ଖୁସି ଖବର – ଖାତା କୁ ଆସିଲା E-Shram Card ର ପ୍ରଥମ କିସ୍ତି ର ଟଙ୍କା ଖାତା କୁ ଆସି ନଥିଲେ ଏହି ଫର୍ମ ଭରାନ୍ତୁ

ତେବେ ଆପଣ ମାନେ ତ ଜାଣିଛନ୍ତି ଅନ୍ୟ ଦେଶ ର ସରକାର ଙ୍କ ଉପେକ୍ଷା ଏହି ଭାରତ ଦେଶ ର ସରକାର ଜନ ସାଧାରଣ ଙ୍କ ପାଇଁ ଅନେକ ନୂଆ ନୂଆ ଯୋଜନା କରିଛନ୍ତି | ଆମ ଦେଶ ରେ ରହୁ ଥିବା ଅନେକ ଦରିଦ୍ର ଅଭାବୀ ମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ କିଛି କରିଛନ୍ତି ଯାହାକୁ କହିଲେ ମଧ୍ୟ ସରିବ ନାହିଁ | ଯୁବ ପିଢ଼ି ଙ୍କ ପାଠ ପଢା ରୁ ଆରମ୍ଭ କରି ବୃଦ୍ଧ ମାନଙ୍କ ଖର୍ଚ୍ଚ ପର୍ଯ୍ୟନ୍ତ ସରକାର ସମସ୍ତ ବ୍ୟବସ୍ଥା ଦେଇଛନ୍ତି ଯାହା ଦ୍ୱାରା ଲୋକ ମାନେ ତାଙ୍କର ଅନେକ ଅସୁବିଧା ରୁ ଦୂରେଇ କି ରହି ପାରୁଛନ୍ତି |

ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ଶ୍ରମିକ ଓ ଅସଂଗଠିତ ଶ୍ରମିକ ଙ୍କ ପାଇଁ ଆଉ ଏକ ନୂଆ ଯୋଜନା ଆରମ୍ଭ କରି ଥିଲେ ଯାହାକୁ ଆପଣ ବେସ ଭଲ ଭାବରେ ଜାଣି ଥିବେ |

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଇ ଶ୍ରମ କାର୍ଡ ଏକ ନୂଆ ଯୋଜନା ଆରମ୍ଭ କରି ଥିଲେ , କିନ୍ତୁ ବର୍ତ୍ତମାନ ଆପଣ ଜାଣି ଖୁସି ହେବେ ଯେ ଯାହାକି ଏବେ ସେହି ଇ ଶ୍ରମ କାର୍ଡ ପ୍ରଥମ କିସ୍ତି ବ୍ୟାଙ୍କ ଖାତା କୁ ଆସି ସାରିଛି ଆଉ ଯାହାର ମୂଲ୍ୟ 5000 ଟଙ୍କା ରହିଛି |

ତେବେ ଆପଣ ଯାଇ ଥରେ ନିଜ ବ୍ୟାଙ୍କ ଆକାଉଣ୍ଟ ର ଖାତା କୁ ଚେକ କରି ଆସନ୍ତୁ ଯେ ଟଙ୍କା ଆସିଛି ନା ନାଇଁ, ଯଦି ବି ଆସି ନାହିଁ ତେବେ ବ୍ୟସ୍ତ ବିବ୍ରତ ହେବାର କୌଣସି କାରଣ ନାହିଁ | କାରଣ ଯଦି ଆପଣଙ୍କ ଖାତା କୁ ପ୍ରଥମ କିସ୍ତି ଅର୍ଥାତ 5000 ଟଙ୍କା ଆସି ନାହିଁ ତେବେ ଆପଣ କଣ କରିବେ ତାହା ଆମେ ଆପଣ ଙ୍କୁ ଜଣାଇବୁ, ଯାହା ଦ୍ୱାରା ଆପଣ ମଧ୍ୟ ଏହି ନୂଆ ଯୋଜନା ର ଫାଇଦା ଉଠାଇ ପାରିବେ |

ତେବେ ଆପଣ ଙ୍କ ଖାତା କୁ ଯଦି ଏହି ପ୍ରଥମ କିସ୍ତି ଆସି ନାହିଁ ତେବେ ପ୍ରଥମେ ଇ ଶ୍ରମ କାର୍ଡ ରେ ଦେଇ ଥିବା ବ୍ୟାଙ୍କ ଖାତାକୁ ଯାଞ୍ଚ କରନ୍ତୁ | ଆଉ ଜାଣନ୍ତୁ ଯେ ଆପଣ ଙ୍କ ଖାତାରେ କୌଣସି ଅସୁବିଧା ଅଛି କି ଯଦି ନାହିଁ ତେବେ ବ୍ୟସ୍ତ ହେବାର କିଛି ନାହିଁ କାରଣ କିଛି ଦିନ ଭିତରେ ଆପଣ ଙ୍କ ଆକାଉଣ୍ଟ କୁ ମଧ୍ୟ ପଇସା ଆସି ଯିବ |

ଆଉ ଯଦି ବ୍ୟାଙ୍କ ଖାତା ରେ କିଛି ଅସୁବିଧା ଅଛି ତେବେ ବହୁତ ଜଲଦି ଇ ଶ୍ରମ କାର୍ଡ ରେ ଦେଇ ଥିବା ଆକାଉଣ୍ଟ ନମ୍ବର କୁ ବଦଳାଇ ଭେଲିଡ଼ ଆକାଉଣ୍ଟ ନମ୍ବର ଆଡ କରନ୍ତୁ | କାରଣ ଖାତା ରେ ଭେଲିଡ଼ ନଥିଲେ ଆପଣ ଙ୍କୁ ଟଙ୍କା ମିଳିବ ନାହିଁ ଏଣୁ ତୁରନ୍ତ ଯାଇ ଚେକ କରନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।