କୋଣାର୍କ ଗଣନାଟ୍ୟ.. ଝୁଲରେ ନିତାଇ ଝୁଲ | omm kumar ଙ୍କ କଣ୍ଠରୁ ଶୁଣନ୍ତୁ ପ୍ରଥମ ଥର..16 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ସୋସିଆଲ ମିଡିଆ ରେ ଅନେକ ପ୍ରକାର ର ଭିଡିଓ ମାନ ଭାଇରାଲ ହେଉଥିବା ର ଆପଣ ମାନେ ଦେଖିବା କୁ ପାଉଥିବେ ତେବେ ବେଳେ ବେଳେ କିଛି ଏଭଳି ଦୃଶ୍ୟ ଦେଖିବା କୁ ମିଳିଥାଏ ଆମ କୁ ଯାହା ଆପଣ ଙ୍କ ମନ କୁ ବହୁତ ଖୁସି କରେଇ ଦେଇଥାଏ । ଆଉ କୁହାଯାଏ ନାଚ ଆଉ ଗୀତ ରେ ରହିଥାଏ ଏକ ସ୍ୱତନ୍ତ୍ର ଯାଦୁ ଯାହା ଦର୍ଶକ ମାନଙ୍କ ର ମନ ରେ ଘର କରିବା ସହିତ ସେମାନ ଙ୍କୁ ମଧ୍ୟ ସେହି ନାଚ ର ସ୍ୱର ରେ ଝୁମେଇ ଦେଇଥାଏ । ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଦେଖିବା କୁ ମିଳିଛି ସେଥିରେ ମଧ୍ୟ ସେମିତି କିଛି କଥା ଦେଖା ଯାଉଛି ।
ଆଉ ଯେଉଁଠି ନିଜର ସ୍ବର ର ଯାଦୁ ରେ ଦର୍ଶକ ଙ୍କ ମନ ରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇଛନ୍ତି ଷ୍ଟେଜ ରେ ଗାଉଥିବା ଯୁବକ ଜଣ ଙ୍କ ତାହେଲେ ଦେଖନ୍ତୁ ଭାଇରାଲ ହେଉଥିବା ସେହି ଭିଡିଓ ଟି ଉପରେ ଟିକିଏ ନଜର ପକାନ୍ତୁ ।
ଓମ କୁମାର କୋଣାର୍କ ଗଣନାଟ୍ୟ ତରଫ ରୁ ଅଞ୍ଚର କ୍ରିଷ୍ଣା କୁମାର ଙ୍କ କଣ୍ଠ ରୁ ଶୁଣିବା କୁ ମିଳିଛି ଏକ ଦମଦାର ଭଜନ ଗୀତ ଆଉ ଯେଉଁ ଗୀତ ଟି ରେ ଯୁବକ ଜଣକ ତାଙ୍କର ସୁ ମଧୁର କଣ୍ଠ ର ଯାଦୁ ରେ ଦର୍ଶକ ମାନ ଙ୍କ ର ମନ ରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି । “ଝୁଲ ରେ ନିତାଇ ଝୁଲ ” ଭଜନ ଗୀତ ରେ ଷ୍ଟେଜ ଉପରେ ସମସ୍ତ ଙ୍କ ର ମନ ହରଣ କରୁଥିବା ର ଦେଖିବା କୁ ମିଳିଛି ।
ଗୀତ ରେ ଏମିତି କିଛି ବିଶେଷତ୍ୱ ରହିଛି ଯାହା ଆମ କୁ ସବୁ ଦୁଃଖ କୁ ଦୁରେଇ ଦେଇକି ମନରେ ଶାନ୍ତି ଭରି ଦିଏ ବୋଲି କୁହାଯାଇଛି । ଆଉ ଏଠାରେ ଦେଖିବା କୁ ମିଳିଛି କି କୋଣାର୍କ ଯାତ୍ରା ମଞ୍ଚ ରେ ସେହି ଭଳି କିଛି ଧମାଲ ମୋଚେଇ ଛନ୍ତି ଯୁବକ ଜଣକ ଆଉ ତାହା ସହିତ ତାଙ୍କର ଗୀତ ରେ ସାଥ ଦେଇଛନ୍ତି ମ୍ୟୁଜିକ ସିଆନ ମାନେ । ଆଉ ଯାହା ଫଳରେ ଗୀତ ଟି ଆହୁରି ସୁନ୍ଦର ହୋଇ ଯାଇଛି । ଆଉ ଯାହା ଦର୍ଶକ ମାନଙ୍କର ମନ କୁ ମଧ୍ୟ ଛୁଇଁଛି ବୋଲି ଜଣା ପଡିଛି ।
ଆପଣ ମାନେ ଦେଖିଥିବେ କି ଯେତେବେଳେ ଯାତ୍ରା ଟେ ଗୋଟିଏ ସ୍ଥାନ ରେ ହୋଇଥାଏ ସେତେବେଳେ ଷ୍ଟେଜ ରେ ପ୍ରଥମେ ଗୀତ ରୁ ଆରମ୍ଭ ହୋଇଥାଏ । ଆଉ କୁହାଯାଏ କି ଯ ଦି ଗୀତ ଟି ଭଲ ହୋଇଥାଏ ତାହେଲେ ତାହା ସମ୍ପୂର୍ଣ୍ଣ ଯାତ୍ରା କୁ ମଧ୍ୟ ଭଲ କରିଥାଏ । ତେବେ ଏଠାରେ ଓ଼ମ ଙ୍କର ଏହି ଗୀତ ଟି ଦର୍ଶକ ମାନ ଙ୍କୁ ବେଶ ପସନ୍ଦ ଆସିଛି । ଆଉ ଯାହା ଏବେ ସୋସିଆଲ ମିଡିଆ ରେ ବେଶ ଭାଇରାଲ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।