Vastu Shastra – କେଉଁ ମାସରେ ଘର ତିଆରି କଲେ ବଢିଥାଏ ଧନ ସମ୍ପତ୍ତି ? ଘରକୁ ଆସିଥାଏ ପୁଳା ପୁଳା ଟଙ୍କା
ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରାୟ ସମସ୍ତ ଲୋକ ମାନେ ବାସ୍ତୁ ଶାସ୍ତ୍ର କୁ ଅନୁସରଣ କରି ନିଜ ଘର ତିଆରି ଶୁଭଆରମ୍ଭ କରିଥାନ୍ତି l ଏହି ବିଶ୍ୱାସ ଆମ ଓଡ଼ିଶା ରେ କାହିଁ କେତେ କାଳ ରୁ ରହିଅଛି l ଆପଣ ମାନେ ଜାଣିଥିବେ ଆମେ ଘର କରିବା ପୂର୍ଵ ରୁ ବହୁତ ଲୋକ ଙ୍କୁ ସେହି ଜାଗା ବିଷୟ ରେ ଜ୍ୟୋତିଷ ଙ୍କ ପାଖକୁ ଯାଇ ସେହି ଜାଗା ବିଷୟ ରେ ପଚାରିଥାନ୍ତି l କୋଉ ମାସ ରେ ଘର କଲେ ଆମର ଶୁଭ ହବ ଏବଂ ଘର ର ସୁଖ ସମୃଦ୍ଧି ବଢିବ l ଏବଂ ଆମେ କିପରି ଭଲରେ ଧନ ଉପାର୍ଜନ କରିପାରିବା l ଯଦି ଆପଣ ଠିକ ମାସ ରେ ଠିକ ଦିନ ରେ ଆଉ ଠିକ ସମୟରେ ଘର ତିଆରି କରିପାରିବେ ତେବେ ଆପଣଙ୍କ ର ସବୁ ଶୁଭମୟ ହେବ l
ଯଦି ଆପଣ ଠିକ ମାସ ରେ ଠିକ ଦିନ ରେ ଆଉ ଠିକ ସମୟ ରେ ଘର ତିଆରି ନ କରନ୍ତି ତେବେ ଆପଣ ଘରେ ଅନେକ ଅସୁବିଧା ସୃଷ୍ଟି ହେବାର ସମ୍ଭାବନା ରହୁଛି l ଆଉ ତାହାଲେ ସହିତ ପରିବାର ର ସଦସ୍ୟ ମାନଙ୍କ ସହିତ ଦୁର୍ଘଟଣା ଘଟିବାର ସମ୍ଭାବନା ରହୁଛି l
ଏହା ସହିତ ବହୁତ ପ୍ରକାର ଅଶାନ୍ତି ମଧ୍ୟ ଦେଖାଦେଇଥାଏ l ଏପରି କିଛି ଲୋକ ଅଛନ୍ତି ଯେଉଁମାନେ କି ଘର ତିଆରି କରିବା ଆରମ୍ଭ କରିଥାନ୍ତି କିନ୍ତୁ ଏହାକୁ ଶେଷ କରି ପାରନ୍ତି ନାହିଁ l ଯଦି ଆପଣ ଘର କରିଛନ୍ତି କିନ୍ତୁ ସବୁବେଳେ ଝଗଡା ଲାଗୁଥିବେ ଆଉ କାହା ସହିତ ମନ ମିଶୁ ନଥିବା ତେବେ ଘର କରିକି କି ଲାଭ l ସେଥିପାଇଁ ଆପଣ ଙ୍କୁ ଏହା କହିବୁ ଯେ ଘର କରିବା ପୂର୍ଵ ରୁ ବାସ୍ତୁ ଉପରେ ଧ୍ୟାନ ରଖିବା ଉଚିତ l
