କେବଳ ୭ ରାତି ଲଗାତାର ଖାଆନ୍ତୁ ୨ ଟି କାଜୁ, ତାପରେ ଯାହା ହେବ ଆପଣ ବିଶ୍ବାସ ବି କରିପାରିବେ ନାହିଁ
ବନ୍ଧୁଗଣ ଜାଣିଥିବେ “ସ୍ୱାସ୍ଥ୍ୟ ହିଁ ସମ୍ପଦ” l ସ୍ୱାସ୍ଥ୍ୟ ପାଇଁ ସମସ୍ତେ ସଦା ସର୍ବଦା ଚିନ୍ତିତ କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଯାହା ଆବଶ୍ୟକ ତାହା ଆମେ କରିନଥାନ୍ତି କି ? ଆମର ଶରୀରରେ ଯଦି ରୋଗ ପ୍ରତିରୋଧକ ଶକ୍ତି ଠିକ ଥିବ ଆମକୁ କୌଣସି ରୋଗ ଆକ୍ରାନ୍ତ କରିପାରିବ ନାହିଁ l ବିଭିନ୍ନ ପ୍ରକାର ରୋଗରୁ ରକ୍ଷା ପାଇବା ପାଇଁ ଆମେ ଆମର ଶରୀରରେ ରୋଗ ପ୍ରତିଶୋଧ ଶକ୍ତି ରଖିବା ଦରକାର କିନ୍ତୁ ଆମ ଦେହରେ ରୋଗପ୍ରତିରୋଧକ ଶକ୍ତି ଠିକ ରହିବା ଦରକାର ଏବଂ ରୋଗ ପ୍ରତିରୋଧକ ଶକ୍ତି ଯଦି ନଥାଏ ତେବେ ଆମକୁ ଖୁବ ଶୀଘ୍ର ରୋଗ ଆକ୍ରମଣ କରି ପାରିବା ଓ ଏହା ଯଦି ଠିକ ନଥାଏ ।
ତେବେ ଭୋକ ନଲାଗିବ, ପେଟ ଭାରି ଲାଗିବା, ଛାତିରେ ଜଳା ପୋଡା ଇତ୍ୟାଦି ସମସ୍ୟା ଦେଖାଦେବ ତେଣୁ ଆମେ ବେଳ ଥାଉ ଥାଉ ସଜାଗ ହୋଇଯିବା ଉଚିତ ତେଣୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମକୁ ଯଥେଷ୍ଟ ବ୍ୟୟାମ ପ୍ରତିଦିନ ନ କରିବା ଦ୍ୱାରା ଏବଂ ଠିକ ଭାବରେ ଖାଦ୍ୟ ନଖାଇଲେ ଆମେ ରୋଗାକ୍ରାନ୍ତ ହୋଇପଡିବା l
ଚାଲନ୍ତୁ ଜାଣିବା ବନ୍ଧୁଗଣ ଏପରି ଏକ ଔଷଧୀୟ ବୃକ୍ଷର ଫଳ ବିଷୟରେ ଯାହା ଅତ୍ୟନ୍ତ ଲାଭଦାୟକ ଓ ବହୁତ ବଡ ବଡ ରୋଗର ପ୍ରତିକାରକ ଅଟେ ଓ ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ…., ଆମର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭିଟାମିନ, କ୍ୟାଲସିୟମ, ଫସଫରସ,ଆଇରନ ଏବଂ ଧାତୁସାର ଆବଶ୍ୟକ l ଏହି ସବୁ ଉପାଦାନ କାଜୁରେ ଭରପୁର ଥାଏ l ଯଦି ଜଣେ ବ୍ୟକ୍ତି ଦିନକୁ 2-3ଟି କାଜୁ ପ୍ରତିଦିନ ଖାଇଥାନ୍ତି ତେବେ ଅନେକ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ l
କାଜୁ ଖାଇବା ଦ୍ୱାର ଆମର କଣ ଲାଭ ହୋଇଥାଏ,:- କାଜୁ ସେବନ କରିବା ଦ୍ୱାର ହୃଦଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ l ଏହା ହୃଦୟକୁ ସୁସ୍ଥ ରଖିବା ସହିତ ହୃଦୟପାଇଁ ଆବଶ୍ୟକ ସୁସ୍ଥ ପରିବେଶ ପ୍ରଦାନ କରିଥାଏ l ତେବେ ବନ୍ଧୁଗଣ ଆପଣ ଯଦି ଏହି ହୃଦଜନିତ ରୋଗରେ ପୀଡିତ ଅଛନ୍ତି ତେବେ ପ୍ରତେକ ଦିନ 2-3ଟି କାଜୁ ଖାନ୍ତୁ ଦେଖିବେ ଆପଣଙ୍କ ସବୁ ହୃଦ ସମସ୍ୟା ଦୂର ହୋଇଯିବ l
କାଜୁ ଖାଇବା ଦ୍ୱାର ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦିଏ ଏବଂ ଶାରୀରିକ ରକ୍ତଚାପ ମଧ୍ୟ ଠିକ ରୁହେ l ଶରୀରରେ ପାଚନ କ୍ରିୟା ଠିକ ଭାବରେ ପରିଚାଳିତ ହେବ l ପ୍ରତିଦିନ 2ଟି କାଜୁ ଖାଇବା ଦ୍ୱାର ଶରୀର ଚିକ୍କଣ ଦେଖାଦେବା ସହ ବ୍ରେନ ସାର୍ପ ହୋଇଥାଏ l
ତେଣୁ ବନ୍ଧୁଗଣ ପ୍ରତିଦିନ ଏହି କାଜୁ 2-3ଟି ଲେଖାଏଁ ନିଶ୍ଚୟ ଖାଇବାକୁ ଚେଷ୍ଟା କରନ୍ତୁ ଏହାଦ୍ୱାରା ଆପଣଙ୍କ ସମସ୍ତ ପ୍ରକାର ହୃଦଜନିତ ସମସ୍ୟା ଦୂର ହୋଇଯିବ ଏବଂ ବହୁତ ପ୍ରକାର ଫାଇଦା ମିଳିବ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।