କେଉଁ ବାରରେ ଜନ୍ମ ହେଲେ – କଣ ଲକ୍ଷଣ ରହିଥାଏ ଜାଣନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ବିଷୟ ରେ ଜାଣିବା ପାଇଁ ତାର ଜନ୍ମ ମୁହୂର୍ତ୍ତ , ତାରିଖ , ସମୟ ଆଦି ମୁଖ୍ୟ ହୋଇ ଥାଏ । ଆଜି ଆମେ ଜାଣିବା ସପ୍ତାହ ର ସବୁ ବାର ର ମହତ୍ୱ କଣ ରହିଛି ଓ ସେହି ଦିନ ଜନ୍ମ ନେଇଥିବା ବ୍ୟକ୍ତି ଙ୍କ ଜୀବନ ରେ ଏହାର ମହତ୍ୱ କଣ ରହିଛି । ତେବେ ଆସନ୍ତୁ ଜାଣିବା।

ସୂର୍ଯ୍ୟ ରବିବାର ର ସ୍ବାମୀ ଅଟନ୍ତି , ଚନ୍ଦ୍ର ସୋମ ବାର ର ସ୍ବାମୀ ଅଟନ୍ତି । ମଙ୍ଗଳ ଗ୍ରହ ମଙ୍ଗଳ ବାର ର ସ୍ବାମୀ ଅଟନ୍ତି ବୁଧ ଗ୍ରହ ବୁଧ ବାର ର ସ୍ବାମୀ ଅଟନ୍ତି ।

ବୃହସ୍ପତି ଗୁରୁବାର ସ୍ବାମୀ ଅଟନ୍ତି , ଶୁକ୍ର ଗ୍ରହ ଶୁକ୍ର ବାର ର ସ୍ବାମୀ ଅଟନ୍ତି , ଶନି ଦେବ ଶନିବାର ଦିନ ର ସ୍ବାମୀ ଅଟନ୍ତି । ଏବେ ଆସନ୍ତୁ ଜାଣିବା କେଉଁ ବାର ରେ ଜନ୍ମ ହୋଇ ଥିବା ବ୍ୟକ୍ତି ଙ୍କ ସ୍ଵଭାବ ସମ୍ପର୍କ ରେ ।

ସୋମବାର – ଏହି ବାର ଦିନ ଜନ୍ମ ହୋଇ ଥିବା ବ୍ୟକ୍ତି ଆତ୍ମ ପ୍ରେରିତ ହୋଇ ଥାଆନ୍ତି । ଏମାନେ ନିଜ ଖୁସି ଓ ଦୁଃଖ କୁ ଭଲ ଭାବରେ ହ୍ୟାନ୍ଦେଲ କରି ପାରନ୍ତି ।

ମଙ୍ଗଳ ବାର – ଏହି ବାର ରେ ଜନ୍ମ ହୋଇ ଥିବା ବ୍ୟକ୍ତି ସାମାନ୍ୟ ରାଗି ସ୍ଵଭାବ ର ହୋଇ ଥାଆନ୍ତି । ଏହି କାରଣ ରୁ ସେମାନ ଙ୍କୁ ଭଲ ପରିସ୍ଥିତି ରେ ମଧ୍ୟ ନିଜ ଲୋକ ଙ୍କ ଠାରୁ ଦୂରେଇ ଯିବା ପାଇଁ ପଡି ଥାଏ ।

ବୁଧ ବାର – ଏହି ବାର ରେ ଜନ୍ମ ହୋଇ ଥିବା ବ୍ୟକ୍ତି ବିଶେଷ ଙ୍କ ରୁଚି ଧାର୍ମିକ ଓ ଆଧ୍ୟାତ୍ମିକ ଗତି ବିଧି ଉପରେ ରହି ଥାଏ । ଭଗବାନ ଶକ୍ତି ସହିତ ଜଡିତ ହୋଇ ରହି ଥିବା ରୁ ଏମାନେ ସର୍ବଦା ଭଗବାନ ଙ୍କ ସହ ରହି ଥାଆନ୍ତି ।

ଗୁରୁବାର – ଏହି ବାର ରେ ଜନ୍ମ ହୋଇ ଥିବା ବ୍ୟକ୍ତି ମାନେ ବହୁତ୍ ବୁଦ୍ଧିମାନ ହୋଇ ଥାଆନ୍ତି । କଠିନ ରୁ କଠିନ ପରିସ୍ଥିତି କୁ ଏମାନେ ସାମ୍ନା କରି ପାରନ୍ତି ।

ଶୁକ୍ର ବାର – ଏହି ବାର ରେ ଜନ୍ମ ହୋଇ ଥିବା ବ୍ୟକ୍ତି ମାନଙ୍କୁ ଆପଣ ଭଲ ହୃଦୟ ଓ ଖୁସି ସ୍ଵଭାବ ଯୋଗୁ ଭିଡ଼ ଭିତରେ ମଧ୍ୟ ଖୋଜି ପାଇବେ ।

ଶନି ବାର – ଯେଉଁ ବ୍ୟକ୍ତି ଶନିବାର ଦିନ ଜନ୍ମ ହୋଇ ଥାଏ ତାଙ୍କର ରୁଚି କୃଷି, ବିଯିନେଶ୍ , ଟେକ୍ନିକାଲ ଲାଇନ୍ ରେ ଥାଏ ।

ରବି ବାର – ଏହି ବାର ରେ ଜନ୍ମ ହୋଇ ଥିବା ବ୍ୟକ୍ତି ସବୁବେଳେ ଆକ୍ତିଭ୍ ରହି ଥାଆନ୍ତି । ଏମାନେ ସବୁବେଳେ ଆଗରେ ରହି ଥାଆନ୍ତି। ଭାଗ୍ୟ ସବୁ ବେଳେ ଏମାନଙ୍କ ସାଥ ଦେଇ ଥାଏ ।

ତେବେ ସବୁ ବାର ରେ ଜନ୍ମ ହୋଇ ଥିବା ବ୍ୟକ୍ତି ସ୍ଵଭାବ ଏହି ଭଳି ହୋଇ ଥାଏ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।