Breaking news –ଶେଷରେ ମୁଖ୍ୟମନ୍ତ୍ରୀ ନେଲେ ବଡ ନିଷ୍ପତି …ଆଜି ସମସ୍ତ ଚାଷୀଙ୍କ ଆକାଉଣ୍ଟଙ୍କୁ ପଠାଇଲେ କାଳିଆ ଟଙ୍କା ! ତୁରନ୍ତ ପୋଷ୍ଟଟି ପଢନ୍ତୁ ଏବଂ ସମସ୍ତ ବିବରଣୀ ଜାଣନ୍ତୁ…
ଚାଷୀ ଙ୍କ ଆକାଉଣ୍ଟ କୁ ପଠା ଗଲା କାଳିଆ ଟଙ୍କା ।ପବିତ୍ର ଓଡିଶା ଦିବସ ଅବସରରେ ରାଜ୍ୟ ର 34 ଲକ୍ଷ ରୁ ଅଦିକ ଚାଷୀ ଙ୍କ ଖାତା କୁ କାଳିଆ ଯୋଜନା ରେ 693,94 କୋଟି ଟଙ୍କା ପ୍ରଦାନ କରାଯାଇଛି । ରବି ଋତୁ ପାଇଁ ଚାଷୀ ଙ୍କ ଆକାଉଣ୍ଟ କୁ ଏହା ଟଙ୍କା ପ୍ରଦାନ କରା ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଓଡିଶା ଦିବସ ରେ ଚାଷୀ ଭାଇ ଭଉଣୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।ସେ କହିଛନ୍ତି ଆଜି ଠାରୁ ନୂଆ ଆର୍ଥିକ ବର୍ଷ 2021-22 ଆରମ୍ଭ ହୋଇଛି । ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ସାରିବା ପରେ ଚାଷୀ ଙ୍କ କଲ୍ୟାଣ କାର୍ଯ୍ୟ କ୍ରମ ରୁ ମୁଁ ଆଜି ନୂଆ ଆର୍ଥିକ ବର୍ଷ ଆରମ୍ଭ କରୁଛି ।କାଳିଆ ଯୋଜନା ଆମର ଏକ ଗୁରୁତ୍ୱ ପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ ।
ପୂର୍ବ ରୁ ଗତ କିଛି କିସ୍ତି ମାଧ୍ୟମ ରେ ଓଢିଶା ବାସୀ ମାନଙ୍କୁ କାଳିଆ ଟଙ୍କା ଦିଆ ଯାଇଥିଲା ଏବଂ ସେଥିରେ ବହୁତ ଗରୀବ ଚାଷୀ ମାନେ ଉପକୃତ ହୋଇଥିଲେ । କରୋନା ମହାମାରୀ ଯୋଗୁଁ ଲୋକମାନେ ବହୁତ ମାତ୍ରାରେ ପ୍ରଭାବିତ ହୋଇଥିଲେ ।
ଗରୀବ ଚାଷୀ ମାନେ ଅଧିକ ମାତ୍ରାରେ ପ୍ରଭାବିତ ଓ ହଇରାଣ ହୋଇଥିଲେ ।ତେଣୁ ରାଜ୍ୟ ସରକାର ରାଜ୍ୟ ବାସୀ ମାନଙ୍କୁ ସ୍ୱବଲମ୍ବୀ କରିବା ପାଇଁ , ଆର୍ଥିକ ସ୍ଥିତି କୁ ଦେଖି ଗତ ଦୁଇ ମାସ ତଳେ 5000 ଟଙ୍କା ଲେଖାଏଁ କାଳିଆ ଟଙ୍କା ଦେଇଥିଲେ ।ସେଥିରେ ଗରୀବ ଚାଷୀ ମାନେ ବହୁତ ଖୁସି ହୋଇଥିଲେ ଏବଂ ସେମାନଙ୍କର ଆର୍ଥିକ ସମସ୍ୟା ଦୂର ହୋଇଥିଲା ।
ରାଜ୍ୟ ସରକାର ଙ୍କ ଏଭଳି ନିଷ୍ପତ୍ତି ରେ ରାଜ୍ୟବାସୀ ବହୁତ ଖୁସି ଅଛନ୍ତି ।ତେଣୁ ଏହି ଯୋଜନା ରେ 34 ଲକ୍ଷ ଚାଷୀ ଙ୍କ ବ୍ୟାଙ୍କ ଖାତାକୁ 700 କୋଟି ଟଙ୍କା ଜମା କରିଛନ୍ତି ।ରବି ଋତୁ ପାଇଁ ଚାଷୀ ଙ୍କୁ ସାହାଯ୍ୟ କରିବା ପାଇଁ ନବୀନ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।ସେହିପରି 17 ଲକ୍ଷ ଭୂମିହୀନ ଗରୀବ ଲୋକ ଲାଭବାନ ହୋଇଛନ୍ତି ବୋଲି କହିଛନ୍ତି ।ଏଥି ଯୋଗୁଁ ଚାଷୀ ମାନଙ୍କ ଆର୍ଥିକ ସ୍ଥିତି ରେ କିଛି ଟା ସୁଧାର ଆସିବ ଏବଂ ସେମାନେ ସ୍ୱବଲମ୍ବୀ ହୋଇ ପାରିବେ ।
କୋଭିଡ୍ ର ସ୍ଥ୍ଥିତି କୁ ନେଇ ଏପରି ନିଷ୍ପତ୍ତି ନିଆ ଯାଇଛି ବୋଲି ସୂଚନା ମିଳୁଛି ।ତେଣୁ ତାଲିକା ଅନୁସାରେ ଯେଉଁ ମାନେ ପ୍ରକୃତ ଚାଷୀ ସେମାନଙଅକ ଖାତାକୁ ଟଙ୍କା ପଠାଯାଇଛି । ଯେଉଁମାନେ ଜମି ହୀନ , ଭୂମି ହାନ , ଭାଗ ଚାଷୀ ଏବଂ ଛୋଟ ବଡ ଚାଷୀ ଙ୍କୁ ମଧ୍ୟ ଟଙ୍କା ଦିଆ ଯାଉଛି ।
ତେଣୁ ରାଜ୍ୟ ସରକାର 34 ଲକ୍ଷ ରୁ ଅଧିକ ଚାଷୀଙ୍କ ଖାତାକୁ ଟଙ୍କା ପଠାଇଛ୍ତି । ଆଗମୀ କିସ୍ତି କୁ ମଧ୍ୟ କାଳିଆ ଟଙ୍କା ଦେବାକୁ ରାଜ୍ୟ ସରକାର ଚିନ୍ତା କରିଛନ୍ତି , ଯେଉଁମାନେ କାଳିଆ ଟଙ୍କା ତାଲିକା ରୁ ବାଦ୍ ପଡିଯାଇଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।