ଯାତ୍ରା କୋଣାର୍କ ଗଣନାଟ୍ୟ ରେ Ollywood ଆଇଟମ ଡ୍ୟାନ୍ସର ବିଦୁସ୍ମିତା ( Bidusmita ) କଲେ କମାଲ… ମାତ୍ର 4 ଘଣ୍ଟାରେ Million Plus ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ ଆଉ ନାଚ ସହିତ ଗୀତ ରେ ଝୁମିବାକୁ ଲାଗିବେ । ତେବେ ଏଠାରେ ଦେଖୁବାକୁ ମିଳିଛି କି ଅଲିଉଡ ଇଣ୍ଡୋଷ୍ଟ୍ରି ର ଜଣେ ବେଶ ଜଣା ଶୁଣା ଅଭିନେତ୍ରୀ, ଆଉ ଯାହାଙ୍କର ଅଭିନୟ ର ଯାଦୁ ସମସ୍ତଙ୍କୁ କରିଛି ମୋତୁଆଲା ଓ ସମସ୍ତେ ତାଙ୍କର ଡାନ୍ସ ର ମଧ୍ୟ ଦିୱାନା

ସେ ଆଉ କେହି ନୁହନ୍ତି ଆମ ସମସ୍ତଙ୍କର ଅତି ପ୍ରିୟ ଆଇଟମ୍ ଗାର୍ଲ ବିଦୁସ୍ମିତା । ଆଉ ଯାତ୍ରା ର ମଞ୍ଚରେ ସେ ନିଜର ଧମାଲ ଦେଖାଇ ଦର୍ଶକ ଙ୍କର ମନକୁ ମୋହି ନେଇଛନ୍ତି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ନଜର ପକାଇବା ।ତେବେ ବିଦୁସ୍ମିତା ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ସେ ଅନେକ ଫିଲ୍ମ କରିବା ସହିତ ଅନେକ ଅନେକ ଆଇଟମ୍ ସଂଗ୍ ରେ ମଧ୍ୟ ତାଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖିବା ପାଇଁ ପାଇଥିବେ। ଫିଲ୍ମ ରେ ସେ ନିଜ ଅଭିନୟ ର ଜଲୱା କୁ ଦେଖାଇ ଓଡିଶା ର ଘରେ ଘରେ ପ୍ରତେକ ଲୋକ ଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ଏହି ସୁନ୍ଦର କଳାକାର ଜଣଙ୍କ ।ଆଉ ଯାହା କୁହାଯାଉଛି କି ବିଶେଷ କରି ନୂଆ ବୋହୂ ସିରିଏଲ କରି ଲୋକ ମାନଙ୍କର ପ୍ରଶଂସା ସହିତ ଭଲ ପାଇବା କୁ ମଧ୍ୟ ସାଉଁଟିଛନ୍ତି ସେ ।


ଆଉ ବର୍ତ୍ତମାନ ଦେଖିବାକୁ ମିଳିଛି କି କୋଣାର୍କ ଗଣନାଟ୍ୟ ର ଯାତ୍ରା ମଞ୍ଚରେ ନିଜର ଏକ୍ଟିଙ୍ଗ ସହିତ ଗୀତ ଓ ନାଚ ର ଜଲୱା ଦେଖାଇଛନ୍ତି ସେ ମଞ୍ଚ ଉପରେ ।ଆଉ ସମସ୍ତଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଛନ୍ତି । ଆଉ ଯାହା ଦେଖିବାକୁ ମିଳିଥିଲା କି ବିଦୁସ୍ମିତା ଙ୍କୁ ଦେଖିବା ପାଇଁ ଲୋକ ମାନଙ୍କର ଭିଡ଼ ମଧ୍ୟ ସେଠାରେ ଦେଖିବାକୁ ମିଳିଥିଲା । ଆଉ ତାହା ସହିତ ଦର୍ଶକ ମାନଙ୍କର ଭଲ ପାଇବା ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଯାତ୍ରା ମଞ୍ଚରେ ନିଜର ପ୍ରତିଭା କୁ ଦେଖାଇ ସମସ୍ତଙ୍କର ମନରେ ଘର କରି ଛନ୍ତି ଆଇଟମ୍ ଗାର୍ଲ ବିଦୁସ୍ମିତା ।

ତେବେ ସେ ଯାତ୍ରା ମଞ୍ଚରେ ପ୍ରଥମେ ତାଙ୍କର ନୂଆ ବୋହୂ ସିରିଏଲ ର ଅଭିନୟର କିଛି ଝଲକ ଦେଖାଇଥିଲେ । ଆଉ ତାହା ପରେ ସେ ତାଙ୍କର ଡାଇଲଗ୍ ରେ ଦର୍ଶକ ମାନଙ୍କର ମନକୁ କିଣିବା ସହିତ ତାହା ପରେ ନିଜର ଡ୍ୟାନ୍ସ ର କମାଲ ରେ ସମସ୍ତଙ୍କ ମନକୁ କିଣି ନେଇଛନ୍ତି ଓଲିଉଡ୍ ର ଏହି ହଟ୍ ଡ୍ୟାନ୍ସୟ ଜଣଙ୍କ। ଆଉ ଉପସ୍ଥିତ ଦର୍ଶକ ମାନଙ୍କର ହୃଦୟକୁ ଛୁଇଁବା ସହିତ ଟୋକା ମାନଙ୍କର ମନକୁ ମଧ୍ୟ ଘାଇଲା କରାଇଛନ୍ତି। ଆଉ ତାଙ୍କ ସହିତ ଝୁମି ଯାଇ ଦର୍ଶକ ମାନେ ମଧ୍ୟ ନାଚିବାକୁ ଲାଗିଥିଲେ । ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।