ଆଣ୍ଠୁ ଗଣ୍ଠି ବାତ ର ଘରୋଇ ଉପଚାର, ୧୦୦% ଗ୍ୟାରେଣ୍ଟି ଭଲ ହେବ

ଆଜି ଆମେ ଜାଣିବା ୟୁରିକ୍ ଏସିଡ ରୁ ହେଉ ଥିବା ସମସ୍ୟା ଓ ଏହାକୁ ଭଲ କରିବାର ଉପାୟ ବିଷୟ ରେ। ୟୁରୀକ୍ ଏସିଡ ଶରୀର ରେ ବଢ଼ି ଯିବା ଏବେ ସାଧାରଣ ଅଟେ । ଆମେ ଶରୀର ଖାଦ୍ୟ ରୁ ଅନେକ ପ୍ରକାର ପୋଷକ ତତ୍ତ୍ଵ ସଂଗ୍ରହ କରି ଥାଏ ସେଥି ମଧ୍ୟରୁ ୟୁରିକ ଏସିଡ ମଧ୍ୟ ରହିଥାଏ । ଆମ କିଡିନୀ ସେହି ଏସିଡ କୁ ଅଲଗା କରି ମୂତ୍ର ମାଧ୍ୟମ ରେ ନିଷ୍କାସିତ କରିଥାଏ ।

କିନ୍ତୁ ଯଦି ଏହାର ମାତ୍ରା ବଢ଼ିଯାଏ ତେବେ ଶରୀର ଏହାକୁ ନିଷ୍କାସିତ କରି ପାରେ ନାହିଁ ଯାହା ଦ୍ଵାରା ଅନେକ ଗମ୍ଭୀର ସମସ୍ୟା ଦେଖାଯାଏ କେମିତି କୁ ଆଣ୍ଠୁ ଫୁଲିବା , ନାଲି ପଡ଼ିବା , ଛୁଞ୍ଚି ପରି ଫୁଟି ଯିବା ଇତ୍ୟାଦି କିଡ଼ିନୀି ସ୍ତୋନା ଓ କିଡିନୀ ଜନିତ ଅନେକ ସମସ୍ୟା ଦେଖାଯାଏ ।

କିନ୍ତୁ ଯଦି ଏହି ସମସ୍ୟା କୁ ଅଣଦେଖା କରାଯାଏ ତେବେ ଏହା ଗମ୍ଭୀର ରୂପ ଧାରଣ କରି ଥାଏ ଏହା ଆମ ହାଡ଼ ରେ ଜମା ହୋଇ ଗଣ୍ଠି ବାତ ପରି ରୋଗ କୁ ସୃଷ୍ଟି କରି ଥାଏ । ଯଦି ସକାଳୁ ଉଠି ସାରିବା ପରେ ଆପଣ ଙ୍କ ଦେହ ପେନ୍ କରୁଚି ତେବେ ଏହା ମଧ୍ୟ ସେହି ୟୂରିକ୍ ଏସିଡ ଯୋଗୁ ହୋଇଥାଏ । ତେବେ ଆଜି ଆମେ ଏହାକୁ ଭଲ କରିବାର ସହଜ ଓ ସରଳ ଉପାୟ ବିଷୟ ରେ ଜାଣିବା ଏହା ସହିତ କେଉଁ ସବୁ ଜିନିଷ ପ୍ରତି ଗୁରୁତ୍ବ ଦେବାକୁ ପଡ଼ିବ ସେହି ବିଷୟ ରେ ମଧ୍ୟ ଜାଣିବା ।

ପ୍ରଥମେ ଲାଉ ଓ ଜୁଆଣି ଓ ଗୋଲମରିଚ ଗୁଣ୍ଡ । ପ୍ରଥମେ ଲାଉ ର ଚୋପା ବାହାର କରି ଏହାର ଯୁସ ପ୍ରସ୍ତୁତ କରନ୍ତୁ। ଏହା ପରେ ଏଥିରେ ଗୋଲମରିଚ ଗୁଣ୍ଡ ରୁ ଗୋଟିଏ ଚାମଚ୍ ଓ ଜୁଆଣି ଗୁଣ୍ଡ ର ଏକ ଚାମଚ୍ ପକାଇ ଏହାର ସେବନ କରନ୍ତୁ। ୟୁରିକ ଏସିଡ ଆମ ଶରୀର ର ବିଷାକ୍ତ ପଦାର୍ଥ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ ।

ତେବେ ଲାଉ ଆମ ଶରୀର ରୁ ବିଷାକ୍ତ ପଦାର୍ଥ ସହିତ ୟୁରିକ ଏସିଡ କୁ ମଧ୍ୟ ନିଷ୍କାସିତ କରିଥାଏ । ଏହା ସହିତ ଏଥିରେ ଗୋଲ ମରିଚ ଗୁଣ୍ଡ ଓ ଜୁଆଣି ମିଶାଇବା ଦ୍ଵାରା ଏହାର ପ୍ରଭାବ ଦୁଇ ଗୁଣ ଅଧିକ ହୋଇଯାଏ । ତେବେ ଏହି ଯୁସ ସାତ ଦିନ ସେବନ କରିବା ଫଳରେ ଆପଣ ଙ୍କ ୟୁରିକ ଏସିଡ ସମସ୍ୟା ଦୂର ହୋଇ ଥାଏ ।

ଦ୍ଵିତୀୟ ରେ , ଗିଲାୟ ଯୁସ ର ବ୍ୟବହାର କରିବା ଦ୍ଵାରା ବହୁତ୍ ପ୍ରକାର ରୋଗ ରୁ ମୁକ୍ତି ମିଳି ଥାଏ । ୟୁରିକି ଏସିଡ ଓ ଗଣ୍ଠି ବାତ ସମସ୍ୟା କୁ ଗିଲାୟ ଯୁସ ଭଲ କରିଥାଏ । ଏହା ବହୁତ୍ ପୁରାତନ କାଳ ରୁ ବ୍ୟବହାର କରାଯାଉ ଅଛି । ତେବେ ଏହା ଆପଣ ଙ୍କୁ କୌଣସି ବି ଔଷଧ ଦୋକାନ ରୁ ମିଳିଯିବ। ଆମ ରକ୍ତ ରେ ୟୁରୀକ ଏସିଡ ମାତ୍ରା ଅଧିକ ହେଲେ ଆମ ଶରୀର ରେ ପ୍ରୋଟିନ ଟିଆରି କ୍ଷମତା କମି ଯାଇଥାଏ।

ତେବେ ଆମ୍ଲା ଓ ଆଲୋବରା ଯୁଷ ଏହି ସମସ୍ୟା କୁ ଦୁର କରୁଥାଏ । ଆଲୋବରା ଆମ ପେଟ ଜନିତ ସମସ୍ୟା ଦୂର କରିଥାଏ ।ତେବେ ୟୂରିକ ଏସିଡ ଭଲ କରିବା ପାଇଁ ଭିଟାମିନ C ର ଆବଶ୍ୟକ ଥାଏ ଯାହା ଆମ୍ଲ ଯୁସ ରୁ ମିଳି ଥାଏ । ତେବେ ଏହି ସମସ୍ୟା ଥିଲେ ଅଧିକ ମାତ୍ରା ରେ ପାଣି ପିଇବା ଉଚିତ୍ ଯାହାଦ୍ବାରା ପରିସ୍ରା ମାଧ୍ୟମ ରେ ଏହା ଶରୀର ରୁ ବାହାରି ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।