କୋଣାର୍କ ମନ୍ଦିର କିଏ ନିର୍ମାଣ କରି ଥିଲେ ? କେବଳ ବୁଦ୍ଧିମାନ ଲୋକହିଁ ଏହାର ଉତ୍ତର ଦେଇ ପାରିବେ

ଆଜିର ଏହି ପ୍ରତିଯୋଗିତାପୂର୍ଣ୍ଣ ଦୁନିଆରେ ସମସ୍ତେ ପରୀକ୍ଷାରେ ଭଲ ନମ୍ବର ପଛରେ ଗୋଡାଉଛନ୍ତି।ତେଣୁ ସେମାନେ ବାହାର ଦୁନିଆ ର ଖବର ବା ଜ୍ଞାନ ଆହରଣ କରି ପାରୁ ନାହାଁନ୍ତି।ଯାହାଦ୍ୱାରା ସେମାନେ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି ସତ କିନ୍ତୁ ବାହାର ଦୁନିଆ ରେ ଏକା ଚଳି ପାରୁ ନାହାଁନ୍ତି।

ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁ ରେ ମଧ୍ୟ ସେମାନେ ଏହି ସବୁ ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାଁନ୍ତି।ତେଣୁ ଦୁନିଆ ରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆର ଜ୍ଞାନ ବିଷୟରେ ଜାଣିବା ଆବଶ୍ୟକ।ତେଣୁ ଆଜି ଆମେ ଆପଣଙ୍କୁ ଆମ ଦେଶ ଓ ରାଜ୍ୟ ସମ୍ବନ୍ଧିତ ଏବଂ ବିଜ୍ଞାନ ଓ ଆମ ଶରିର ସମ୍ପର୍କିତ ୧୩ ଗୋଟି ଚତୁର ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ।

ଏହି ପ୍ରଶ୍ନ ଗୁଡ଼ିକ ଆପଣଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ।ତେଣୁ ଆପଣ ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଓ ଏହାର ଉତ୍ତର କୁ ଧ୍ୟାନ ଦେଇ ମନେ ରଖନ୍ତୁ। କାରଣ ଏହା ଭବିଷ୍ୟତ ରେ ଆପଣଙ୍କ କାମରେ ଆସି ପାରେ।ତେବେ ଆସନ୍ତୁ ଜାଣିବା ସେହି ୧୩ ଟି ପ୍ରଶ୍ନ ଓ ସେମାନଙ୍କର ଉତ୍ତର ବିଷୟରେ;

୧:- ଭୂମିକମ୍ପ ର ତୀବ୍ରତା କେଉଁ ସ୍କେଲରେ ମପା ଯାଏ?

ଉତ୍ତର:- ରିକ୍ଟର ସ୍କେଲ।ଭୂମିକମ୍ପ ର ତୀବ୍ରତା ରିକ୍ଟର ସ୍କେଲରେ ମପା ଯାଏ।

୨:- ଗୋଟିଏ ଟେଷ୍ଟ କ୍ରିକେଟରେ ଏକ ପାଳି ରେ ୧୦ ଉଇକେଟ୍ ନେଇ ଥିବା ଏକ ମାତ୍ର ଭାରତୀୟ ବୋଲର କିଏ?

ଉତ୍ତର:- ଅନୀଲ କୁମ୍ବଲେ ଯିଏକି ଗୋଟିଏ ଟେଷ୍ଟ କ୍ରିକେଟରେ ଏକ ପାଳି ରେ ୧୦ ଉଇକେଟ୍ ନେଇ ଥିବା ଏକ ମାତ୍ର ଭାରତୀୟ ବୋଲର।

୩:- କେଉଁଟି ବିଶ୍ୱର ସବୁଠାରୁ ବଡ଼ କୋଠା ଘର?

ଉତ୍ତର:- ବୁର୍ଜ ଖଲିଫା।ଏହାକୁ ବିଶ୍ୱର ସବୁଠୁ ଲମ୍ବା ଟାୱାର ବା ସବୁଠାରୁ ଉଚ୍ଚ କୋଠା ଘର ମଧ୍ୟ କହି ପାରିବା।

୪:- ଭାରତରେ ସୂର୍ଯ୍ୟ ଙ୍କର ପହିଲି କିରଣ ସର୍ବ ପ୍ରଥମେ କେଉଁ ରାଜ୍ୟରେ ପଡ଼ି ଥାଏ?

ଉତ୍ତର:- ଭାରତରେ ସୂର୍ଯ୍ୟ ଙ୍କର ପହିଲି କିରଣ ସର୍ବ ପ୍ରଥମେ ଅରୁଣାଚଳ ପ୍ରଦେଶ ରାଜ୍ୟରେ ପଡ଼ି ଥାଏ।

୫:- ଓଡ଼ିଶାର ବୃହତ୍ତମ ମେଳା ର ନାମ କଣ ଅଟେ?

ଉତ୍ତର:- କଟକ ରେ ଆୟୋଜିତ ହେଉ ଥିବା ବାଲି ଯାତ୍ରା।

୬:- ଓଡ଼ିଶାର କେଉଁ ସ୍ଥାନର ଅନ୍ୟ ନାମ ପଦ୍ମ କ୍ଷେତ୍ର?

ଉତ୍ତର:- କୋଣାର୍କ।

୭:- କଟକ ର ପୁରାତନ ନାମ କଣ?

ଉତ୍ତର:- ବିଡାନାସି ।

୮:- ବିଶ୍ୱର ଉଚ୍ଚତମ ପର୍ବତ ଶୃଙ୍ଗର ନାମ କଣ?

ଉତ୍ତର:- ବିଶ୍ୱର ଉଚ୍ଚତମ ପର୍ବତ ଶୃଙ୍ଗର ନାମ ଏଭରେଷ୍ଟ ।

୯:- ଅଶୋକ ସ୍ଥମ୍ଭ କେଉଁ ଠାରେ ଅବସ୍ଥିତ?

ଉତ୍ତର:- ସାରନାଥ।

୧୦:- କୋଣାର୍କ ମନ୍ଦିର କିଏ ନିର୍ମାଣ କରି ଥିଲେ ?

ଉତ୍ତର:- ଲାଙ୍ଗୁଳା ନରସିଂହ ଦେବ କୋଣାର୍କ ମନ୍ଦିର ନିର୍ମାଣ କରି ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।