ଯଦି ଆପଣ ଘର କରିବାକୁ ଚାହୁଁଛନ୍ତି ତେବେ ଏମିତି କିଛି ମାସ ଅଛି ଯେଉଁ ସମୟ ରେ ଘର କଲେ ଆପଣଙ୍କ ସବୁ ଶୁଭ ହେବ ଆଉ ଘରେ ଧନ ସମ୍ପତ୍ତି ର ବର୍ଷା ହେବ l ସେଥିପାଇଁ ଯେତେବେଳେ ଘର ତିଆରି କରିବେ ଭାବିଚିନ୍ତି କରିବେ ଆଉ ଏଥିପାଇଁ ତରବର ହେବେ ନାହିଁ l ଯଦି ଘର ର ମୁଖ୍ୟ ଦ୍ୱାର ସଠିକ ଦିଗ କୁ ଅଛି ତେବେ ଆପଣ ଙ୍କର ବିଶେଷ ଅସୁବିଧା ହେବ ନାହିଁ l
ଯାହା ଦ୍ୱାର ସବୁବେଳେ ଆପଣଙ୍କ ଘରେ ସୁଖ ଶାନ୍ତି ରହିବା ସହିତ ସବୁବେଳେ ଆପଣ ସଫଳତା ପାଇପାରିବେ l ସବୁବେଳେ ଘର ର ମୁଖ୍ୟ ଦ୍ୱାର ପୂର୍ଵ ଆଉ ଉତ୍ତର ମୁଖି ରଖିବେ ଯାହାଦ୍ୱାର ଆପଣଙ୍କ ଘରେ ଭଗବାନ ଙ୍କ ଆବାସ ରହିବ l ଯଦି ଆପଣଙ୍କ କିଛି ଅସୁବିଧା ଥାଏ ତେବେ ଆପଣ ଅନ୍ୟ ପଟେ କରିପାରିବେ l ତେବେ ଆସନ୍ତୁ ଜାଣିବା ଆପଣ କୋଉ ମାସ ରେ ଘର କଲେ ଆପଣଙ୍କ କିଛି ଅସୁବିଧା ହେବା ନାହିଁ l
ଯଦି ଆପଣ ବୈଶାଖ ମାସ ରେ ଘର କରିବା କରୁଛନ୍ତି ତେବେ ଆପଣ ଙ୍କୁ ଧନ ସମ୍ପତ୍ତି ମିଳିବ ସହିତ ଆପଣ ଙ୍କ ଉନ୍ନତି ମଧ୍ୟ ହୋଇଥାଏ l ଯଦି ଜ୍ୟେଷ୍ଠ ମାସ ରେ ଘର ତିଆରି ଆରମ୍ଭ କରିବେ ତେବେ ଘର ର କର୍ତା ଙ୍କ ମୃତ୍ୟୁ ହେବା ର ସମ୍ଭାବନା ରହିବା ସହିତ କାର୍ଯ୍ୟ ରେ ବାଧା ଘଟିଥାଏ l ଯଦି ଆପଣ ଆଷାଢ଼ ମାସ ରେ କରୁଛନ୍ତି l
ତେବେ ଆପଣଙ୍କ ର ଭଲ ହେବ ସହ ଗୃହପାଳିତ ପଶୁ ଙ୍କର ବୃଦ୍ଧି ଘଟିଥାଏ l ଶ୍ରାବଣ ମାସ ରେ କଲେ ଆପଣ ଙ୍କ ସବୁ କାର୍ଯ୍ୟ ପୂର୍ଣ୍ଣ ହେବ l ଅଶ୍ୱିନ ମାସ ରେ କଲେ ଆପଣଙ୍କ ରୋଗ ବୃଦ୍ଧି ହେବ l କାର୍ତ୍ତିକ ମାସ ରେ ଘର ତିଆରି କଲେ ଘରେ ଚୋରି ହୋଇଥାଏ l ମାର୍ଗଶିର ମାସ ରେ ଘରେ ତିଆରି କଲେ ଧନ ର ବୃଦ୍ଧି ହୋଇଥାଏ l ପୌଷ ମାସ ରେ ତିଆରି କଲେ ଘର ଚୋରି ହେବା ର ସମ୍ଭାବନା ଥାଏ l ମାଘ ମାସ ରେ ଘର ତିଆରି କଲେ ସୁବର୍ଣ୍ଣ ମିଳିବାର ଯୋଗ ରହିଥାଏ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।