ଦେଖନ୍ତୁ Shocking ଭିଡ଼ିଓ i ନବ ଦାସ ଙ୍କୁ ଗୁଳି କରି ହତ୍ୟା କରିଥିବା ଗୋପାଳ ଦାସ ମାନିଲା ସବୁ ସତ, ପୁଣି ଦେଖାଇବ DEMO

ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଗୋଟିଏ ମାତ୍ର ଘଟଣା ବେଶ ଭାଇରାଲ ହେବାରେ ଲାଗିଛି ଆଉ ତାହା ହେଉଛି ନବ ଦାସ ଙ୍କୁ ଗୁଳି କରି ହତ୍ୟା କରିଥିବା ଗୋପାଳ ଦାସ ଙ୍କ ବିଷୟରେ କଥା । ଆଉ ଯେଉଁଠି କୁହାଯାଉଛି କି ପୋଲିସ ଗିରଫ କରିବା ପରେ ସେ ବର୍ତ୍ତମାନ କୋଟ ରେ ହାଜର ହୋଇଛନ୍ତି ଆଉ 7 ଦିନ ପାଇଁ ତାଙ୍କୁ ରିମାଣ୍ଡ ରେ ମଧ୍ୟ ପୋଲିସ ନେଇଛି ବୋଲି ସୂଚନା ମିଳିଛି ।ଆଉ ନବ ଦାସ ଙ୍କର ମୃତ୍ୟୁ ର ରହସ୍ୟ କୁ ଖୋଜିବା ପାଇଁ ପୋଲିସ ବର୍ତ୍ତମାନ ତାହାର ତଦନ୍ତ ମଧ୍ୟ ଚଳାଇଛି ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ସ୍ୱାସ୍ଥ୍ୟ ମନ୍ତ୍ରୀ ଦାସ ଏକ ସରକାରୀ ଉଦ୍ଘାଟନୀ ସଭା ରେ ଯୋଗ ଦେଇଥିବା ବେଳେ କାର ରେ ଆଲ୍ହାଇବା ସମୟରେ ASI ଗୋପାଳ ଦାସ ତାଙ୍କୁ ଗୁଳି କରିଥିଲେ ଆଉ ଯାହା ଫଳରେ ନବ ଦାସ ଙ୍କର ବର୍ତ୍ତମାନ ମୃତ୍ୟୁ ମଧ୍ୟ ଘଟିଛି । ଆଉ ତାହା ସହିତ ଯାହା କୁହାଯାଉଛି କି ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ବର୍ତ୍ତମାନ ଗୋପାଳ ଦାସ ଙ୍କୁ ଝାଡ଼ସୁଗୁଡା କୋଟ ରେ ହାଜର କରାଯାଇଛି ।

ଆଉ କ୍ରାଇମ ବ୍ରାଞ୍ଚ ତରଫ ରୁ ଗୋପାଳ ଦାସ ଙ୍କୁ କୋଟ କୁ ମଧ୍ୟ ନିଆଯାଇଥିଲା ।ଆଉ ଯେଉଁଠି କୁହାଯାଉଛି କି ନବ ଦାସ ଙ୍କ ଉପରକୁ ଗୁଳି ଚଳାଇବାର କାରଣ ପୋଲିସ ଖୋଜୁଥିବା ସମୟରେ ଏକ ଖବର ଗଣ ମାଧ୍ୟମ ସାମ୍ନା କୁ ଆସିଥିଲା ।

ଯାହାକି ଟ୍ରାଫିକ ରେ ହେଲମେଣ୍ଟ ଚେକିଂ ବେଳେ ନବ ଗୋପାଳ ଙ୍କୁ ଦୁଇ ଚାପୁଡ଼ା ଦେଇଥିଲେ ଆଉ ଯାହାର ପ୍ରତିଶୋଧ ପାଇଁକି ଗୋପାଳ ନବ ଙ୍କ ଉପରକୁ ଚଳାଇଥିଲେ ଗୁଳି ଏମିତି ଗୋପାଳ ଦାସ ଙ୍କ ଜଣେ ସାଙ୍ଗ କହିଥିଲେ।

ତେବେ ଏ ପର୍ଯ୍ୟନ୍ତ ନବ ଦାସଙ୍କ ଛାତିରୁ ବାହାରିଥିବା ଗୁଳି ଜବତ ହୋଇପାରି ନାହିଁ।ପୋଲିସ୍ ଏହି ଗୁଳିକୁ ଖୋଜି ବାହାର କରିବାରେ ତଦନ୍ତ ଜାରି ରଖିଛନ୍ତି। ଏହା ବ୍ୟତୀତ ନବ ଦାସଙ୍କୁ ଗୋପାଳ ଦାସ କଣ ପାଇଁ ଗୁଳି ମାଡ଼ କରିଥିଲେ ତାର ଏପର୍ଯ୍ୟନ୍ତ କୌଣସି ସଠିକ୍ ତଥ୍ୟ ମିଳି ନାହିଁ। ତେବେ ଏଏସଆଇ ଗୋପାଳ କୃଷ୍ଣ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କିପରି ଗୁଳି ମାଡ଼ କରିଥିଲେ ତାର ପୁରା ଡେମୋ ଦେଖାଇବ ପୋଲିସ କୁ ଗୋପାଳ ଦାସ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।