କେବଳ ଏହି ଚାରୋଟି ନମ୍ବର କହି ପାରିବ ଆପଣଙ୍କର ଆଗାମୀ ଭବିଷ୍ୟତ ଏବଂ ଆପଣଙ୍କ ଚରିତ୍ର , ନିଶ୍ଚିତ ଜାଣି ନିଅନ୍ତୁ

ଭଗବାନ ଏହି ଧରା ପୃଷ୍ଠରେ ମନୁଷ୍ୟ ସହିତ ଅନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ସୃଷ୍ଟି କରିଛନ୍ତି । କିନ୍ତୁ ଭଗବାନଙ୍କ ସର୍ଜନା ସମ୍ପୂର୍ଣ୍ଣ ଭିନ୍ନ ଅଟେ । ତାଙ୍କର ଏହି ସୃଷ୍ଟି ମଧ୍ୟରେ ୫୬ କୋଟି ଜୀବଜନ୍ତୁ ରହିଛନ୍ତି । ତାହା ମଧ୍ୟରୁ ମନୁଷ୍ୟ ସୃଷ୍ଟି ତାଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି ବୋଲି କୁହାଯାଏ ।

ତେବେ ଖାଲି ମନୁଷ୍ୟ ଜନ୍ମ ଶ୍ରେଷ୍ଠ ହେଲେହେଁ ମନୁଷ୍ୟ ଏକୁଟିଆ ବିନା କାହାରି ସାହାଯ୍ୟ ଏବଂ ସହାୟତା ରେ ବଞ୍ଚିଯିବ ତାହା ଆଦୋୖ ନୁହେଁ । ଲୋକେ ଦୁନିଆରେ ବଞ୍ଚିବା ପାଇଁ ଅନ୍ୟର ସାହାଯ୍ୟ ଆବଶ୍ୟକ କରିଥାଏ ତେବେ ତାହା ଅନ୍ୟ ମନୁଷ୍ୟର ସାହାଯ୍ୟ ହେଉ କିମ୍ବା ପଶୁ ପକ୍ଷୀ କିମ୍ବା ଅନ୍ୟ ଜୀବଜନ୍ତୁଙ୍କ ସାହାଯ୍ୟ ହେଉ ।

ତେବେ ଏହା ଆପଣ ମାନେ ଜାଣିଥିବେ ଯେ ପଶୁ ପକ୍ଷୀ ଜୀବଜନ୍ତୁ ବଞ୍ଚିବା ଏବଂ ଆହାର ପାଇଁ ଏକ ସ୍ୱତନ୍ତ୍ର ଶୃଙ୍ଖଳ ଉପରେ ନିର୍ଭର କରିଥାନ୍ତି । ଯେଉଁ ଶୃଙ୍ଖଳ ଦ୍ୱାରା ସମସ୍ତେ ଖାଦ୍ୟ ଖାଇଥାନ୍ତି । ଯଦି ତାହା ମଧ୍ୟରୁ କୌଣସିଥିରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇଥାଏ ତେବେ ପରିସଂଖ୍ୟାନ ନଷ୍ଟ ହେବାର ଆଶଙ୍କା ଥାଏ ।

ମନୁଷ୍ୟ କ୍ଷେତ୍ରରେ ମଧ୍ୟ ଠିକ ସେହିପରି ହୋଇଥାଏ । ମନୁଷ୍ୟ ବଂଚିବା ପାଇଁ ସମାଜ , ପରିବାର ଏବଂ ବନ୍ଧୁବର୍ଗ ଙ୍କ ସାହାଯ୍ୟ ମଧ୍ୟ ଲୋଡ଼ିଥାଏ । ତେଣୁ ବିନା ପରିବାର ଏବଂ ବନ୍ଧୁ ବର୍ଗ ଙ୍କ ବିନା ସବୁ କାର୍ଯ୍ୟ ସମ୍ଭବ ହୋଇ ନଥାଏ । ମନୁଷ୍ୟର ପ୍ରତ୍ୟେକ କାର୍ଯ୍ୟ ଅନୁସାରେ ତାର ଭାଗ୍ୟ ସୃଷ୍ଟି ହୋଇଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଆପଣଙ୍କ ଭାଗ୍ୟ ଏବଂ ଚରିତ୍ର ବିଷୟରେ କହିବୁ ।

କିନ୍ତୁ ଆପଣଙ୍କୁ ଆମେ ଦେଇଥିବା ୪ଟି ନମ୍ବର ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିବ । ତାହା ହେଉଛି ୩ , ୭ , ୨୪ ଏବଂ ୬୧ । ତେଣୁ ସେହି ସବୁ ନମ୍ବର ର ଯଥାର୍ଥ ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

୧ . ଯଦି ଆପଣ ୩ ନମ୍ବର ବାଛୁଛନ୍ତି ତେବେ ଆପଣ ଜଣେ ସ୍ୱାଭିମାନି ଲୋକ ଅଟନ୍ତି । ଆପଣ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି । ଆପଣଙ୍କ କଥା କହିବାର ଶୈଳୀ ଦ୍ଵାରା ଲୋକେ ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇଯାଆନ୍ତି । ଆପଣ ସର୍ବଦା ନିଜର ଲକ୍ଷ ଦିଗରେ ରହନ୍ତି ଏବଂ ସେଥିପାଇଁ କିଛିବି କରିବାକୁ ପ୍ରସ୍ତୁତ ରହନ୍ତି ।

୨ . ଯଦି ଆପଣ ୭ ନମ୍ବର ବାଛୁଛନ୍ତି ତେବେ ଆପଣ ଜଣେ ଅତି ସରଳ ମଣିଷ ଅଟନ୍ତି । ଯେକୌଣସି ପରିସ୍ଥିତିରେ ବି ନିଜର ହସ ମୁଖ ବଜାୟ ରଖନ୍ତି ଏବଂ ଅନ୍ୟକୁ ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି ।

୩ . ଯଦି ଆପଣ ୨୪ ନମ୍ବର ବାଛୁଛନ୍ତି ତେବେ ଆପଣ ସବୁବେଳେ ସତ କହନ୍ତି । କେବେବି କୌଣସି ପରିସ୍ଥିତିରେ ମିଛର ଆଶ୍ରା ନିଅନ୍ତି ନାହିଁ । ଯେଉଁ ସତ କାରଣରୁ ଅନେକ ସମୟରେ ଆପଣଙ୍କୁ ନିଜ ପରିବାର ବିରୋଧରେ ମଧ୍ୟ ଯିବାକୁ ପଡ଼ିଥାଏ । ଆପଣଙ୍କ ମନ ମଧ୍ୟ ପରିଷ୍କାର ଅଟେ ।

୪ . ଯଦି ଆପଣ ୬୧ ନମ୍ବର ବାଛୁଛନ୍ତି ତେବେ ଆପଣ ଜୀବନରେ ସବୁବେଳେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି । ନିଜ ଜୀବନ ଉପରେ ଆଉ କେହି ପ୍ରଭାବ ପକାଇଲେ ତାହା ଆପଣଙ୍କୁ ପସନ୍ଦ ଆସି ନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।