ଖୁସି ଖବର ! ୧୫ ହଜାରରୁ କମ୍ ଦରମା ପାଉଥିବା କର୍ମଚାରୀଙ୍କୁ ସରକାରଙ୍କ ବଡ ଉପହାର ! ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….
ଏବେ ଏବେ ଆସିଛି କିଛି ନୂଆ ଅପଡେଟ ଯାହା ଆପଣ ମାନେ ନିହାତି ଜାଣିବା ଆବଶ୍ୟକ।ସମଗ୍ର ବିଶ୍ବ ବର୍ତ୍ତମାନ କୋରୋନା ଭାଇରସ ସହିତ ଲଢେଇ କରୁ ଅଛି । ତେବେ ଏହି ଭାଇରସ ଟି ଚୀନ୍ ଦେଶ ରୁ ଆସି ସମସ୍ତ ବିଶ୍ଵ କୁ ବ୍ୟାପି ଯାଇ ଅଛି । ଏହି ଭାଇରସ ରେ ଭାରତ ବହୁତ୍ ପରିମାଣ ରେ ମଧ୍ୟ ସଂକ୍ରମିତ ହୋଇ ରହିଛି। ଏହି ଭାଇରସ ଟି ମାର୍ଚ୍ଚ ମାସ ରୁ ଚିହ୍ନଟ ହେବା ସତ୍ୱେ ମଧ୍ୟ ଆଜି ଯାଏ ଏହାର କୌଣସି ପ୍ରତିଷେଧକ ଟୀକା ପ୍ରସ୍ତୁତ ହୋଇ ପାରି ନାହିଁ ।
ଅନେକ ଲୋକ ଏହି ଭାଇରସ ରେ ମୃତ୍ୟୁ ବରଣ କରି ସାରିଲେଣି। ସରକାର ଏହି ଭାଇରସ ର ସଂକ୍ରମଣ କୁ ରୋକିବା ପାଇଁ ସରକାର ଦେଶ ଲକ୍ ଡାଉନ୍ ମଧ୍ୟ ଜାରି କରିଥିଲେ । ତେବେ ଅଧିକ ଦିନ ଜାଏ ଲୋକ ମାନେ ନିଜ କାର୍ଯ୍ୟ ନକରି ପାରି ହଇରାଣ ହେଉ ଥିବା ରୁ ସରକାର ଲୋକ ମାନଙ୍କୁ ବଜାର ସହର ଯିବା ପାଇଁ ଅନୁମତି ଦେଇଛନ୍ତି କେବଳ ଅତି ଆବଶ୍ୟକ କ୍ଷେତ୍ର ରେ । ତେଣୁ ଅନେକ ଲୋକ ନିଜ ଜୀବନ କୁ ବାଜି ରେ ଲଗାଇ ଚାକିରି କରୁଛନ୍ତି ତେଣୁ ସରକାର ଏହି ଲୋକ ମାନଙ୍କ ପାଇଁ ଏକ ନୂଆ ସୁବିଧା ନେଇ ଆସିଛନ୍ତି ।
ଏବେ ଏବେ ଆସିଛି କିଛି ନୂଆ ଅପଡେଟ ଯାହା ଆପଣ ମାନେ ନିହାତି ଜାଣିବା ଆବଶ୍ୟକ । ଆପଣ ମାନେ ତ ଜାଣିଥିବେ ସରକାର ସବୁବେଳେ କିଛି ନା କିଛି ନୂଆ ଯୋଜନା ମାଧ୍ୟମ ରେ ବିଭିନ୍ନ ସୁବିଧା ମାନ ନେଇ ଆସିଥାଏ ଯାହା ଗରିବ ଲୋକ କିମ୍ବା ସାଧାରଣ ଲୋକ ମାନଙ୍କ ପାଇଁ । ଏମିତି କିଛି ନୂଆ ଯୋଜନା ଆସିଛି ମାଧ୍ୟମ ବର୍ଗ ର ଲୋକ ମାନଙ୍କ ପାଇଁ ଯାହାକି ୧୫ ହଜାର ରୁ କମ ଦରମା ପାଉ ଥିବା ଲୋକ ମାନଙ୍କୁ ବର୍ତ୍ତମାନ ଅଧିକ ଦରମା ମିଳିବା ପାଇଁ ଯାଉଚି ।
ଏହା ମୋଦି ସରକାର ଙ୍କ ପକ୍ଷରୁ ଗରିବ ଲୋକ ମାନଙ୍କ ପାଇଁ ଏକ ଉପହାର ସଦୃଶ୍ୟ ଅଟେ । ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କରନା ସଂକ୍ରମଣ ହେବା ପରେ ମୋଦି ସରକାର ସମସ୍ତ ଙ୍କୁ ଆତ୍ମନିର୍ଭର ହେବା ପାଇଁ ଆହ୍ବାନ ଦେଇଥିଲେ ଯାହା ଦ୍ଵାରା ସମସ୍ତ ଦେଶବାସୀ ଆତ୍ମନିର୍ଭରଶୀଳ ହୋଇ ପାରିବେ ।
ତେବେ ସେହି ଆତ୍ମନିର୍ଭର ଯୋଜନା ଦ୍ବାରା ଏବେ ସରକାର ଏହି ନୂଆ ଯୋଜନା ଲଞ୍ଚ କରିଛନ୍ତି ଯାହା ଦ୍ଵାରା ୧ ଅକ୍ଟୋବର ୨୦୨୦ ରୁ ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ କମ୍ପାନୀ ଓ ଅନ୍ୟ ୟୁନିଟ ଦ୍ୱାରା କାମ କରୁଥିବା କର୍ମଚାରୀ ମାନଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ରିଟାର୍ମେଣ୍ଟ ଫଣ୍ଡ ରେ ଅଂଶ ଗ୍ରହଣ କରି ପାରିବେ । ଏହି ଯୋଜନା ଅନୁସାରେ ଏବେ କର୍ମଚାରି ଓ ୧୨ ପ୍ରତିଶତ ଓ ନିଯୁକ୍ତିଦାତା ୧୨ ପ୍ରତିଶତ ଭବିଷ୍ୟନିଧି କୋଷ(ଇପିଏଫ୍)ର ବୋଝ ନିଜେ ଉଠାଇବେ ।
ତେବେ କରନା ଭାଇରସ ର ସଂକ୍ରମଣ ଯୋଗୁ ଅନେକ ଲୋକ ଚାକିରି ହରାଇ ବସିଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।