କେଉଁ ଜିନିଷ ଶୁଖିଲେ 2 Kg ଓଦାରେ 1 Kg ଏବଂ ଜଳିଗଲେ 3 Kg ହୋଇଥାଏ ? ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର ଦେଇପାରିବ..
ଆପଣ ତ ଜାଣିଛନ୍ତି ଆଜିକାଲି ଯୁଗରେ ଜଣେ ବ୍ୟକ୍ତି ପାଠ ପଢି ସାରିବା ପାରେ ଚାକିରୀ ଟିଏ ଖୋଜି ଥାଏ, କିନ୍ତୁ ଚାକିରୀ ପାଇବା ଏତେ ଯେ କଷ୍ଟ ହୋଇ ପଡ଼ିଲାଣି ତାହା କଳ୍ପନା ମଧ୍ୟ କରି ହେବ ନାହିଁ | ପାଠ ସବୁ ପଢି ସାରିବା ପରେ ଅନେକ କମ୍ପେଟେଟିଭ ପରୀକ୍ଷା ଛାତ୍ର ଛାତ୍ରୀ ମାନେ ଦେଇ ଥାଆନ୍ତି ଆଉ ସେଥିରୁ ଉତୀର୍ଣ୍ଣ କରିବା ଆଜିକାଲି କାଠିକର ପାଠ ହୋଇ ଗଲାଣି | କାରଣ ପିଲା ପରୀକ୍ଷା ଦେବା ପାଇଁ ତ ଯାଉଛନ୍ତି କିନ୍ତୁ ଯଦି କିଛି ସାଧାରଣ ଜ୍ଞାନ ନ ରଖିବେ ତେବେ କୌଣସି ପରୀକ୍ଷା ରେ ମଧ୍ୟ ଉତୀର୍ଣ୍ଣ କରି ପାରିବେ ନାହିଁ | ଆମ ଭରାତ କୁ ନେଇ ଯଦି ଆମେ ସାଧାରଣ ଜ୍ଞାନ ସମ୍ପର୍କ ରେ କିଛି ଟା ନ ଜାଣିବା ତେବେ ପରୀକ୍ଷା ଉତୀର୍ଣ୍ଣ କରିବା ବହୁତ କଷ୍ଟକର | ତେଣୁ ଆଜି ଆମେ କିଛି ସାଧରଣ ଜ୍ଞାନ ସମ୍ପର୍କ ରେ ଆଲୋଚନା କରିବା |
1. ଏବେ ଏବେ କିଏ ରତନଇଣ୍ଡିଆ ପାୱାର ର ଏମ୍.ଡି ହେଇଛନ୍ତି ?
ଉତ୍ତର :- ବ୍ରିଜେଶ ଗୁପ୍ତା
2. ଏବେ ଏବେ କେଉଁ ରାଜ୍ୟ ସ୍ମାର୍ଟ ସିଟି ଫୋଣ୍ଡ utilaisation ର ଶୀର୍ଷ ରେ ଅଛି ?
ଉତ୍ତର :-ତାମିଲନାଡୁ
3. ଭାରତ ର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜିଲ୍ଲା ଅଛି ?
ଉତ୍ତର :-ଉତ୍ତରପ୍ରଦେଶ
4. ଭାରତର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ବା କିଏ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ?
ଉତ୍ତର :-ଦ୍ରୌପଦୀ ମୁର୍ମୁ
5. ବିଶ୍ୱରେ କେଉଁ ଦେଶରେ ସର୍ବ ପ୍ରଥମେ 5G ନେଟୱର୍କ ଆରମ୍ଭ ହେଲା ?
ଉତ୍ତର :- ଦକ୍ଷିଣକରିଆ
6. କେଉଁ ଜିନିଷ ଶୁଖିଲେ 2 Kg ଓଦାରେ 1 Kg ଏବଂ ଜଳିଗଲେ 3 Kg ହୋଇଥାଏ ?
ଉତ୍ତର – ସୁଲଫୁର
7. ଭାରତ ଓ ପାକିସ୍ତାନ କେବେ ଅଲଗା ହେଇଥିଲା? ଉତ୍ତର :-1947 ମସିହା ଅଗଷ୍ଟ 14 ତାରିଖ ରେ ଭାରତ ପାକିସ୍ତାନ ଠାରୁ ଅଲଗା ହେଇଥିଲା |
8. ଆମ ଦେଶରେ କାହାର ନିଷ୍ପତି ସର୍ବମାନ୍ୟ ଅଟେ?
ଉତ୍ତର : ସୁପ୍ରିମକୋର୍ଟ
9. କେଉଁ ଦେଶରେ ସବୁଠାରୁ ଅଧିକ ଲୁହା ମିଳେ ? ଉତ୍ତର :-ଅଷ୍ଟ୍ରେଲିଆ
10. ରାଷ୍ଟ୍ରପତି ହେବା ପାଇଁ ହେଲେ ସର୍ବନିମ୍ନ ବୟସ କେତେ ଆବଶ୍ୟକ ?
ଉତ୍ତର :-35 ବର୍ଷ
11. କିସାନ ଦିବସ କେବେ ପାଳନ କରାଯାଏ ?
ଉତ୍ତର :-23 ଡ଼ିସେମ୍ବର
12. ଭାରତ ର 15 ତମ ରାଷ୍ଟ୍ରପତି କିଏ ?
ଉତ୍ତର :- ଦ୍ରୌପଦୀ ମୁର୍ମୁ
13. କେଉଁ ସହର କେବେଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?
ଉତ୍ତର :-ଆଲ୍ହାବାଦ |
14. ଉପରାଷ୍ଟ୍ରପତି ହେବା ପାଇଁ ହେଲେ ସର୍ବନିମ୍ନ ବୟସ କେତେ ଆବଶ୍ୟକ ?
ଉତ୍ତର :- 35 ବର୍ଷ
15. ଭାରତର ପ୍ରଥମ ରାଷ୍ଟ୍ରପତି କିଏ ?
ଉତ୍ତର :- ଡା: ରାଜେନ୍ଦ୍ର ପ୍ରସାଦ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।