IAS – ପ୍ରଶ୍ନ । କେଉଁ ପଶୁର କ୍ଷୀର ପିଇବା ଦ୍ୱାରା ନିଶା ହୋଇଥାଏ ? ଦମ ଅଛି ତ ଉତ୍ତର ଦେଇ କି ଦେଖ
ଆଜି ଆପଣ ମାନଙ୍କୁ ଏମିତି କିଛି ଶିକ୍ଷଣୀୟ ପ୍ରଶ୍ନ କହିବୁ ଯାହାକି ସମସ୍ତ ବିଦ୍ୟାଥୀ ମାନେ ଜାଣିବା ନିତ୍ୟାନ୍ତ ଆବଶ୍ୟକ ଅଟେ । ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରା ଯାଇଥାଏ। ଏହି ପ୍ରଶ୍ନ ଗୁଡିକ ବହୁତ ଗ୍ରହଣୀୟ l ତେବେ ଆସନ୍ତୁ ଏମିତି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ କୁ ଜାଣି ନେବା l
1, କେଉଁ ପଶୁ ର କ୍ଷୀର ପିଇବା ଦ୍ୱାରା ନିଶା ପରି ଲାଗି ଥାଏ l ଏହାର ଉତ୍ତର କଣ ?
ଉତ୍ତର. ହାତୀ କ୍ଷୀର l
2, ଭାରତ ର ପ୍ରଥମ ଗୃହ ମନ୍ତ୍ରୀ କିଏ ?
ଉତ୍ତର. ସର୍ଦ୍ଧର ବଲ୍ଲଭ ଭାଇ ପଟେଲ l
3, ଭାରତ ର ପ୍ରଥମ ଉପରାଷ୍ଟ୍ରପତି କିଏ ?
ଉତ୍ତର. ଡ଼ଃ ସର୍ବ ପଲ୍ଲୀ ରାଧା କ୍ରିଷ୍ଣା l
4, ଭାରତ ର ପ୍ରଥମ ବିଲାତ ଯାତ୍ରୀ କିଏ ?
ଉତ୍ତର. ରାଜା ରାମମୋହନ ରାଓ l
5, ନୋବେଲ ପୁରସ୍କାର ପ୍ରାପ୍ତି ପ୍ରଥମ ଭାରତୀୟ କିଏ ?
ଉତ୍ତର. ରବୀନ୍ଦ୍ର ନାଥ ଠାକୁର l
6, ଭାରତ ରତ୍ନ ପ୍ରାପ୍ତ ପ୍ରଥମ ଭାରତୀୟ କିଏ ?
ଉତ୍ତର. ଡ଼ଃ ସର୍ବ ପଲ୍ଲୀ ରାଧା କ୍ରିଷ୍ଣା l
7, ଭାରତ ର ପ୍ରଥମ ରାଷ୍ଟ୍ରପତି କିଏ ?
ଉତ୍ତର. ଡ଼ଃ ରାଜେନ୍ଦ୍ର ପ୍ରସାଦ l
8, ଭାରତୀୟ ଜାତୀୟ କଂଗ୍ରେସ ର ପ୍ରଥମ ବାଚସ୍ପତି କିଏ ?
ଉତ୍ତର. ରମେଶ ଚନ୍ଦ୍ର ବାନାର୍ଜୀ l
9, ଭାରତ ର ପ୍ରଥମ ଶିକ୍ଷା ମନ୍ତ୍ରୀ କିଏ ?
ଉତ୍ତର. ଅବଦୁଲ କାଲାମ ଆଜାଦ l
10, ସମ୍ବିଧାନ ସଭା ର ପ୍ରଥମ ଅଦକ୍ଷ କିଏ ?
ଉତ୍ତର. ଡ଼ଃ ରାଜେନ୍ଦ୍ର ପ୍ରସାଦ l
11, ଲୋକ ସଭା ର ପ୍ରଥମ ବାଚସ୍ପତି କିଏ ?
ଉତ୍ତର. ଗଣେଶ ବାସୁଦେବ ମେଭୁଲକାର l
12, ସ୍ୱାଧୀନ ଭାରତ ର ପ୍ରଥମ ଗଭର୍ଣ୍ଣର କିଏ ?
ଉତ୍ତର. ଲୋର୍ଡ ମାଉଣ୍ଟ ବ୍ୟାଟେନ l
13, ଭାରତ ର ପ୍ରଥମ ମୁସଲମାନ ରାଷ୍ଟ୍ରପତି କିଏ ?
ଉତ୍ତର. ଡ଼ଃ ଜାକିର ହୁସେନ l
14, ସମ୍ବିଧାନ ର ପ୍ରଥମ ଅସ୍ଥାୟୀ ଅଦକ୍ଷ କିଏ ଥିଲେ l କିଏ କହି ପାରିବ ଏହି ସହଜ ପ୍ରଶ୍ନ ର ଉତ୍ତର ?
ଉତ୍ତର. ଡ଼ଃ ସଚ୍ଚିଦାନନ୍ଦ ସିଂହାହା l
15, ସ୍ୱାଧୀନ ଭାରତ ର ପ୍ରଥମ ତଥା ଅନ୍ତିମ ଭାରତୀୟ ଗଭର୍ଣ୍ଣର କିଏ ଥିଲେ କହିଲ ଦେଖି, କିଏ କହିବ ଏହାର ଉତ୍ତର ?
ଉତ୍ତର. ରାଜ ଗୋପାଳ ଚାରୀ l
ଏହି ପ୍ରଶ୍ନ ଗୁଡିକ ଅଧିକ ଶିକ୍ଷଣୀୟ ଅଟେ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।