କଣ ପାଇଁ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଓଡିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, Buddhaditya ! ପ୍ରକୃତ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଭିତରେ ରହିଯିବେ…..

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ବିଷୟରେ କହିବୁ ଯାହାକୁ ହୁଏତ ଆପଣ ମାନେ ଜାଣିବା ପାଇଁ ନିଶ୍ଚିତ ଚାହିୁଁଥିବେ । ଆପଣ ମାନେ ଅନେକ ଫିଲ୍ମ କଳାକାର ମାନଙ୍କୁ ଜାଣିଥିବେ ଏବଂ ସେମାନଙ୍କ ମଧ୍ୟରୁ କେହି ଜଣେ ଆପଣଙ୍କର ପ୍ରିୟ ମଧ୍ୟ ଥିବେ ଯାହାକୁ ଆପଣ ମାନେ ବହୁତ ଭଲ ପାଉଥିବେ । ଏହା ସହିତ ସେ କଲାକାରଙ୍କ ବିଷୟରେ ପ୍ରତ୍ୟେକ କଥା ଜାଣିବା ପାଇଁ ଆପଣ ମାନେ ବହୁତ ଚେଷ୍ଟା କରୁଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଜଣେ କଳାକାରଙ୍କ ବିଷୟରେ କହିବୁ ଯାହାକୁ ଆପଣ ମାନେ ବହୁତ ଭଲ ପାଆନ୍ତି ଏବଂ ତାଙ୍କର ଗୋଟିଏ କତା ବିଷୟରେ ଜାଣିବା ପାଇଁ ମଧ୍ୟ ଚେଷ୍ଟା କରନ୍ତି ।

ଆମେ ଆପଣ ମାନଙ୍କୁ ଯେଉଁ କଳାକାରଙ୍କ କଥା କହୁଛୁ ସେ ହେଉଛନ୍ତି ଓଲିଉଡ ଫିଲ୍ମ ଜଗତର ପ୍ରସିଦ୍ଧ କଳାକାର ବୁଦ୍ଧାଦିତ୍ୟ ମହାନ୍ତି , ଯାହାଙ୍କର ପ୍ରାୟତଋ 30 ରୁ ଅଧିକ ଫିଲ୍ମ ରହିଛି । ଏହା ସହିତ ସେ ବହୁତ ସୁନ୍ଦର ଆକ୍ଟିଙ୍ଗ ମଧ୍ୟ କରନ୍ତି ।

ସେ ଅନେକ ଫିଲ୍ମରେ ହିରୋ ହୋଇଥିବା ବେଳେ ଅନେକ ଫିଲ୍ମରେ ନେଗେଟିଭ ରୋଲ ମଧ୍ୟ କରିଛନ୍ତି । ମାତ୍ର ସେ ଯେଉଁ ପ୍ରକାର ଅଭିନୟ କଲେ ମଧ୍ୟ ସମସ୍ତ କ୍ଷେତ୍ରରେ ନିଜର ଅଭିନୟର କଳା ଲୋକମାନଙ୍କୁ ଦେଖାଇଛନ୍ତି । ତେବେ ଆପଣ ମାନେ ବୁଦ୍ଧାଦିତ୍ୟଙ୍କ ବିଷୟରେ ଅନେକ କଥା ଜାଣିବା ପାଇଁ ଚାହୁଁଥିବେ ଏପରିକି ସେ କାହିଁକି ଏତେ ବର୍ଷ ହେବ ବିବାହ କରିନାହାନ୍ତି ସେ ବିଷୟରେ ଜାଣିବା ପାଇଁ ବହୁତ ଚେଷ୍ଟା କରୁଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟରେ କହିବୁ କି ବୁଦ୍ଧାଦିତ୍ୟ କାହିଁକି ଏତେ ବର୍ଷ ହେବ ବିବାହ କରିନାହାନ୍ତି ।

ବୁଦ୍ଧାଦିତ୍ୟ ନିଜ ପରିବାର ସହିତ ଭୁବନେଶ୍ୱରରେ ରୁହନ୍ତି ତାଙ୍କର ବାପା ମା ସହିତ ଜମେ ଭଉଣଈ ମଧ୍ୟ ଅଛନ୍ତି । ସେ ଓଲିଉଡ ରେ କାମ କରିବା ବ୍ୟତୀତ ଅନେକ ହିନ୍ଦୀ ସିରିଏଲରେ ମଧ୍ୟ କାମ କରିଛନ୍ତି ।

ବୁଦ୍ଧାଦିତ୍ୟଙ୍କର ବର୍ତ୍ତମାନ ବୟସ ପ୍ରାୟତଃ 40 ପାଖାପାଖି ହେବ ମାତ୍ର ସେ ଏବେ ପର୍ଯ୍ୟନ୍ତ ବିବାହ କରିନାହାନ୍ତି । ତେବେ ସେ ଏବେ ପର୍ଯ୍ୟନ୍ତ ବିବାହ ନକରିବାର କାରଣ ହେଉଛି କି ସେ ଜଣେ ଝିଅକୁ ଭଲ ପାଉଥିଲେ ।

ତେବେ ଭଲପାଉଥିଲେ ମାତ୍ର ସେ ଝିଅଟି ତାଙ୍କୁ ଧୋକା ଦେଇଥିଲା । ତେବେ ଧୋକା ପାଇବା ପରେ ସେ ଆଉ ବିବାହ କରିବାର ମନ ବୋଳାଇ ନାହାନ୍ତି କି ତାଙ୍କୁ ଏବେ ପର୍ଯ୍ୟନ୍ତ ଉପଯୁକ୍ତ ଜୀବନସାଥୀ ମିଳିନାହିଁ । ମାତ୍ର ସେ ଯେମିତି ଜୀବନସାଥୀ ଚାହିଁଛନ୍ତି ସେମିତି ଜୀବନସାଥୀ ମିଳିଲେ ସେ ନିଶ୍ଚିତ ବିବାହ କରିବେ ବୋଲି କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।