ଗୋଟିଏ ନାରୀ କେବେ ଜଲଦି pregnant ହେଇଥାଏ ! କୋଉ ବୟସରେ ଖୁବ ଜଲଦି ପ୍ରେଗନେଣ୍ଟ ହେଇଥାନ୍ତି ମହିଳା pregnancy tipss
ଯେତେ ବେଳେ ଏକ ନାରୀ ବିବାହ କରିଥାଏ ସେତେ ବେଳେ ତାର ପ୍ରଥମ ସ୍ୱପ୍ନ ଥାଏ କି ସେ ଏକ ମା ହେବ ଆଉ ମା ହୋଇ ଗଲା ପରେ ତାର ସବୁ ସ୍ୱପ୍ନ ସାକାର ହୋଇ ଯାଇଥାଏ | କିନ୍ତୁ ଏଭଳି କିଛି ମହିଳା ଅଛନ୍ତି ଯେଉଁ ମାନେ ଅନେକ ଚେଷ୍ଟା କଲା ପରେ ମଧ୍ୟ ମା ହେବାର ସୋଭାଗ୍ୟ ପ୍ରାପ୍ତ କରି ପାରି ନାହାଁନ୍ତି | ଆଉ ମା ସୁଖ ଲାଭ ନ ମରିବା ଏକ ଅଭିଶପ୍ତ ଜୀଵନ ଭଳି ଅଟେ | ତେବେ ପିଲା ଜନ୍ମ କରିବା ପରେ ମା ତାର ସବୁ କଷ୍ଟ କୁ ଭୁଲ ଯାଇଥାଏ ଆଉ ପିଲା ଜନ୍ମ କରିବା କେତେ ଯେ କଷ୍ଟ ତାହା କେବଳ ଏକ ମାଆ ହିଁ ଜାଣି ପାରିବ |
ଆଗ କାଳରେ ମହିଳା ମାନେ ଖୁବ ଜଲଦି ପ୍ରେଗନେଟ ମଧ୍ୟ ହେଉ ଯାଉ ଥିଲେ ପ୍ରେଗ୍ନେସି ରେ କୌଣସି ଅସୁବିଧା ଦେଖା ଯାଉ ନଥିଲା | କିନ୍ତୁ ଆଜିକା ସମୟ ରେ ପ୍ରାୟ ମହିଳାଙ୍କର ସମସ୍ୟା ହେଉଛି ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଗର୍ଭବତୀ ହୋଇ ପାରୁ ନାହାଁନ୍ତି ଆଉ ଯାହାକୁ ନେଇ ଖୁବ ଚିନ୍ତା ରେ ମଧ୍ୟ ରହୁଛନ୍ତି |
ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଆଜିକାଲିର ଯୁବତୀ ମାନେ ନିଜ କ୍ୟାରିୟର ପାଇଁ ଲେଟରେ ବିବାହ କରୁଛନ୍ତି ତାହା ଭଲ କିନ୍ତୁ ଏହା ଦ୍ୱାରା ସେମାନେ ପିଲା ମଧ୍ୟ ଲେଟ କରୁଛନ୍ତି ଯାହାଦ୍ୱାରା ବୟସ ଅଧିକ ହେବା ଦ୍ୱାରା ସେମାନେ ଗର୍ଭବତୀ ହୋଇ ପାରୁ ନାହାଁନ୍ତି | ତେବେ ଆଜି ଆମେ ଜାଣିବା କେଁଉ ବୟସ ରେ ଗର୍ଭବତୀ ହେବା ଉଚିତ ସମୟ ହୋଇଥାଏ ଆଉ ଏକ ମହିଳା ଖୁବ ସହଜରେ ମା ହୋଇ ପାରିଥାଏ |
-ତେବେ ମେଡ଼ିକାଲ ସାଇନ୍ସ ଅନୁସାରେ ଗୋଟିଏ ନାରୀ ମାଆ ହେବାର ଉଚିତ ବୟସ ହେଉଛି 18 ରୁ 23 କାରଣ ଏହି ବୟସରେ ସେମାନଙ୍କର ଅଣ୍ଡା ଅଧିକ ଭଲ କ୍ବାଲିଟି ର ହେବା ସହିତ ଅଧିକ ଅଣ୍ଡା ରିଲିଜ ବି ହେଇଥାଏ | ତେବେ ଜଣେ ମହିଳାଙ୍କ ର ଥର୍କରେ 1 ମିଲିଅନ ରୁ ଅଧିକ ରିଲିଜ ହେଇଥାଏ କିନ୍ତୁ ସେଥିରୁ 4 ରୁ 5 ଟି ଭଲ ଥାଏ ଯେଉଁ ଥିରୁ ଗୋଟିଏ ମେଚିୟର ହେଇ ଶୁକ୍ରାଣୁ ସହିତ ମିଶି ଭ୍ରୁଣ ର ରୂପ ନେଇଥାଏ ଯାହାକି ବୟସ ଅନୁସାରେ ଅଣ୍ଡା ଗୁଡ଼ିକର କ୍ୱାଲିଟି ଭଲ ହୋଇ ନଥାଏ |
– ତେବେ ଆପଣ ଯେତେବେଳେ ପିଲା ପାଇଁ ଚେଷ୍ଟା କରୁଛନ୍ତି ସେତେବେଳେ ଉଭୟ ସ୍ୱାମୀ ସ୍ତ୍ରୀ ମାନସିକ ଶାରୀରିକ ଓ ଆର୍ଥିକ ରେ ନିହାତି ଭାବରେ ପ୍ରସ୍ତୁତ ରହିବା ଦରକାର | ଏହାଦ୍ୱାରା ପିଲାର ଭବିଷ୍ୟତ ଉଜ୍ଜଳ ହେବା ସହିତ ପ୍ରେଗ୍ନେସି ରେ ମଧ୍ୟ କୌଣସି ଅସୁବିଧା ଦେଖା ଯାଇନଥାଏ |
– ଏହା ସହିତ ଯେତେବେଳେ ନାରୀର ବୟସ 30 ପାର କରିଯାଉଛି ଆଉ ସେତେବେଳେ ସେମାନେ ପ୍ରେଗନେସି ପାଇଁ ଚେଷ୍ଟା କରୁଛନ୍ତି ତେବେ ସେହି ସମୟରେ ପ୍ରେଗନେଣ୍ଟ ହେବା ବହୁତ କଷ୍ଟ ଅଟେ | ଆଉ ଯଦି ବି ପ୍ରେଗନେଣ୍ଟ ହେଉଛନ୍ତି ତାହେଲେ ବହୁତ କଂପ୍ଲିକେଶନ ସେହି ପ୍ରେଗନେସିରେ ରହିଥାଏ |