କେଉଁ କର୍ମ କଲେ – କେଉଁ ଜନ୍ମ ପାଇବେ | ଥରେ ମାତ୍ର ନିଶ୍ଚୟ ଦେଖନ୍ତୁ

ଆଜିର ଯୁଗରେ ସବୁ ବେଳେ ଜ୍ଞାନ ର ଉପଯୋଗ କରାଯାଉଛି l ଯଦି ଜଣେ ବ୍ୟକ୍ତି ବହୁତ ଡିଗ୍ରୀ କରିଥାଏ ତାହାଲେ ବି ତାଙ୍କ ପାଖରେ ଅନ୍ୟ ଜ୍ଞାନ ହେବା ନିତ୍ୟାନ୍ତ ଆବଶ୍ୟକ l କାହିଁକି ନା ଆଜିର ଯୁଗ ସାଇଧ୍ୟାନ୍ତିକ ହୋଇଥିଲେ ମଧ୍ୟ କିନ୍ତୁ ବେଶୀ ବ୍ୟବହାରିକ ଜ୍ଞାନ ରହିବା ଆବଶ୍ୟକ l ଆଜିର ଏହି ବର୍ତମାନ ଯୁଗରେ ଅଧିକ ସାଧାରଣ ଜ୍ଞାନ ଉପରେ ଗୁରୁତ୍ୱ ଦିଆଯାଉଛି l ତେବେ ଚାଲନ୍ତୁ ଜାଣିବା କିଛି ଜଗନ୍ନାଥ ଙ୍କର ବିଷୟରେ ।

କିନ୍ତୁ ଏବେ ଏହି ଜନ୍ମ ରେ ଯେଉଁ କର୍ମ କରିବ ସେହି ଭଳି ଆର ଜନ୍ମ ର ରୂପ ନେଇ ଜନ୍ମ ହେବା l

ଭଲ କର୍ମ କଲେ ଭଲ ଫଳ ଓ ଖରାପ କର୍ମ କଲେ ଖରାପ ଜନ୍ମ ନେବ ଏହି ତତ୍ୱ ବିଷୟରେ ଗରୁଡ଼ ପୁରାଣ ରେ ବର୍ଣିତ ହୋଇଛି l ଏ ଜନ୍ମ ରେ ପୁରୁଷ ନାରୀ ଯାହା କରିବେ ସେହି ଭଳି ଜନ୍ମ ନେବେ l ଜାଣନ୍ତୁ ଏ ଜନ୍ମ ରେ କଣ କଲେ ଆର ଜନ୍ମ ରେ କଣ ହେବ l

1, ସନ୍ୟାସୀ ଧର୍ମ ଗ୍ରହଣ କରି ପୁଣି ଯଦି ଆସି ନାରୀ ସହିତ ସମ୍ବଧ ଥିଲେ ଆଗ ଜନ୍ମରେ କୃମି ହେବ l

2, ବାରମ୍ବାର କଳି କଲେ ଆର ଜନ୍ମ ରେ ବିରାଡ଼ି ହୋଇ ଜନ୍ମ ହେବେ l

3, ବିନା କାରଣ ରେ ଯଦି ସମସ୍ତ ଉପରେ ରାଉ ରାଉ ଡାକିଲେ ବିରାଡ଼ି ଜନ୍ମ ନେଇ ଥାନ୍ତି l

4, ସବୁ ଜିନିଷ ପ୍ରତି ଅଧିକ ଲୋଭ କଲେ ଆର ଜନ୍ମ ରେ ଛେଳି ହୋଇ ଜନ୍ମ ହୁଅନ୍ତି l

5, ପୁରୁଷ ମାନେ ସବୁବେଳେ ପର ନାରୀ ଓ ପର ଧନ ହରଣ କଲେ କଙ୍କଡା ହୋଇ ଜନ୍ମ ନିୟନ୍ତି l

6, ସବୁ ବେଳେ ଅଖାଦ୍ୟ ଖାଇଲେ ଘୁଷୁରୀ ହୋଇ ଜନ୍ମ ହୋଇ ଥାନ୍ତି l

7, ସବୁବେଳେ ବକ ଯୁଦ୍ଧ ରେ ପ୍ରବୀଣ ଓ ସମସ୍ତ ଙ୍କ ଉପରକୁ ହିଂସା ଆଚରଣ କରୁଥିଲେ କୁକୁର ଜନ୍ମ ନିୟନ୍ତି l

8, ଜିଦ ଖୋର ମାଳି ମକରଦମା କରୁ ଥିଲେ ମେଣ୍ଢା ହୋଇ ଜନ୍ମ ନିୟନ୍ତି l

9, ସମସ୍ତ ଙ୍କୁ ବିନା ଦୋଷ ରେ ଦଣ୍ଡ ଦେଲେ ବା ସମସ୍ତ ଙ୍କ ଉପରେ ଫା ଫା ଡାକିଲେ ସର୍ପ ହୋଇ ଜନ୍ମ ହୋଇ ଥାନ୍ତି l

10, ଯେଉଁ ଲୋକ ପିତା ମାତା କୁ ସମ୍ମାନ ନ ଦେଲେ ସବୁବେଳେ ପିତା ମାତା କୁ ଅସମ୍ମାନ କଲେ ମୁକ ହୋଇ ଜନ୍ମ ହୁଅନ୍ତି l

11, ପର ଝିଅ ବୋହୁ, ଭଉଣୀ ଆଦି କୁ ହରଣ କଲେ 7 ଜନ୍ମ ପାଈଁ ସେହି ଲୋକ ମାନେ ନର୍କ ଭୋଗ କରନ୍ତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।