କାହାକୁ ମାନେ ପକେଇକି ଏମିତି ଦୁଃଖ ଗୀତ ଗାଇଲେ ପ୍ରକୃତି ମିଶ୍ର, ଦେଖିଲେ ଆଖିରେ ଲୁହ ଆସିଯିବ ….ମାତ୍ର 2 ଘଣ୍ଟାରେ 40 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି….

ତାହେଲେ ଗତ ଦିନମାନଙ୍କରେ ପ୍ରକୃତି ମିଶ୍ର ଗୋଟିଏ ଦୁଃଖଭରା କଣ୍ଠରେ ଗୀତ ଗାଉଥିବାର ନଜର ଆସିଥିଲେ ।ତେବେ ଆପଣମାନେ ପ୍ରକୃତି ମିଶ୍ରଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଶିଶୁ କଳାକାର ଭାବରେ ବହୁତ ସିନେମାରେ ଅଭିନୟ କରି ସାରିଛନ୍ତି ପ୍ରକୃତି ମିଶ୍ର ।ଆଉ ଏହାପରେ ଓଡ଼ିଆ ସିନେମାରେ ମୁଖ୍ୟ ନାୟିକା ଭାବରେ ମଧ୍ୟ ଅଭିନୟ କରିଛନ୍ତି ପ୍ରକୃତି ମିଶ୍ର ହେଲେ ବର୍ତ୍ତମାନ ପ୍ରକୃତି ମିଶ୍ର ମୁମ୍ବାଇରେ ରହୁଛନ୍ତି । ଆଉ ମୁମ୍ବାଇରେ ଦୁଃଖଭରା କଣ୍ଠରେ ଗୀତ ଗାଉଥିବାର ନଜର ଆସିଛନ୍ତି। ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ।

ଗତ ଦିନମାନଙ୍କରେ ପ୍ରକୃତି ମିଶ୍ର ବାବୁସାନ୍ ମହାନ୍ତି ଙ୍କୁ ନେଇ ଚର୍ଚ୍ଚା ଜୋର ଚାଲିଥିଲା। ଆଉ ତାଙ୍କ ବିଷୟରେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଜାଣିବା ପରେ ବାବୁସାନ ଙ୍କୁ ଠିକ୍ ବାଟକୁ ଆଣିବା ପାଇଁ ଚେଷ୍ଟା କରିଥିଲେ। ଏହା ବ୍ୟତୀତ ବାବୁସାନ ପ୍ରକୃତି ସହିତ ଧରା ପଡ଼ିଥିଲେ ଯାହା ଫଳରେ ତାଙ୍କୁ ରାସ୍ତା ମଝିରେ ବେଜିତ୍ ହେବାକୁ ପଡ଼ିଥିଲା ।

ଆଉ ସେହି ଦିନ ଠାରୁ ବାବୁସାନ ଓ ତୃପ୍ତି ଙ୍କ ଅଶାନ୍ତି ସୃଷ୍ଟି ହୋଇଥିଲା। ଯାହା ଫଳରେ କି ତୃପ୍ତି ତାଙ୍କ ପୁଅ କୁ ନେଇ ତାଙ୍କ ବାପ ଘରେ ରହୁଥିଲେ। ତେବେ ଏତେ ସବୁ ଘଟଣା ପରେ ହିରୋଇନ୍ ପ୍ରକୃତି ମିଶ୍ର ଏ ସବୁକୁ ଖାତିର କରି ନଥିଲେ ଏବଂ ଲୋକ ତାଙ୍କୁ ଅନେକ କଥା କହିଥିଲେ କିନ୍ତୁ ଏ ସବୁକୁ ସେ ଖାତିର ନକରି ନିଜ କ୍ୟାରିୟର ଉପରେ ଧ୍ୟାନ ଦେଇଥିଲେ ଆଉ ମୁମ୍ବାଇକୁ ଚାଲି ଯାଇଥିଲେ ।
ତାହେଲେ ପ୍ରକୃତି ମିଶ୍ର ଗତ ଦିନମାନଙ୍କରେ ବୋହୁତ ସାରା ଆୱାର୍ଡ଼ ମଧ୍ୟ ପାଇଛନ୍ତି ସେ ଅନେକ ହିନ୍ଦୀ ଧାରାବାହିକରେ ଅଭିନୟ କରି ସାରିଛନ୍ତି ଏବଂ ଏହା ସହିତ ସେ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିବା ପାଇଁ ଯାଉଛନ୍ତି ଆଉ ଆଗାମୀ କିଛିଦିନ ମଧ୍ୟରେ ତାଙ୍କର ଏହି ହିନ୍ଦୀ ଫିଲ୍ମଟି ମଧ୍ୟ ରିଲିଜ୍ ହେବାକୁ ଯାଉଛି ।

ତେବେ ସେ କେଉଁ ଫିଲ୍ମ ରିଲିଜ୍ ହେବାକୁ ଯାଉଛି ତାହା ଏଠାରେ ସ୍ପଷ୍ଟ କରାଯାଇ ନାହିଁ। ତେବେ ବର୍ତ୍ତମାନ ସମୟରେ ପ୍ରକୃତି ମିଶ୍ର ମୁମ୍ବାଇରେ ବୋହୁତ ସାରା ମଜା ମସ୍ତି କରୁଥିବାର ନଜର ଆସିଛନ୍ତି ତେବେ