ଭାଇରାଲ ହେଲା ଡାକ୍ତରଙ୍କ ରୋମାନ୍ସ ଭିଡିଓ । କିଛି ନିକଟବର୍ତ୍ତୀ ଲୋକମାନେ ଏହି ଭିଡିଓ କୁ ଗୁପ୍ତ ଭାବରେ ଭାଇରାଲ କରିଛନ୍ତି, ଛୋଟ ପିଲାମାନେ ଭିଡ଼ିଓ ଟିକୁ ଦେଖନ୍ତୁ ନାହିଁ….

ଦୁନିଆରେ ଦିନକୁ ଦିନ ପ୍ରେମକୁ କଳଙ୍କିତ କରିବାରେ ଲାଗିଛନ୍ତି କିଛି ବ୍ୟକ୍ତି ବିଶେଷ। କୁହାଯାଏ ଯାହା ମାଧ୍ୟମରେ ଆନନ୍ଦର ପରିତୃପ୍ତିର ସାଧିତ ହୁଏ ତାହା ହିଁ ପ୍ରେମ।ପ୍ରେମରେ ଜଣେ ଜଣକୁ ନିଃସ୍ଵାର୍ଥପର ଭାବେ ଭଲ ପାଇଥାଏ।ଯେଉଁଠି କି କିଛି ବି ପରିସ୍ଥିତିରେ ସେ ନିଜ ଜୀବନକୁ ବଜି ଲଗାଇବା ପାଇଁ ପ୍ରସ୍ତୁତ ଥାଏ। ପ୍ରେମ ର ଅନୁଭବ ରେ ପୁଲକିତ ହୋଇ ପ୍ରେମୀ ଯୁଗଳ ସମାଜ ଠାରୁ ବହୁ ଦୂରକୁ ଚାଲିଯଇଥାଆନ୍ତି। ସେଥିପାଇଁ ସେମାନଙ୍କୁ ସମାଜ ସହ ଲଢେଇ କରିବା ପାଇଁ ପଡ଼େ।

ଆଉ ସବୁ କିଛି କୁ ଭୁଲି ବିନା ଭୟରେ ସେମାନେ ନିଜ ପ୍ରେମକୁ ପାଇବା ପାଇଁ ପଣ କରି ଦୁନିଆ ସହ ଲଢ଼ନ୍ତି।ପ୍ରେମରେ ଥାଏ ତ୍ୟାଗ,ସେଠାରେ ଅନ୍ୟ କିଛିର ସ୍ଥାନ ନାହିଁ।

ପ୍ରେମରେ ଜଣେ ଅନ୍ୟ ଜଣକର କଥାକୁ ସମ୍ମାନ ଦେଇ ଥାଆନ୍ତି। ସେଠାରେ ଅସମ୍ମାନର ପ୍ରଶ୍ନ ଉଠେ ନାହିଁ।ମାତ୍ର ଆଜିକାଲିର ଯୁବ ପିଢୀ ପ୍ରେମକୁ ବଜାର ର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି।ଏଠାରେ କହିବା ବାହୁଲ୍ୟ କି ପ୍ରେମ ର ମାନେ ଆଜିକାଲିର ଯୁବ ପୀଢ଼ି ଦୈହିକ ସମ୍ପର୍କ ଭାବେ ବିବେଚନା କରୁଛନ୍ତି।

ପିତା ମାତା ଙ୍କ କଥା କୁ ଅବମାନନା କରି ନିଜସ୍ଵ ନିଷ୍ପତିରେ ଅଟଳ ରହୁଛନ୍ତି। ଯେଉଁଥିରେ କାମନା, ବାସନା ଭରି ରହିଛି।ନିଜସ୍ଵ ସ୍ବାର୍ଥ ହାସଲ ପରେ ପ୍ରେମିକ ପ୍ରେମିକା ପରସ୍ପର କୁ ଧୋକା ଦେଉଛନ୍ତି।

ଯାହା ଦ୍ୱାରା ଅନେକ ଜୀବନ ଅସମୟରେ ହାନି ହେଉଛି।ଯୁବକ ଯୁବତୀ ପାଠ ପଢ଼ାରେ ମନ ନିବେଶ ନକରି ସ୍ବାର୍ଥ ସର୍ବସ୍ବ ହୋଇ ଭୁଲ ନିଷ୍ପତିକୁ ଗ୍ରହଣ ମଧ୍ୟ କରୁଛନ୍ତି। ତେବେ ନିକଟ ଅତୀତରେ ଏଭଳି କିଛି ଅଭାବନୀୟ ଘଟଣା ଘଟି ଯାଇଛି ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ମାତ୍ରାରେ ପ୍ରସାରିତ ହବାରେ ଲାଗିଛି।ଘଟଣାଟି କେଉଁ ସ୍ଥାନରେ ଘଟିଛି ତାହା ଏବେ ମଧ୍ୟ ଅଜ୍ଞାତ। ମାତ୍ର ଭିଡିଓ ଟି ଅତିରିକ୍ତ ଅଶ୍ରୀଳ ଅଟେ।ଯେଉଁ ଦେବ ଭୂମିରେ ଡାକ୍ତରଙ୍କୁ ଭଗବାନ ବୋଲି ବିବେଚନା କରାଯାଏ।

ମାତ୍ର ଯଦି ଡାକ୍ତର ହୋଇ କୌଣସି ବ୍ୟକ୍ତି ବା ମହିଳା ଖରାପ କାର୍ଯ୍ୟରେ ଲିପ୍ତ ରୁହନ୍ତି ତେବେ ଏଠାରେ ସମସ୍ତ ଡାକ୍ତରଙ୍କ ସ୍ଥିତି କୁ ନିମ୍ନ ଦୃଷ୍ଟିରେ ଦେଖାଯାଉଛି। ଭିଡିଓ ଟି କିଛି ଏହିପରି ଥିଲା।କୌଣସି ଏକ ହସ୍ପିଟାଲ ରେ ଜଣେ ମହିଳା ଡାକ୍ତର ନିଜ ପାଖେ ଚିକିତ୍ସିତ ଜଣେ ପୁରୁଷ ରୋଗୀକୁ ନିଜ ଶୋଇବା ଘରକୁ ନେଇ ତାଙ୍କ ସହ ଖରାପ ସମ୍ପର୍କ ରଖିଛନ୍ତି।

ଯାହାକି କୌଣସି ବ୍ୟକ୍ତିଙ୍କ ଦ୍ଵାରା କ୍ୟାମେରାରେ ରେକଡ୍ ହୋଇଛି। କିନ୍ତୁ ପୁରୁଷ ଜଣକ ଡାକ୍ତରଙ୍କ ପ୍ରେମିକ କି ନୁହେଁ ଏଯାଏ ତଥ୍ୟ ହସ୍ତଗତ ହୋଇନାହିଁ।ମାତ୍ର ଏଭଳି ନିମ୍ନମାନର କାର୍ଯ୍ୟ ପାଇଁ ଯେ ସମାଜ କଳୁଷିତ ହେଉଛି ତାହା କହିଲେ ଭୁଲ ହେବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।