରି ମାସ କୁ ଠାରେ କରନ୍ତୁ l କୌଣସି ଏମିତି କରନ୍ତୁ ଆସ୍ତେ ଆସ୍ତେ କୃମି ଭଲ ହୋଇ ଯିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।