OMG ! ଓଡ଼ିଆ ଅଭିନେତା Sidhanta And Anu Choudhury ଙ୍କ ଷ୍ଟେଜ ଉପରେ ” Hot ” ରୋମାଣ୍ଟିକ ସିନ… ଦେଖନ୍ତୁ ଭାଇରାଲ Video
ଓଡ଼ିଶାର ଘରେ ଘରେ ପରିଚିତ ସମସ୍ତଙ୍କର ପ୍ରିୟ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ କିଏ ବା ନଜାଣେ । ସେ ତାଙ୍କର ମିଠା କଥା ସାଙ୍ଗକୁ ଆକର୍ଷଣୀୟ ବ୍ୟକ୍ତିତ୍ଵ ପାଇଁ ସବୁବେଳେ ଲୋକ ମାନଙ୍କ ର ପ୍ରଥମ ପସନ୍ଦ ପାଲଟି ଅଛନ୍ତି। କିଏ ବା ତାଙ୍କୁ ଭଲ ନପାଏ। ଏଭଳି ଜଣେ କଳାକାର ଓଡ଼ିଆ ସିନେମା ଜଗତ ପାଇଁ ଗର୍ବ ଏବଂ ଗୌରବ ର ପ୍ରତୀକ ଅଟନ୍ତି।
ଯାହାଙ୍କର ରହିଛନ୍ତି ଅଗଣତି ପ୍ରଶଂସକ। ଦୀର୍ଘଦିନ ଧରି ସେ ତାଙ୍କର ହସ ହସ ମୁଖ ସାଙ୍ଗକୁ ଦମଦାର ଅଭିନୟ ସହିତ ଆକର୍ଷଣୀୟ ବ୍ୟକ୍ତିତ୍ଵ ପାଇଁ ବେଶ୍ ପରିଚିତ। ଆଉ ତାଙ୍କର ଏହି ଭଳି ଗୁଣ ତାଙ୍କୁ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ହକ୍ ଦାର କରିଛି।
ଆଉ ସେଥିପାଇଁ ତାଙ୍କର ପ୍ରଶଂସକ ମାନେ ତାଙ୍କ ପାଇଁ ପାଗଳ।ସେ ଦେଖିବାକୁ ଯେତିକି ହାଣ୍ଡ୍ସମ ଅଭିନୟ ମଧ୍ୟ ତାଙ୍କର ସେତିକି ଦମଦାର। ଅନେକ ଘଟଣାକୁ ନେଇ ସେ ବହୁତ୍ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି।ଆପଣ ତ ଜାଣିଛନ୍ତି କେବଳ ଅଭିନୟ ପାଇଁ ନୁହଁ ବରଂ ନିଜର ମାନବିକତା, ଉଦାରତା ଏବଂ ବଳିଷ୍ଠ ବ୍ୟକ୍ତିତ୍ବ ପାଇଁ ସେ ଅଧିକ ପରିଚିତ। ଓଡ଼ିଶାର ଅନେକ ପ୍ରଶଂସକ ତାଙ୍କୁ ଅନୁସରଣ କରିଥାନ୍ତି। ତାଙ୍କର ମଜା ମସ୍ତି ମଧ୍ୟ ଟିକିଏ ନିଆରା।କିନ୍ତୁ ସେ ସୋସିଆଲ ମିଡ଼ିଆରେ ବହୁତ୍ କମ୍ ଆକ୍ତିଭ ଥିବା ଦେଖିବାକୁ ମିଳେ।
ସେହିପରି ଓଡ଼ିଆ ଫିଲ୍ମ୍ ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ହେଉଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ। ଯିଏକି ନିଜର ଜବରଦସ୍ତ ଅଭିନୟ ପାଇଁ ଅନେକ ପ୍ରଶଂସା ସାଉଁଟି ସାରିଛନ୍ତି।ସେ ଫିଲ୍ମ୍ ରେ ହିରୋଇନ୍ ଭାବରେ ବେଶ୍ ଦମଦାର ଭୂମିକାରେ ଅଭିନୟ କରିଥାଆନ୍ତି। ତାଙ୍କ ଲୁକ୍ସ ଏବଂ ଅଭିନୟରେ ସମସ୍ତେ ଆଜିବି ଦିବାନା ଅଟନ୍ତି।
ତେବେ ବର୍ତ୍ତମାନ ସମୟରେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ଚୁଲବୁଲି ନାୟିକା ଅନୁ ଚୌଧୁରୀଙ୍କ ଏକ ଦମଦାର ରୋମାଣ୍ଟିକ ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଚାଲନ୍ତୁ ଜାଣିନେବା କଣ ରହିଛି ସେହି ଭିଡିଓରେ,
ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ବର୍ତ୍ତମାନ ସମୟରେ ଅନେକ ଚ୍ୟାନାଲ୍ ରେ ବିଭିନ୍ନ ପ୍ରକାର ଶୋ ସବୁ ଅନୁଷ୍ଟିତ ହେଉଛି ଓଡିଶାର କୌଣ ଅନୁକୌଣରେ ଥିବା ଲୋକମାନଙ୍କର ପ୍ରତିଭା ଦେଖାଇବା ପାଇଁ ସୁଯୋଗ ଦେଉଛି । ସେହିପରି ଷ୍ଟାର ମ୍ୟୁଜିକର ସେମି ଫାଇନାଲ ଶୋରେ ଦେଖିବା ପାଇଁ ମିଳିଛି ସିଦ୍ଧାନ୍ତ-ଅନୁଙ୍କର ଦମଦାର ପର୍ଫମାନ୍ସ । “ସିନେ ଷ୍ଟାରର ଖୋଜ “ର ମହାମଞ୍ଚରେରେ ଅଡିଏନ୍ସ ମାନଙ୍କ ଅଭିନୟ କେମିତି ଜୀବନ୍ତ ହେବା ଉଚିତ ତାହାର କିଛି ଝଲକ ଦେଖାଇବାକୁ ଲାଗିଥିଲେ ସିଦ୍ଧାନ୍ତ ଆଉ ଅନୁ ଚୌଧୁରୀ |
ଆଉ ଆଡିଶନରେ ଭାଗ ନେଇ ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ କିପରି କଥାକୁ କୋନଭିନ୍ସ କରିବାକୁ ପଡେ ତାହାର କିଛି ଝଲକ୍ ଦେଖାଇଛନ୍ତି । ତେବେ ରୋମାଣ୍ଟିକ ଯୋଡ଼ି ଭାବରେ ପରିଚିତ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀଙ୍କର ଏହି ରୋମାଣ୍ଟିକ ଅଭିନୟକୁ ଦେଖିବା ପରେ ଉପସ୍ଥିତ ଦର୍ଶକମାନେ ସଂମ୍ପୂର୍ଣ୍ଣ ଭାବରେ ମୋତିଆଲା ହେଇ ଯାଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।